ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହୁଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା,ଯାଇଥାଏ। ଗୋଟିଏ ସ୍ଥାନରେ କିମ୍ବା କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ଧରି ପର୍ଯ୍ୟନ୍ତ ବସି ରହିବା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ଏଥି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ହୃଦ ସମ୍ବନ୍ଧୀୟ, ଡାଇବେଟିସ, ମେଦବହୁଳତା, ଉଚ୍ଚ ରକ୍ତଚାପ, ଓଭାରିଆନ କ୍ୟାନସର, କୋଲୋନ କ୍ୟାନସର ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଦୀର୍ଘ ସମୟ ବସି ରହିବା […]

Continue Reading

ଆଦିବାସୀଙ୍କ ନିଆରା ‘ମାଗେ ପରବ’

ଯାଜପୁର: ଚାଲିଛି ଖୁସିମଜା। ଝୁମୁଛନ୍ତି ଲୋକେ। ପାରମ୍ପରିକ ବିଦ୍ୟାର ତାଳେତାଳେ ନାଚୁଛନ୍ତି ପିଲାରୁ ବୁଢା। ପ୍ରତ୍ୟେକ ବର୍ଷ ମାଘ ମାସ ଆସିଲେ ଚଳଚଞ୍ଚଳ ହୋଇ ଉଠେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ପୁରୁଣାପାଣି ଅଞ୍ଚଳ। ବେଶ ଧୁମଧାମରେ ପାଳନ କରାଯାଏ ମାଗେ ପରବ୍। ଏଠାରେ ବସବାସ କରୁଥିବା ଆଦିବାସୀଙ୍କ ମୁଖ୍ୟ ପର୍ବ ହେଉଛି ଏହି ମାଗେ ପରବ୍। ୪ ଦିନ ଧରି ଏହା ପାଳନ କରାଯାଇଥାଏ। ପ୍ରଥମ ଦିନରେ ଗୁରିଃ ପରବ୍ (ଗୁହାଳ ପୂଜା), ୨ୟ ଦିନରେ […]

Continue Reading

ଏହି ଜିନିଷକୁ ବ୍ୟବହାର କରନ୍ତୁ ରୁପି ଦୂରେଇଯିବ, ଜୀବନରେ ଆଉ କେବେ ହେବେ ନାହିଁ ଉକୁଣୀ

ବ୍ୟୁରୋ : ଆଜିର ସମୟରେ ରୁପି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଯାହାକୁ ନେଇ ଅନେକ ଲୋକେ ଚିନ୍ତିତ ହୋଇପଡିଛନ୍ତି । ରୁପି ସମସ୍ୟାର ସମାଧାନ ପାଇଁ ସମସ୍ତେ ଚିନ୍ତିତ ଥାନ୍ତି । ଆଜି ଆମେ ଏମିତି କିଛି ସମାଧାନର ବାଟ କହିବାକୁ ଯାଉଛୁ ଯାହା ଆପଣେଇ ଆପଣ ଆପଣଙ୍କ ରୁପିକୁ ଦୂର କରିବା ସହିତ ନିଜ ମୁଣ୍ଡରେ ଥିବା ଉଁଙ୍କୁଣୀଙ୍କୁ ମଧ୍ୟ ଦୂର କରିପାରିବେ। ଯେତେବେଳେ ଶିତ ଋତୁ ଆସେ ସେତେବେଳେ […]

Continue Reading

ଗଣତନ୍ତ୍ର ଦିବସ ହିଂସା; ବଢିଲା ଦୀପ ସିଦ୍ଧୁଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ହିଂସାରେ ଅଭିନେତା ତଥା କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର ସାତ ଦିନ ଅତିରିକ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଦିଲ୍ଲୀ କୋର୍ଟଙ୍କ ଦ୍ବାରା ଦୀପ ସିଦ୍ଧୁଙ୍କ ରିମାଣ୍ଡରେ ୭ ଦିନ ବୃଦ୍ଧି କରାଯାଇଛି। ଗଣତନ୍ତ୍ର ଦିବସରେ ଲାଲ୍‌ କିଲ୍ଲାରେ ଭିଆଇଥିବା ହିଂସା ଘଟଣାରେ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା।ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର ସାତ ଦିନ ଅତିରିକ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।

Continue Reading

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ପୂର୍ବରୁ ଶତାଧିକ ବିଜେପି କର୍ମୀ ଅଟକ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ ପୂର୍ବରୁ ମଙ୍ଗଳବାର ଦିନ ବିରୋଧ ପ୍ରଦର୍ଶନ ପାଇଁ ଯୋଜନା କରୁଥିବା ଶତାଧିକ ବିଜେପି ସମର୍ଥକଙ୍କୁ ପୋଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ସେକ୍ଟର-୮ ସ୍ଥିତ ଜୁବୁଲି ପାର୍କ ନିକଟରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଲାଗି ଏକତ୍ରିତ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ତେବେ ଇସ୍ପାତ ସିଟି ରାଉରକେଲାରେ ଆଜି ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ […]

Continue Reading

ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ: କ୍ୱାର୍ଟର ଫାଇନାଲ ଲାଇନ ଅପ୍ ଚୂଡାନ୍ତ

