ବିଲ୍ କରାଇଦେବାକୁ ୨୦ ହଜାର ଲାଞ୍ଚ ନେଇ ଫସିଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ଏବଂ ମହିଳା କର୍ମଚାରୀ

Top Storise ଅପରାଧ ରାଜ୍ୟ

ଯାଜପୁର: ଲାଞ୍ଚ ନେଇ ଫସିଲେ ଯାଜପୁର ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ମହିଳା କର୍ମଚାରୀ ଲକ୍ଷ୍ମୀପ୍ରିୟା ମହାରଣା । ଜଣେ କାରିଗରଙ୍କ ଠାରୁ ଲାଞ୍ଚ ନେବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ବିଲ୍ କରାଇ ଦେବାକୁ ୨୦ ହଜାରଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ମାମଲାରେ ଭିଜିଲାନ୍ସ ଉଭୟଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିବା ସହ ଉଭୟଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତିରେ ରେଡ ଚାଲିଛି ।

Leave a Reply

Your email address will not be published. Required fields are marked *