ଯୌତୁକ ପାଇଁ ବୋହୂକୁ ଜିଅନ୍ତା ଜାଳିଦେଲେ: ସ୍ବାମୀ ପୁଲିସ କନଷ୍ଟେବଲ
ପୁଣି ଉତ୍ତର ପ୍ରଦେଶରୁ ଆସିଛି ଯୌତୁକ ନିର୍ଯାତନାର ଭୟଙ୍କର ଚିତ୍ର। କିଛି ଦିନ ତଳେ ଗ୍ରେଟର ନୋଏଡାରେ ୨୬ ବର୍ଷୀୟ ନିକ୍କି ଭାଟିଙ୍କୁ ସ୍ୱାମୀ ଓ ଶାଶୁ ଘର ଲୋକ ଜୀବନ୍ତ ପୋଡ଼ି ମାରି ଦେଇଥିଲେ। ଏବେ ଉତ୍ତର ପ୍ରଦେଶର ଅମରୋହାରୁ ସମାନ ଘଟଣା ସାମ୍ନାକୁ ଆସିଛି। ଏଠାରେ ଯୌତୁକ ପାଇଁ ସ୍ୱାମୀ ଓ ଶାଶୁ ଘର ଲୋକ ସବୁ ସୀମା ପାର କରି ଯାଇଛନ୍ତି। ସେମାନେ ଘରର ବୋହୂଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ଏବେ ମହିଳା […]
Continue Reading
