୪ ଡିସେମ୍ବରରେ ନାଗା ଚୈତନ୍ୟଙ୍କ ଧର୍ମପତ୍ନୀ ହେବେ ଶୋଭିତା ଧୁଲିପାଲା। ହାଇଦ୍ରାବାଦରେ ହେବ ବାହାଘର।

ସାଉଥ୍ ଅଭିନେତା ନାଗା ଚୈତନ୍ୟ ନିଜର ଲଭ୍ ଲାଇଫ୍ କୁ ନେଇକି ଚର୍ଚ୍ଚାରେ ଅଛନ୍ତି । ସାମନ୍ଥା ଋତୁପ୍ରଭାଙ୍କ ସହ ଛାଡପତ୍ର ହେଲାପରେ ନାଗାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ଶୋଭିତା ଧୁଲିପାଲା ।  ଦୁହିଁଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଗୋଟେ ପ୍ରକାରର ଏକ୍ସସାଇଟମେଣ୍ଟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି କପଲ୍ ଡେଷ୍ଟିନେସନ ବାହାଘର ନ କରିକି ହାଇଦ୍ରାବାଦରେ ଏକ ରାଜକୀୟ ଅନ୍ଦାଜରେ ବିବାହ କରିବେ । ଦୁହିଁଙ୍କ ବିବାହ ପରମ୍ପରା ଅନୁସାରେ […]

Continue Reading