ଡ୍ରୋନ ମାଧ୍ୟମରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା NSG ଟିମ୍

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇଲା NSG ଟିମ୍ । ଡ୍ରୋନ୍ ମାଧ୍ୟମରେ NSG ଟିମ୍ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବୁଲି ଭଲ ଭାବେ ଏନଏସଜି ଟିମ୍ ସୁରକ୍ଷା ବ୍ୟବସ୍ଥା ଦେଖିଛି ।  ଆଜି ଭୋର ସମୟରେ ଏନଏସଜିର ୩ଜଣିଆ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ କମାଣ୍ଡର କୌଶିକ ନାୟକ ଏନଏସଜି ଟିମ୍ ର ଏହି ଯାଞ୍ଚରେ ସହାୟତା କରିଛନ୍ତି […]

Continue Reading

ହେଲମେଟ୍ ନ ପିନ୍ଧି ଟ୍ରକ ଚଳାଉଥିବାରୁ ଡ୍ରାଇଭରଙ୍କୁ ହଜାରେ ଟଙ୍କା ଫାଇନ୍!

ଗଂଜାମ: ଟ୍ରକ ଚଳାଇବା ବେଳେ ହେଲମେଣ୍ଟ ପିନ୍ଧି ନ ଥିବାରୁ ହଜାରେ ଟଙ୍କା ଫାଇନ ପକାଇଛି ରାଜ୍ୟ ଟ୍ରାଫିକର ଏନଫୋର୍ସମେଣ୍ଟ ଶାଖା । ଏହା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି କଥାଟା ସତ । ଏପରି ଏକ ଘଟଣା ଘଟିଛି ଗଂଜାମରେ । ପ୍ରମୋଦ କୁମାର ସ୍ୱାଇଁ ନାମକ ଏହି ଟ୍ରକ ଡ୍ରାଇଭରଙ୍କ ନାଁରେ ଏହି ଚାଲାଣ ଆସିଛି । ଗାଡି ଚଳାଇବା ବେଳେ ସେ ହେଲମେଣ୍ଟ ପିନ୍ଧି ନ ଥିବା ଉଲ୍ଲେଖ କରାଯାଇଛି । […]

Continue Reading

ଓଡ଼ିଶାରେ NSG ଟିମ୍: ଆଜି ଲିଙ୍କରାଜ ମନ୍ଦିରରେ ମକଡ୍ରିଲ୍, ୧୮ରେ ଶ୍ରୀମନ୍ଦିରରେ ସୁରକ୍ଷା ଯାଞ୍ଚ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛି ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡର (NSG) ପାଞ୍ଚ ଜଣିଆ ଟିମ୍ । ଏଥିରେ ଦୁଇ ଜଣ ଅଧିକାରୀ ଅଛନ୍ତି । ଏହି ଟିମ୍ ଆଜି ଲିଙ୍ଗରାଜ ମନ୍ଦିରରେ ମକ୍ ଡ୍ରିଲ୍ କରିବା କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ଏନଏସଜି ଟିମ୍ । କାଲି କୋଣାର୍କରେ ହେବ ସୁରକ୍ଷା ଯାଞ୍ଚ । ସେହିପରି ଆସନ୍ତା ୧୮ ତାରିଖରେ ପୁରୀ ଯିବ । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ ଏନଏସଜିର […]

Continue Reading

ଓଡ଼ିଶାର ୧୭ ସେଣ୍ଟରରେ ଜେଇଇ-୨ ମେନ୍ ପରୀକ୍ଷା

ଭୁବନେଶ୍ୱର: କରୋନା ନିର୍ଦ୍ଦେଶାବଳୀ କଡାକଡି ପାଳନ ସହ ଜେଇଇ-୨ ମେନ୍ ପରୀକ୍ଷା ମଙ୍ଗଳବାର ଦିନ ଓଡିଶାର ୧୭ ଟି ସ୍ଥାନରେ ଆରମ୍ଭ ହୋଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ କମ୍ପ୍ୟୁଟର ବେସଡ୍ ପରୀକ୍ଷା ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀ ଦେଉଛନ୍ତି। ମାର୍ଚ୍ଚ ୧୮ରେ ପରୀକ୍ଷା ଶେଷ ହେବାକୁ ଥିବା ବେଳେ ଦୁଇଟି ସିଟିଂରେ ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟା ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବ। ଦେଶର ୩୩୧ଟି କେନ୍ଦ୍ର ମଧ୍ୟରେ ଓଡିଶାର ବାଲେଶ୍ବର, […]

Continue Reading

ବିଧାନସଭା ଅଚଳ: ଆଜି ବି ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଶାସକ-ବିରୋଧୀ ହଟ୍ଟଗୋଳ ଯୋଗୁ ଧୋଇ ଯାଇଛି ବିଧାନସଭା ତିନିଟି କାର୍ଯ୍ୟ ଦିବସ । ଅଚଳାବସ୍ଥା ହଟୁନି । ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ତମ୍ବିତଫାନ ଯୋଗୁ ଚାଲି ପାରୁନି ଗୃହ । ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ କ୍ଷମା ପ୍ରାର୍ଥନା ଦାବି ଦୋହରାଇଛି ବିଜେଡି । ନାରାବାଜି କରିଥିଲେ ବିଜେଡି ବିଧାୟକ । ସେହିପରି ଧାନ ମଣ୍ଡି ଅବ୍ୟବସ୍ଥା […]

