ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ବାହାର ଯାତ୍ରୀଙ୍କ ସ୍କ୍ରିନିଂ, କୋଭିଡ୍ ଲକ୍ଷଣ ଥିଲେ ଟେଷ୍ଟିଂ

ଭୁବନେଶ୍ୱର: ଗତ ସପ୍ତାହେ ଭିତରେ ଦେଶର ବିଭିନ୍ନ ରାଜ୍ୟରେ ବଢିଛି କରୋନା କାୟା । ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ବି ସଂକ୍ରମଣ ବଢିଛି । କରୋନାର ଦ୍ୱିତୀୟ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ରଖି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କର ସ୍କ୍ରିନିଂ କରାଯାଉଛି । ସ୍କ୍ରିନିଂ ବେଳେ କୌଣସି କୋଭିଡ୍ ଲକ୍ଷଣ ଦେଖା ଗଲେ ଟେଷ୍ଟିଂ କରାଯିବ […]

Continue Reading

ହେଲମେଟ୍ ପାଇଁ ବସଉଠ ହେଲେ ଯୁବକ

ଅନୁଗୁଳ: ହେଲମେଟ ନାହିଁ ବୋଲି ବସଉଠ ହେବାକୁ ପଡିଲା ଯୁବକଙ୍କୁ।ଆଉ ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ଅନୁଗୁଳ ସହରର ହେମସୁରପଡା ଠାରେ ଆଜି ମଧ୍ୟାହ୍ନରେ ପୁଲିସ ପକ୍ଷରୁ ହେଲମେଟ ଚେକିଂ ଚାଲିଥିଲା । ସେହି ସମୟରେ ମୋଟର ସାଇକେଲରେ ଆସୁଥିବା ଜଣେ ଯୁବକ ହେଲମେଟ ପିନ୍ଧି ନଥିବାରୁ ଜଣେ ପୋଲିସ ବାବୁ ତାଙ୍କୁ ଅଟକାଇଥିଲେ। ତେବେ ଟଙ୍କା ନଥିବାରୁ ଫାଇନ ଦେଇ ପାରିବି ନାହିଁ ବୋଲି ଯୁବକ କହିଥିଲେ। ଆଉ […]

Continue Reading

ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା; କୋଭିଡ କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା

ଢେଙ୍କାନାଳ: ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା। ମହିମା ଧର୍ମର ଆଦିପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘ ମେଳା ଆଜିଠୁ ଆରମ୍ଭ ହେଉଛି । ଏହି ମେଳା ତିନିଦିନ ବ୍ୟାପୀ ମେଳା ଚାଲିବ । କୋଭିଡ କଟକଣା ମଧ୍ୟରେ ଏହି ମେଳାର ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସୀମିତ ସଂଖ୍ୟକ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ନେଇ ପରମ୍ପରା ଅନୁଯାୟୀ ସମସ୍ତ ନୀତି ସମ୍ପନ୍ନ ହେବା […]

Continue Reading

ବଢୁଛି ତାତି; ରାଜଧାନୀରେ ୩୮ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଉପରମୁଁହା ପାରଦ। ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା। ପାଣିପାଗ ବିଭାଗର ସୂଚନାନୁସାରେ ରାଜଧାନୀ ଭୁବନେଶ୍ବରରେ ଦିନତମାମ ଟାଣ ଖରା ଅନୁଭୂତ ହେଉଥିବା ବେଳେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ଅନ୍ୟପଟେ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ୩୫ଡିଗ୍ରୀ ଡେଇଁଛି ପାରଦ ।ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, କଟକରେ ତାପମାତ୍ରା ୩୬.୬ଡିଗ୍ରୀ ଥିବାବେଳେ ଅନୁଗୁଳରେ ୩୫.୭, ବାରିପଦାରେ ୩୬.୮, ଝାରସୁଗୁଡ଼ାରେ ୩୫, ସମ୍ବଲପୁରରେ ୩୫.୩, ତାଳଚେରରେ ୩୫.୫, ଭବାନୀପାଟଣାରେ ୩୫.୫, ବଲାଙ୍ଗୀରରେ […]

Continue Reading

ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ଡାକ୍ତରଙ୍କ ସମେତ ୨ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁସାରେ କୁଳିଅଣା ଆଡ଼ୁ ବାରିପଦା ଆସୁଥିବା ବେଳେ ଏକ ବାଇକ୍ ସହ ସାଇକେଲ୍ ଆରୋହୀ ଧକ୍କା ହୋଇଥିଲେ । ଅନ୍ୟ ପଟୁ ଆସୁଥିବା ଏକ ଟ୍ରକ ସହ ଏହି ସାଇକେଲ୍ ଓ ବାଇକ୍ ଆରୋହୀ ପିଟି ହୋଇ ଯାଇଥିଲେ । ଘଟଣାସ୍ଥଳରେ ଜଣଙ୍କର […]

