“ଦ ବ୍ୟାଡସ୍ ଅଫ ବଲିଉଡ”ର ପ୍ରଥମ ଝଲକ, ଶାହାରୁଖଙ୍କ ପୁଅ କମାଲ କରିଦେଲେ… ଦର୍ଶକ କହୁଛନ୍ତି ସୁପରହିଟ

ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ନେଟଫ୍ଲିକ୍ସ ଫିଲ୍ମ “ଦ ଆର୍ଚିଜ” ସହିତ ଅଭିନୟରେ ଡେବ୍ୟୁ କରିସାରିଛନ୍ତି। କିନ୍ତୁ କିଙ୍ଗ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କର ଅଭିନୟ ଜଗତରେ ପାଦ ଥାପିବାର କୌଣସି ଇଚ୍ଛା ନାହିଁ। ତେବେ ସେ ଜଣେ ନିର୍ଦ୍ଦେଶକ ଭାବେ ବଲିଉଡରେ ପାଦ ଥାପିବାକୁ ପ୍ରସ୍ତୁତ ଅଛନ୍ତି, ଯାହାର ଚର୍ଚ୍ଚା ଆରମ୍ଭ ହୋଇଛି ଯେତେବେଳେ ଠାରୁ “ଦ ବ୍ୟାଡସ୍ ଅଫ ବଲିଉଡ”ର ପ୍ରଥମ ଝଲକ ସାମ୍ନାକୁ ଆସିଛି। ଏବେ ଆର୍ୟନ ଖାନଙ୍କର  […]

Continue Reading