ଏସଟିଏଫ୍ ପଞ୍ଝାରେ ବାଘଛାଲ ବେପାରୀ

Top Storise ରାଜ୍ୟ

ବୌଦ୍ଧ : ଏସଟିଏଫ୍ ପଞ୍ଝାରେ ବାଘଛାଲ ବେପାରୀ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହା ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ତରୁଘାଟ ଅଞ୍ଚଳର ସଚିତନ୍ ନାଏକ। ବୌଦ୍ଧ କନ୍ଧମାଳ ସୀମାନ୍ତରେ ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ସମୟରେ ଏସଟିଏଫ ଏବଂ ବନ ବିଭାଗ ପକ୍ଷରୁ କୌଣସି ଏକ ସୂତ୍ରରୁ ଖବର ପାଇ ଚଢ଼ାଉ କରାଯାଇଥିଲା। ସଚିତନକୁ ଅଟକ ରଖି ପଚରାଉଚରା ଜାରି ରଖିଛି ଏସଟିଏଫ ।

Leave a Reply

Your email address will not be published. Required fields are marked *