Continue Reading

ରାଜ୍ୟର ୭ଟି ସହରରେ ବଢୁଛି ପ୍ରଦୂଷଣର ମାତ୍ରା

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ଯାନବାହାନ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଓଡିଶାର ୭ଟି ସହରରେ ବାୟୁ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ଯାହା ରାଜ୍ୟ ପାଇଁ ଏକ ଉଦବେଗ ଜନକ ସ୍ଥିତି ପାଲଟିଛି। ସାତଟି ସହରର ବାୟୁରେ PM10 ଏବଂ PM2.5 ପରି ବିପଜ୍ଜନକ ବାୟୁ ପ୍ରଦୂଷକ ପଦାର୍ଥର ମାନ ରହୁଛି। ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ଭୁବନେଶ୍ୱର, […]

Continue Reading

ଶିକାରୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ

ବାରିପଦା: ଶିକାରୀଙ୍କ ଉତ୍ପାତ । ବନ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜରେ ବନ କର୍ମଚାରୀଙ୍କୁ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶିକାରୀଙ୍କ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ଜମୁଡିହା ଗାଁରେ ଚଢ଼ାଉ କରିଥିଲେ ବନ କର୍ମଚାରୀ । ସମ୍ବର ମାଂସ ଓ ୨ଟି ବନ୍ଧୁକ ଜବତ କରିଥିଲେ । ଗାଁରୁ ଫେରିବା ବେଳେ ସେମାନଙ୍କ ଉପରେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ […]

Continue Reading

କାର ଦୁର୍ଘଟଣାରେ ଟାଇଗର ଉଡ୍‌ସ ଗୁରୁତର

ଓ୍ୱାଶିଂଟନ୍: ଗଲ୍ଫ କିଙ୍ଗ ଟାଇଗର ଉଡ୍‌ସ ଦୁର୍ଘଟଣାରେ ଆହତ । ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟାଇଗର ଉଡ୍‌ସଙ୍କ ଦୁଇଟିଯାକ ଗୋଡ଼ରେ ଆଘାତ ଲାଗିଛି । ଦୁର୍ଘଟଣାରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି କାର୍ । ଆହତ ହୋଇଥିଲେ ବି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଟାଉଗର୍ ଉଡସ । ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି । ଲସ ଆଞ୍ଜେଲ୍ସରେ ଟାଇଗର ନିଜ କାର୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା […]

Continue Reading

କାର୍ ଉପରେ ଓଲଟିଲା ଡିଜେଲ୍ ଭର୍ତ୍ତି ଟ୍ୟାଙ୍କର, ୭ ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଭାରସାମ୍ୟ ହରାଇ କାର୍ ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର । ଦୁର୍ଘଟଣାର ୭ ଜଣଙ୍କର ଅକାଳ ବିୟୋଗ ହୋଇଛି । ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ ୱେରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଡିଜେଲ ଭର୍ତ୍ତି ଏକ ଟ୍ୟାଙ୍କର୍ ଡିଭାଇଡରରେ ପିଟି ହୋଇ ରାସ୍ତା ଆରପଟକୁ ଚାଲି ଯାଇଥିଲା । ସେତିକିବେଳେ ଆଗ୍ରାରୁ ଆସୁଥିବା ଇନୋଭା କାର ଉପରେ ଓଲଟି ପଡ଼ିଥିଲା ଟ୍ୟାଙ୍କର । […]

Continue Reading

ଶ୍ରୀମନ୍ଦିରରେ ଭୌମ ଏକାଦଶୀ

ପୁରୀ: ଶ୍ରୀମନ୍ଦିରରେ ମାଘ ଶୁକ୍ଳ ଏକାଦଶୀ (ବଡ଼ ଏକାଦଶୀ) ନିମନ୍ତେ ବିଶେଷ ନୀତି ମାନ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରତଃ ଘ.୫.୪୫ ବଢି, ଭିତର ଶୋଧ ଘ.୬.୨୫, ଅବକାଶ ବେଶ ଘ.୮.୦୦ ରେ ବଢି ଗୋପାଳ ବଲ୍ଲବ ଘ.୧୦.୧୦ ,ସକାଳ ଧୂପ ଘ.୧୧.୪୫ ଓ ଭୋଗମଣ୍ଡପ ଘ.୨.୧୦ ରେ ସାରିବା ପରେ ମଇଲମ ହୋଇ ପଞ୍ଚାମୃତ ମହାସ୍ନାନ ହୋଇଥିଲା । ପରେ ଘଟୁଆରୀ ଘରୁ ପୂଜାପଣ୍ଡା , ପତି […]

Continue Reading