ମାରାତ୍ମକ ହୋଇପାରେ ଟାଟୁ
ଭୁବନେଶ୍ୱର: ଦିନକୁ ଦିନ ବଦଳୁଛି ସମୟ । ସମୟ ସହ ବଦଳିଲାଣି ଲୋକମାନଙ୍କ ଚିନ୍ତାଧାରା । ଆଜିର ଆଧୁନିକ ଯୁଗରେ ସମସ୍ତେ ସ୍ମାର୍ଟ ଦେଖାଯିବା ସହ ଅପଡେଟ୍ ହେଲେଣି ଲୋକେ । ମୋବାଇଲ ଫୋନର ସ୍ମାର୍ଟ ଫିଚର ପରି ନିଜ ଶରୀରର ଅଙ୍ଗରେ ଅନେକ ପ୍ରକାରର ଟାଟୁ କରି ନିଜକୁ ସ୍ମାର୍ଟ ଦେଖେଇ ମେଣ୍ଟେନ୍ କରିବାକୁ ପସନ୍ଦ କଲାଣି ନୂତନ ପିଢି । ପୁରୁଷ କୁହନ୍ତୁ ବା ମହିଳ ଆଜିକାଲି ସମସ୍ତେ ଯେ କୌଣସି ସମୟ ହେଲେ […]
Continue Reading