ବଜ୍ରପାତ ନେଲା ପାଞ୍ଚ ଗୋରୁଙ୍କ ଜୀବନ

Top Storise ରାଜ୍ୟ

ଛେଣ୍ଡିପଦା : ଅନଗୁଳ ଜିଲ୍ଲାର ଅଦିନିଆ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତ l ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ଲଗାଣ ବର୍ଷା l ଛେଣ୍ଡିପଦା ବ୍ଲକରେ ବିଭିନ୍ନ ସ୍ଥାନରେ ଦିନ ଦୁଇଟାରୁ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବିଜୁଳି ଓ ଘଡଘଡି ସହିତ ବର୍ଷl ଲାଗି ରହିଛି l ଛେଣ୍ଡିପଦା ବ୍ଲକ ଜରପଡା ଥାନା ଅନ୍ତର୍ଗତ କତଡା ପଂଚାୟତର କନ୍ଧକୋରଡ଼ା ଗ୍ରାମରେ ବଜ୍ରପାତ ମାରିବାରୁ ପାଞ୍ଚ ଗୋରୁଙ୍କ ମୁତ୍ୟୁ ଓ ଗୋରୁ ଚରାଉ ଥିବା ମହିଳା ଜଣଙ୍କ ଆହତ ହୋଇଛନ୍ତି l

Leave a Reply

Your email address will not be published. Required fields are marked *