ଦ ବ୍ୟାଡ୍ସ ଅଫ୍ ବଲିଉଡର ପ୍ରିଭ୍ୟୁ ରିଲିଜ, ଦେଖିବାକୁ ମିଳିଲେ ଅନେକ ଷ୍ଟାର… ବବି ତ କିଛି ଅଲଗା ଅନ୍ଦାଜରେ

ଆର୍ଯ୍ୟନ ଖାନଙ୍କ ପ୍ରଥମ ୱେବ ସିରିଜ ‘ଦ ବ୍ୟାଡ୍ସ ଅଫ୍ ବଲିଉଡ’ ର ପ୍ରିଭ୍ୟୁ ରିଲିଜ  । ନିକଟରେ ଏହାର ପ୍ରଥମ ଲୁକ୍ ରିଲିଜ ହୋଇଥିଲା । ଶାହାରୁଖ ନିଜେ ତାଙ୍କ ପତ୍ନୀ ଗୌରୀଙ୍କ ସହ ବୁଧବାର ଏକ କାର୍ଯ୍ୟକ୍ରମରେ ପହଞ୍ଚି ଶୋ’ର ପ୍ରିଭ୍ୟୁ ଲଞ୍ଚ କରିଥିଲେ । ଆର୍ଯ୍ୟନ, ବବି ଦେଓଲ ଏବଂ ଲକ୍ଷ୍ୟଙ୍କ ସମେତ ଶୋ’ର ଷ୍ଟାରକାଷ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରିଭ୍ୟୁ ଭିଡିଓ ଶାହରୁଖ ଖାନଙ୍କ ଭଏସ୍ ଓଭର […]

Continue Reading