ଆଇଟି ମନ୍ତ୍ରୀଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବ୍ଲକ୍‌ କଲା ଟ୍ୱିଟର

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଟ୍ୱିଟର ଆଜି ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବନ୍ଦ କରିଥିଲା। ମନ୍ତ୍ରୀଙ୍କ ଭାରତୀୟ ଟ୍ୱିଟର ବିକଳ୍ପ କୁ ଆପ୍‌ରେ ଏକ ପୋଷ୍ଟ ଅନୁଯାୟୀ କମ୍ପାନୀ ପ୍ରାୟ ଏକ ଘଣ୍ଟା ପାଇଁ ତାଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଥିଲା। କିନ୍ତୁ ପରେ ଏହାକୁ ପୁଣି ଥରେ ଅନ୍‌ବ୍ଲକ୍‌ କରିଥିଲା।

ମନ୍ତ୍ରୀ କହିଛନ୍ତି ଯେ, ଟ୍ୱିଟରର କାର୍ଯ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ର ନିୟମ ଉଲ୍ଲଂଘନ କରିଛି କାରଣ ଆକାଉଣ୍ଟ ବ୍ଲକ୍‌ କରିବା ପୂର୍ବରୁ ମୋତେ କୌଣସି ପୂର୍ବ ସୂଚନା ପ୍ରଦାନ କରାଯାଇନଥିଲା।

Leave a Reply

Your email address will not be published. Required fields are marked *