ପେଟ୍ରୋଲ ଓ ଡିଜେଲରୁ କେତେ ଲାଭ କରୁଛନ୍ତି ସରକାର? ରଖିଲେ ସ୍ପଷ୍ଟୀକରଣ..

ନୂଆଦିଲ୍ଲୀ: କ୍ରମାଗତ ଭାବରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସର୍ବାଧିକ ରହିଥିବା ବେଳେ ସରକାର ପେଟ୍ରୋଲ ଏବଂ ଡିଜେଲରୁ ଭଲ ରୋଜଗାର କରୁଥିବା ସ୍ୱୀକାର କରିଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସରକାର ସ୍ପଷ୍ଟ କରିଛନ୍ତି ଯେ ୨୦୨୦ ମସିହା ମେ ୬ ପରଠାରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି, ସେସ୍ ଏବଂ ସରଚାର୍ଜ ଆଦିରୁ ଯଥାକ୍ରମେ ଲିଟର ପିଛା ୩୩ ଏବଂ ୩୨ ଟଙ୍କା ରୋଜଗାର କରୁଛନ୍ତି। ଯଦିଓ ମାର୍ଚ୍ଚ ୨୦୨୦ […]

Continue Reading

ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଧର୍ମପଦ ପୁରସ୍କାର ପ୍ରାପ୍ତ ଓଡ଼ିଶାର ୧୩ ଜଣ ଦିବଂଗତ ଚିତ୍ରଶିଳ୍ପୀଙ୍କ ତୈଳଚିତ୍ର ପ୍ରଦର୍ଶିତ କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ପୌରହିତ୍ୟରେ ଏହି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଓ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏକାଡେମୀର ଏପରି […]

Continue Reading

ସୁଖମୟ ଦାମ୍ପତ୍ୟ ଜୀବନ ସହ ଜଡିତ ଏହି ଜଣାଅଜଣା କଥା

ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ୫ଟି ଗୁଜୁରାତି ରଖି ଗରିବକୁ ଦାନ ଦିଅନ୍ତୁ। ଆଶା ଅନୁଯାୟୀ ଟଙ୍କା ସଞ୍ଚୟ ଅଥବା ରୋଜଗାର ନ ହୋଇପାରିଲେ ଏକ ହଳଦିଆ କପଡ଼ାରେ ଗୋଟିଏ ଗୁଜୁରାତି ରଖି ତକିଆ ତଳେ ରଖିଲେ, ଏହି ସମସ୍ୟା ଦୂର ହୋଇଯିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଚାହୁଁଥିଲେ, ଗୋଟିଏ ଗୁଜୁରାତିକୁ କ୍ଷୀରରେ ଫୁଟାଇ ନିୟମିତ ସାତଟି ସୋମବାର କୌଣସି ଗରିବ ଲୋକଙ୍କୁ ଦିଅନ୍ତୁ। ନିୟମିତ ଗୋଟିଏ ଗୁଜୁରାତି ଖାଇବା ଦ୍ୱାରା […]

Continue Reading

ଜାଣନ୍ତୁ ଦିଗ ସହ ଧନର ସମ୍ବନ୍ଧ

ଜାଣନ୍ତୁ ନିଜର ଧନ ଓ ସମ୍ପତ୍ତି ଜନିତ ଦ୍ରବ୍ୟ , ସୁନା, ରୂପାକୁ କେଉଁ ସ୍ଥାନରେ ରଖିବା ଉଚିତ ଧନ ରଖିବାର ସଠିକ ସ୍ଥାନ – ପୂର୍ବଦିଗ – ଏହି ଦିଗରେ ଘରର ସମ୍ପତ୍ତି ଏବଂ ଆଲମୀରା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ଧନସମ୍ପତ୍ତିର ବୃଦ୍ଧି ହୋଇଥାଏ। ପଶ୍ଚିମଦିଗ – ଏହି ଦିଗରେ ଧନସମ୍ପତ୍ତି ଏବଂ ଗହଣା ରଖିବା ଦ୍ୱାରା ଗୃହର ମୁଖ୍ୟସଦସ୍ୟ ଖୁବ କଷ୍ଟରେ ଧନ ରୋଜଗାର କରନ୍ତି। ଉତ୍ତର ଦିଗ […]

Continue Reading

ବଢୁଛି ସଂକ୍ରମଣ; ଦିନକରେ ଦେଶରୁ ୨୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ନୂଆ ୨୬ ହଜାର ୨୯୧ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୧,୧୩,୮୫,୩୩୯କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।  କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୬,୨୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପାଖାପାଖି ୧୧୮ […]

Continue Reading

ଧାନ ବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

କେନ୍ଦୁଝର: ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ଅସନ୍ତୋଷ । ବିଧାନସଭା ଭିତରେ ତାତି । ବାହାରେ ବି ଚାଷୀ ହୀନସ୍ତା ହେଉଛନ୍ତି । ମଣ୍ଡିରେ ଧାନ କିଣା ଯାଉ ନଥିବା ଅଭିଯୋଗରେ ତାତିଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଚାଷୀ । ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି । ତେଲକୋଇ ଅନ୍ତର୍ଗତ ଜଗମୋହନପୁରରେ ଚାଷୀ ଧାନ ବସ୍ତା କରି ରାସ୍ତାରୋକ କରିଛନ୍ତି । ରାସ୍ତାରେ ବସି ରହିଛନ୍ତି ଚାଷୀ । ଫଳରେ ଏହି ରାସ୍ତାରେ ବାଧାପ୍ରାପ୍ତ […]

Continue Reading

ଧରାପଡିଲେ ଜଙ୍ଗଲରେ ନିଆଁ ଲଗାଉଥିବା ୨ ବ୍ୟକ୍ତି

ବୌଦ୍ଧ: ଗତକିଛି ଦିନ ହେବ ରାଜ୍ୟରେ ଜଳୁଥିବା ଅନେକ ଜଙ୍ଗଲ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ବନ ବିଭାଗର କର୍ମଚାରୀ ଆଜି ଏକ ଜଙ୍ଗଲରେ ନିଆଁ ଲଗାଉଥିବା ଜଣେ ବାପ ଓ ପୁଅଙ୍କୁ ଧରିଛନ୍ତି। ସୂଚନା ଅନୁଯାୟୀ ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ବେଳେ ଧରାପଡ଼ିଛନ୍ତି ଏହି ଦୁଇ ବ୍ୟକ୍ତି। ତେବେ ଉଭୟଙ୍କ ଠାରୁ ୨ଟି ଟାଙ୍ଗିଆ ଓ ଦିଆସିଲି ଜବତ କରାଯାଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା […]

Continue Reading

ଟିପର-ବସ୍ ଧକ୍କାରେ ଜଣେ ମୃତ ଓ ୮ ଆହତ, ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିଲା ବସ୍

ଭୁବନେଶ୍ୱର: ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ବସ୍ ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟିପର ସହ ବସର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ବସ୍ ହେଲପର୍ । ତାଙ୍କର ପରିଚୟ ଜଣା ପଡିନି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ସୋମପେଟା ମଣ୍ଡଳ ଅନ୍ତର୍ଗତ କୋରଲାମ ହାଇଓ୍ୱେର ଏହି […]

Continue Reading

କଳାଭୂମି ଓ ପାନ୍ଥନିବାସ ବୁଲିଲେ କୁନିକୁନି ପିଲା

ଭୁବନେ‌ଶ୍ୱର: ