କାନାଡା-ପଞ୍ଜାବୀ ଗାୟକ ଜାଜି ବିଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍‌ କଲେ କେନ୍ଦ୍ର ସରକାର

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: କାନାଡା-ପଞ୍ଜାବୀ ଗାୟକ ଜାଜି ବିଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍‌ କରିଛନ୍ତି କେନ୍ଦ୍ର ସରକାର। ଏହା ସହିତ ଅନ୍ୟ ତିନୋଟି ଆକାଉଣ୍ଟକୁ ମଧ୍ୟ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ୍‌ କରାଯାଇଛି।

ଡିସେମ୍ବର ୨୦୨୦ ରେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ ସପକ୍ଷରେ ଜାଜି ବି ବାରମ୍ବାର ଟ୍ୱିଟ୍ କରିଆସୁଥିଲେ। ଏହାକୁ କେନ୍ଦ୍ର କରି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ସେମାନେ ଦେଶ ବାହାରେ ଥିବା ସେମାନଙ୍କ ଆକାଉଣ୍ଟକୁ ପରିଚାଳନା କରିପାରିବେ କିନ୍ତୁ ଦେଶ ଭିତରେ ସେମାନଙ୍କ ଆକାଉଣ୍ଟ ଚାଲିବ ନାହିଁ।

Leave a Reply

Your email address will not be published. Required fields are marked *