ମେଲବୋର୍ଣ୍ଣ:ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଷ୍ଟାର ଖେଳାଳି ରାଫେଲ ନାଡାଲ, ଡାନେଲ ମେଡୱେଡଭ, ଆନ୍ଦ୍ରେ ରୁବଲେଭ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ନାଡାଲ ୬-୩, ୬-୪ ଓ ୬-୨ ସେଟରେ ଇଟାଲୀର ଫାବିଓ ଫାଗନିନଙ୍କୁ, ମେଡୱେଭ ଆମେରିକାର ମାକେଞ୍ଜି ମ୍ୟାକଡୋନାଲ୍ଡଙ୍କୁ୬-୪, ୬-୨, ୬-୩ ସେଟରେ ପରାସ୍ତ କରିଛନ୍ତି । ମହିଳା ବିଭାଗରେ ପେଗୁଲା ୬-୪, ୩-୬, ୬-୩ ସେଟରେ ଶ୍ୱେତଲୋନାଙ୍କୁ, ଜେପିଫର […]

Continue Reading

ଚୋର ସନ୍ଦେହରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାରେ ପୋଲିସର ଦାଦାଗିରି ଅଭିଯୋଗ । ଚୋର ସନ୍ଦେହରେ ୪ ନାବାଳକଙ୍କୁ ୩ ଦିନ ଧରି ଥାର୍ଡ ଡିଗ୍ରୀ ଦେଇଛି ପୋଲିସ । ମାଡ ମାରିବା ସହ ନାବାଳକଙ୍କୁସକ୍ ଦେବା ପରି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଏକ ଚୋରି ଘଟଣା ଘଟିଥିଲା । ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡାର ୪ ଜଣ ନାବାଳକକୁ ଘରୁ ଉଠାଇ ଆଣି ନିର୍ଦ୍ଧୁମ ଛେଚିଥିଲା ପୋଲିସ । ସେମାନଙ୍କୁ ୨୪ଘଣ୍ଟା ମଧ୍ୟରେ […]

Continue Reading

ରାଜ୍ୟବ୍ୟାପୀ ଘଣ୍ଟ ବାଡ଼େଇ ଏନଏମଏ ବାଇ ଲ’କୁ ବିରୋଧ

ଭୁବନେଶ୍ବର : ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ ଲ’ ପ୍ରତ୍ୟାହାର କରିବାକୁ ଜାରି ରହିଛି ପ୍ରତିବାଦ । ଏନେଇ ଆଜି ରାଜ୍ୟର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟାମାଡ଼ କରି ପ୍ରତିବାଦ କରାଯାଇଛି । ଏନଏମଏ ବାଇ-ଲ’ ପ୍ରତ୍ୟାହାର ଦାବିରେ ନିଖିଳ ଓଡ଼ିଶା ସେବାୟତ କମିଟି ଡାକରାରେ ରାଜ୍ୟର ସବୁ ମନ୍ଦିର ଆଗରେ ହୋଇଛି ଘଣ୍ଟାମାଡ । ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବାକୁ ଆସିଥିବା ଚିଠା ବାଇ-ଲ’କୁ ବିରୋଧ କରାଯାଇଛି । ଲିଙ୍ଗରାଜ ମନ୍ଦିର […]

Continue Reading

ହାତୀ ମୃତ୍ୟୁ ମାମଲା; କର୍ଲାପାଟ ଅଭୟାରଣ୍ୟ ଗସ୍ତରେ ପିସିସିଏଫ୍

କଳାହାଣ୍ଡି: ଗତ ଦୁଇ ସପ୍ତାହ ମଧ୍ୟରେ ୬ଟି ହାତୀର ମୃତ୍ୟୁ ପରେ ସ୍ଥିତି ଅନୁଧ୍ୟାନ ପାଇଁ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲାର କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଗସ୍ତ କରିଛନ୍ତି ପିସିସିଏଫ୍ ଶଶି ପଲ୍।ପେଷ୍ଟେରେଲା ମଲ୍ଟୋସିଡା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇ ୬ଟି ହାତୀ ହେମୋରାଜିକ୍ ସେପ୍ଟିସେମିଆରେ ପୀଡିତ ହୋଇଥିଲେ। ତେବେ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବାର ଗୋଟିଏ ଦିନ ପରେ ପିସିସିଏଫ ଏହି ଗସ୍ତ କରିଛନ୍ତି।

Continue Reading

ସାରା ବିଶ୍ୱରେ ଲାଗିବ ସେରମର କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ : ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା କରେନା ଟିକା ଆଷ୍ଟ୍ରାଜେନିକାକୁ ସାରା ବିଶ୍ବରେ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଆଷ୍ଟ୍ରାଜେନିକା ଟିକାକୁ ବିଶ୍ବର ସବୁ ଦେଶରେ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । WHO ପକ୍ଷରୁ ଅକ୍ସଫୋର୍ଡର ୨ଟି ଟିକାକୁ ସାରାବିଶ୍ବରେ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦିଆଯାଇଛି । ସେଥିମଧ୍ୟରୁ ଗୋଟିଏ ଭାରତର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ତିଆରି କରୁଥିବା ବେଳେ, ଅନ୍ୟଟି ଦକ୍ଷିଣ କୋରିଆର ଏସକେ […]

Continue Reading