ତ୍ରିରଙ୍ଗା ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ, ହଜାର ହଜାର ଲୋକ ସାମିଲ

କଟକ ବୟାଳିଶ ମୌଜା ରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ହଜାର ହଜାର ଲୋକଙ୍କ ସହ ୧୦ କିଲୋମିଟର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା। ଦେଶବ୍ୟାପି ଚଳିତ ମାସ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଆମ ତ୍ରିରଙ୍ଗା ହେଉଛି ଆମ ସଂକଳ୍ପ , ସଂଘର୍ଷ , ବଳିଦାନ ଓ ଆମ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ

Continue Reading