Slipped, got up and slipped again; people were completely confused.

ଖସିଲା, ଉଠିଲା ପୁଣି ଖସିଲା; ଲୋକେ ପୁରା ଛାନିଆ

ବ୍ୟୁରୋ : ଗତ ସୋମବାର ସେୟାର ବଜାର ସଭିଙ୍କ ମୁଣ୍ଡରେ ବଜ୍ରପାତ କରିଥିଲା। କେହି କେହି ତ ବଜାର୍ ଛାଡି ନୀରବ ବସିଗଲେ। ଆଉ କେହି କେହି ଭୟରେ ବିଦାୟ ବି ନେଇଗଲେ। ଏହାର ଏକମାତ୍ର କାରଣ ବିଦେଶୀ କମ୍ପାନୀ ଭାରତରୁ ପୁଞ୍ଜି ଫେରାଇ ନେଉଥିବା ବେଳେ ଅନ୍ୟପଟେ ନୂଆ ଚାଇନା ଭାଇରସ୍ HMPV ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଏହାକୁ ନେଇ ବିଚଳିତ ନ ହେବାକୁ ମତ ରଖିଛନ୍ତି ସେବି (SEBI) ସ୍ବୀକୃତି ପ୍ରାପ୍ତ ନିବେଶକ […]

Continue Reading