ଏହି ରାଜ୍ୟରେ ପ୍ରଥମ କପ୍ପା ଭାରିଆଣ୍ଟ ଚିହ୍ନଟ ରୋଗୀଙ୍କ ମୃତ୍ୟୁ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ଦୁଇଟି ମାମଲା ଚିହ୍ନଟ ହେବା ପରେ ବର୍ତ୍ତମାନ ରାଜ୍ୟରେ କରୋନାର କପ୍ପା ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, ୟୁପିରେ କପ୍ପା ଭାରିଆଣ୍ଟ ପାଇଁ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଜୁନ୍ ୧୩ ଉକ୍ତ ବ୍ୟକ୍ତିଙ୍କ ନମୁନା ସଂଗ୍ରହ ପରେ ଏହି ଷ୍ଟ୍ରେନ୍ ଚିହ୍ନଟ କରାଯାଇଥିଲା।

ଏହାପୂର୍ବରୁ ଉତ୍ତରପ୍ରଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟର ଦୁଇଟି ମାମଲା ଚିହ୍ନଟ ହୋଇଥିଲା ଯେଉଁଥିରୁ ଜଣେ ରୋଗୀ ପ୍ରାଣ ହରାଇଥିଲେ।

Leave a Reply

Your email address will not be published. Required fields are marked *