ମଦ ପିଇଲେ ଶିଖିବେ ଇଂରାଜୀ : ରିସର୍ଚ୍ଚ
କୁହାଯାଏ ମଦ୍ୟପାନ କଲେ ଜଲଦି ଯମରାଜଙ୍କ ଦ୍ୱାରସ୍ଥ ହେଇଯାଆନ୍ତି। ଆଉ ଏଥିପାଇଁ ଯମଦୂତ ଭାବେ କିଡନୀ ସମସ୍ୟା, ଲିଭର ସମସ୍ୟାରୁ ନେଇ ହାର୍ଟ ଆଟାକ୍ ପର୍ଯ୍ୟନ୍ତ ଉଭା ହୋଇଥାନ୍ତି। କିନ୍ତୁ ଆଜି ଆମେ ଏପରି କିଛି କଥା ତଥା ତଥ୍ୟ ରଖିବୁ ଯାହା ଆପଣଙ୍କୁ ବାଧ୍ୟ କରିବ ଚିନ୍ତା କରିବା ପାଇଁ। ତାହା ହେଉଛି ମଦ ଲାଭଦାୟକ। ଏକ ନୂଆ ରିସର୍ଚ୍ଚ ମାଧ୍ୟମରେ କୁହାଯାଇଛି ଯେ, ଯଦି ଜଣେ ବ୍ୟକ୍ତିକୁ ମଦ ନିଶା ଚଢ଼ିଯାଏ, ତା’ହେଲେ ସେ […]
Continue Reading
