ମଞ୍ଚସ୍ଥ ହେବ ‘ଚତୁରା କାହାର’

Top Storise ରାଜ୍ୟ

ଭୁବନେଶ୍ୱର : ନାଟ୍ୟ ସଂସ୍ଥା “ମୁକ୍ତି” ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ “ଚତୁରା କାହାର ” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଡିସେମ୍ବର ୨ ଓ ୩ ସନ୍ଧ୍ୟାରେ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି।

କାର୍ଲୋ ଗୋଲଦୋନିଙ୍କ ରଚିତ ଏହି ନାଟକକୁ ଶକ୍ତି ମହାନ୍ତି ଓଡ଼ିଆରେ ଅନୁବାଦ କରିଛନ୍ତି ଏବଂ ସୂର୍ଯ୍ୟ ମହାନ୍ତି ଏହାର ନିର୍ଦ୍ଦେଶନା ଦେଇଛନ୍ତି। ମଞ୍ଚ ନାଟକକୁ ଭଲ ପାଉଥିବା ଆଗ୍ରହୀ ଦର୍ଶକମାନଙ୍କୁ ଏହି ନାଟକ ଦେଖିବା ପାଇଁ ସଂସ୍ଥା ପକ୍ଷରୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *