ଶ୍ରୀଜିଉଙ୍କୁ ୩୧ କିଲୋଗ୍ରାମର ରୂପା ଦାନ କଲେ ଶ୍ରଦ୍ଧାଳୁ

Top Storise ରାଜ୍ୟ

ପୁରୀ: ଜୈନକ ଭକ୍ତ ରବିବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ୩୧ କିଲୋଗ୍ରାମ ରୂପା ଦାନ କରିଛନ୍ତି।

ସମ୍ପୃକ୍ତ ଦାତା ଜଣକ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟରେ ରୂପା ହସ୍ତାନ୍ତର କରିଥିଲେ। ଏହି ରୂପା ଜଗନ୍ନାଥ ମନ୍ଦିର ପରିସରରେ ଲକ୍ଷ୍ମୀ ଏବଂ ବିମଳା ମନ୍ଦିରରେ ବ୍ୟବହୃତ ହେବ ବୋଲି ଜଣାପଡିଛି।

ଏହି ଅବସରରେ ସେବାୟତ ଅନନ୍ତ ତିଆଡି ଏବଂ ଜଗନ୍ନାଥ କର ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *