ବାସ୍ତୁଶାସ୍ତ୍ର କଣ କହୁଛି, କେଉଁ ଦିଗକୁ ମୁଣ୍ଡ କରିକି ଶୋଇବେ
ସୁସ୍ଥ ରହିବାକୁ ହେଲେ ଦରକାର ମୁତାବକ ନିଦ୍ରା ଶରୀର ପୀଇଁ ନିହାତି ଆବଶ୍ୟକ । ସୁସ୍ଥ ଓ ନିରୋଗ ରହିବା ପାଇଁ ଜଣକୁ ଦୈନିକ ୮ଘଣ୍ଟା ଶୋଇବା ଉଚିତ ବୋଲି ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । ସେହପରି ଆବଶ୍ୟକ ଅନୁଯାୟୀ ନିଦ୍ରା ନ ହେଲେ ତାହା ବିଭିନ୍ନ ରୋଗର କାରଣ ହୋଇଥାଏ । ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଶୋଇବାର ଦିଗ ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ । ଭିନ୍ନ ଭିନ୍ନ ଦିଗକୁ ମୁଣ୍ଡ କରି […]
Continue Reading
