ଟିକା ନେବା ପରେ କରୋନା ସଂକ୍ରମିତ ହେଲେ ଗୁଜରାଟର ଜଣେ ମନ୍ତ୍ରୀ

Top Storise ଦେଶ- ବିଦେଶ

ଅହମ୍ମଦାବାଦ: ଟିକା ନେବା ପରେ ଗୁଜରାଟରେ କରୋନା ସଂକ୍ରମିତ ହେଲେ ଜଣେ ମନ୍ତ୍ରୀ । ତାଙ୍କ ନାଁ ଈଶ୍ୱର ସିଂହ ପଟେଲ୍ । ଆଜି ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମନ୍ତ୍ରୀ ଈଶ୍ୱରସିଂହ ପଟେଲ୍ । ଗତ କିଛି ଦିନ ଭିତରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରିବାକୁ ଅପିଲ କରିଛନ୍ତି । ଗତ ୧୩ ତାରିଖରେ ସେ କୋଭିଡ୍ ଭ୍ୟାକସିନ୍ ନେଇଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ।

Leave a Reply

Your email address will not be published. Required fields are marked *