କରୋନାରେ ବଲିଉଡ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ପରଲୋକ

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ। କରୋନା ଯୋଗୁ ବଲିଉଡ ଏବଂ ଭୋଜପୁରୀ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି।

CINTAAର ସାଧାରଣ ସମ୍ପାଦକ ଅମିତ ବ‌େହଲ କହିଛନ୍ତି, “କୋଭିଡର ଦ୍ୱିତୀୟ ତରଙ୍ଗ ବହୁ ମୂଲ୍ୟବାନ ଜୀବନ ନେଇଛି। ଅଭିନେତ୍ରୀ ଶ୍ରୀପ୍ରଦା CINTAAର ଜଣେ ଜଣେ ବରିଷ୍ଠ ସଦସ୍ୟ ଥିଲେ। ”

Leave a Reply

Your email address will not be published. Required fields are marked *