ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଗିରଫ: ଏବେ ଦିନ କଟିବ ଜେଲରେ
ସରକାରୀ ଅନୁଦାନ ହେରଫେର ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ। ଗତ ୨୦୨୩ ସେପ୍ଟେମ୍ବରରେ ତାଙ୍କ ଲଣ୍ଡନ ଗସ୍ତ ସମ୍ପର୍କରେ ଜେରା ପରେ ତାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି। ରାଷ୍ଟ୍ରପତି ଥିବାବେଳେ ଏକ ଉତ୍ସବରେ ଯୋଗଦେବା ଲାଗି ସେ ବ୍ରିଟେନର ଏକ ବିଶ୍ବବିଦ୍ୟାଳୟକୁ ଯାଇଥିଲେ। ବ୍ୟକ୍ତିଗତ କାରଣକୁ ନେଇ ସେ ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ହାଭାନାରେ ଗ୍ରୁପ ୭୭ ସମ୍ମିଳନୀରେ ଯୋଗଦେଇ ଫେରିବାବେଳେ ସେ ଲଣ୍ଡନରେ ରହିଥିଲେ। […]
Continue Reading
