SBI gives opportunity, fresher get recruitment, application start soon

SBI ଦେଲା ସୁଯୋଗ, ନବାଗତ ପାଇବେ ନିଯୁକ୍ତି, ଖୁବଶୀଘ୍ର ଆବେଦନ ଆରମ୍ଭ

ବ୍ୟୁରୋ : SBI ବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦେଲା ଖୁସି ଖବର। ପୁଣି ୧୦୩୧ ପଦବୀରେ ହେବ ନିଯୁକ୍ତି। ଯୋଗ୍ୟତା ଥିଲେ ଆପଣ ମଧ୍ୟ ହାସଲ କରିପାରିବେ ନିଜ ପଦବୀ। ଏଥିପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବଶୀଘ୍ର ଆବେଦନ ପାଇଁ ମଧ୍ୟ ପୋର୍ଟାଲ ଆରମ୍ଭ ହେବ। ଭାରତର ଲୋକସଂଖ୍ୟା ବଢୁଛନ୍ତି, ଲୋକଙ୍କ ଚାହିଦା ମୁତାବକ ବ୍ୟାଙ୍କ ବି ବଢୁଛି। ଆଉ ନୂଆ ବ୍ୟାଙ୍କ ପାଇଁ ଲୋଡା ପଡୁଛନ୍ତି ନୂଆ ପ୍ରାଥୀ। ଏଥିପାଇଁ ସୁବର୍ଣ୍ଣ […]

Continue Reading