କାଳ ହେଲା ଭିଡିଓ କରିବା ନିଶା:୫୫୦ ଫୁଟ ତଳକୁ ଖସିଲେ ୟୁଟ୍ୟୁବର

ଡୁଡୁମା ଜଳପ୍ରପାତରେ ଅଘଟଣ । କୋରାପୁଟ ଲମତାପୁଟ ଡୁଡୁମା ଜଳପ୍ରପାତରେ ଭାସିଗଲେ ଜଣେ ୟୁଟ୍ୟୁବର । ଡୁଡୁମା ଜଳପ୍ରପାତରୁ ତଳକୁ ଖସିପଡିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ସାଗର ତାଙ୍କ YouTube ଚ୍ୟାନେଲ ପାଇଁ ପ୍ରମୁଖ ପର୍ଯ୍ୟଟନ ସ୍ଥଳର ଭିଡିଓ ସୁଟିଂ କରିବା ପାଇଁ ତାଙ୍କ ବନ୍ଧୁ ଅଭିଜିତ ବେହେରାଙ୍କ ସହିତ କଟକରୁ କୋରାପୁଟ ଯାତ୍ରା କରିଥିଲେ । ଶନିବାର ଅପରାହ୍ନରେ ସାଗର ଡୁଡୁମା ଜଳପ୍ରପାତରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରି ରିଲ୍ ରେକର୍ଡିଂ […]

Continue Reading