ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣା, ମହାରାଷ୍ଟ୍ର ପୋଲିସର ଏନକାଉଣ୍ଟ ସ୍ପେସାଲିଷ୍ଟ ଅଫିସର ଗିରଫ
ମୁମ୍ୱାଇ: ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ବାସଭବନ ପାଖରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନ । ମୁହାରାଷ୍ଟ୍ର ପୋଲିସର ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ର ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ବାନ୍ଧିଛି ଏନଆଇଏ । ସେ ଜଣେ ଏନକାଉଣ୍ଟର ସ୍ପେସାଲିଷ୍ଟ । ଦୀର୍ଘ ୧୨ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ଏନଆଇଏ ପକ୍ଷରୁ ସୂଚନା ଦିଆଯାଇଛି । ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ […]
Continue Reading
