RTI ରେ, ପ୍ରଶାସନକୁ ପ୍ରଶ୍ନ ପଚାର, ବ୍ୟବସ୍ଥା ସ୍ଵଚ୍ଛ ହେବ
ଭୁବନେଶ୍ବର (ବ୍ୟୁରୋ) : “ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ମହିମା, ପଡ଼ିବ କି କେବେ ମନେ?” ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଏହି ଉକ୍ତି ନିଶ୍ଚିତ ଭାବେ ମନରେ ଆସୁଥିବ। ଏହାକୁ ଅନେକ ସମୟରେ ଆମେ ଉଦାହରଣ ସଦୃଶ ମଧ୍ୟ ବ୍ୟବହାର କରିଥାଉ। ହେଲେ ଆଜିର ଯୁବ ପିଢି କେଉଁଠି ଏହାକୁ ନେଇ ଟିକିଏ ଧିମା ପଡ଼ିଛନ୍ତି। ସେଥିପାଇଁ ତ ପ୍ରାଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ କରିବାର […]
Continue Reading