Continue Reading

ଟିକା ନେବା ପରେ କରୋନା ସଂକ୍ରମିତ ହେଲେ ଗୁଜରାଟର ଜଣେ ମନ୍ତ୍ରୀ

ଅହମ୍ମଦାବାଦ: ଟିକା ନେବା ପରେ ଗୁଜରାଟରେ କରୋନା ସଂକ୍ରମିତ ହେଲେ ଜଣେ ମନ୍ତ୍ରୀ । ତାଙ୍କ ନାଁ ଈଶ୍ୱର ସିଂହ ପଟେଲ୍ । ଆଜି ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମନ୍ତ୍ରୀ ଈଶ୍ୱରସିଂହ ପଟେଲ୍ । ଗତ କିଛି ଦିନ ଭିତରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରିବାକୁ ଅପିଲ କରିଛନ୍ତି । ଗତ ୧୩ ତାରିଖରେ ସେ କୋଭିଡ୍ ଭ୍ୟାକସିନ୍ ନେଇଥିଲେ । ଏବେ […]

Continue Reading

ଭାରତରେ ୨୪ ଘଣ୍ଟାରେ ୨୪ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୨୦ ହଜାର ସୁସ୍ଥ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳ ବାର ଦିନ ଏହି ସଂଖ୍ୟା ୧,୧୪,୦୯,୮୩୧କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୪,୪୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପାଖାପାଖି ୧୩୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସୁସ୍ଥ […]

Continue Reading

କରୋନାର ନୂଆ ଷ୍ଟ୍ରେନ୍ ଅଧିକ ମାରାତ୍ମକ, ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଯଦିଓ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ସତର୍କତା ନିହାତି ଆବଶ୍ୟକ । ଏବେ ୬ଟି ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କୁ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । କରୋନାର ନୂଆ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ ଓ ଭୟଙ୍କର । ଯାହାକୁ ନିୟନ୍ତ୍ରଣ କରିବା ସହଜସାଧ୍ୟ ନୁହେଁ । ଶୁଖିଲା ବସ୍ତୁରେ ୮ଦିନ ସକ୍ରିୟ ରହୁଛି ନୂଆ ଷ୍ଟ୍ରେନ୍   ପୂର୍ବ ଷ୍ଟ୍ରେନ୍ […]

Continue Reading

ଏସସିବିରେ ସିଲିଂ ଫ୍ୟାନ ଖସି ଆହତ ହୋଇଥିବା ମହିଳାଙ୍କ ମୃତ୍ୟୁ

କଟକ: ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସିଲିଂ ଫ୍ୟାନ୍ ଖସିବା ପରେ ଗୁରୁତର ଆହତ ହୋଇଥିବା ବୃଦ୍ଧ ମହିଳାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଯାଜପୁରର କୃଷ୍ଣ ନଗରର ପାର୍ବତୀ ଦାସ। ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୮ ତାରିଖ ସକାଳ ପ୍ରାୟ ୮ଟା ସମୟରେ ହସ୍ପିଟାଲର ସର୍ଜରୀ ୱାର୍ଡରେ ସମ୍ପୃକ୍ତ ମହିଳା ଜଣକ ଚିକିତ୍ସିତ ହେଉଥିଲା ବେଳେ ଏହି ଅଘଟଣ ଘଟିଥିଲା। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁର […]

Continue Reading

ଆଜି ଭାରତ-ଇଂଲଣ୍ଡ ତୃତୀୟ T20: ଚୂଡ଼ାନ୍ତ ଏକାଦଶକୁ ଫେରିପାରନ୍ତି ରୋହିତ

ଅହମ୍ମଦାବାଦ: ଆଜି ଖେଳାଯିବ ଭାରକ-ଇଂଲଣ୍ଡ ତୃତୀୟ ଟି-ଟ୍ୱେଣ୍ଟି । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ୧-୧ରେ ବର୍ତ୍ତମାନ ଦୁଇ ଦଳ ବରାବର ସ୍ଥିତିରେ ରହିଛନ୍ତି । ଆଜିର ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶକୁ ଫେରି ପାରନ୍ତି ଓପନର ରୋହିତ ଶର୍ମା । ଗତ ଦୁଇଟି ମ୍ୟାଚରେ ଫେଲ୍ ମାରିଥିବା ଲୋକେଶ ରାହୁଲଙ୍କୁ ବିଶ୍ରାମ ମିଳିପାରେ । ରୋହିତ ଓ ଇଶାନ କିଷାନ ଇନିଂସ ଓପନ କରିପାରନ୍ତି । ପଦାର୍ପଣ ମ୍ୟାଚରେ ଧୂଆଁଧାର […]

Continue Reading