ପତଳା ଓ ଫିଟ ରହିବାକୁ ଚାହୁଁଛନ୍ତି କି, ପିଅନ୍ତୁ ବ୍ଲାକ କଫି… ମିଳିବ ଫାଇଦା

ଅନେକ ଲୋକ ବ୍ଲାକ କଫି ପିଇବାକୁ ଭଲ ପାଆନ୍ତି। କୁହାଯାଏ ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ। ଜାଣନ୍ତୁ କାହିଁକି ବ୍ଲାକ କଫି ଶରୀର ପାଇଁ ହିତକର ବ୍ଲାକ କଫିରେ ସର୍ବନିମ୍ନ କ୍ୟାଲୋରୀ ଥାଏ, ଯାହା ଫଳରେ ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଭଲ ଅପ୍ସନ୍। ଏହା ଆପଣଙ୍କୁ ତାଜା ରଖିବା ସହ ଓଜନକୁ ବି ନିୟନ୍ତ୍ରଣରେ ରଖିଥାଏ। ବ୍ଲାକ କଫିରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ଅଧିକ ରହିଥାଏ, ଚାପ ହ୍ରାସ କରିବାରେ […]

Continue Reading