କେମିତି ଉତ୍ପତ୍ତି ହେଲା ପିଜ୍ଜାର: କାହିଁକି ଏହାକୁ କୁହାଯାଉଥିଲା ଗରିବଙ୍କ ଖାଦ୍ୟ

ପିଜ୍ଜାର ଉତ୍ପତ୍ତି ଇଟାଲୀରେ, ବିଶେଷତ ନେପଲ୍ସରେ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ଏହା ମୂଳତଃ ଏକ ସରଳ ଖାଦ୍ୟ ଥିଲା, ଯାହା ଫ୍ଲାଟବ୍ରେଡ୍ ଉପରେ ସାଧାରଣ ଉପାଦାନ ଦେଇ ତିଆରି ହେଉଥିଲା। ପ୍ରାଚୀନ ରୋମାନ, ଗ୍ରୀକ ଓ ଇଜିପ୍ଟୀୟ ସଭ୍ୟତାରେ ମଧ୍ୟ ଫ୍ଲାଟବ୍ରେଡ୍ ସହିତ ତେଲ, ମସଲା ଓ ଭେଜିଟେବଲ୍ ମିଶାଇ ଖାଦ୍ୟ ପ୍ରସ୍ତୁତ ହେଉଥିଲା । କିନ୍ତୁ ଆଧୁନିକ ପିଜ୍ଜାର ଜନ୍ମ ହୋଇଥିଲା ୧୮ମ ଶତାବ୍ଦୀରେ ଇଟାଲୀର ନେପଲ୍ସରେ।ନେପଲ୍ସରେ ପିଜ୍ଜା ଥିଲା ଗରିବ ଲୋକଙ୍କର […]

Continue Reading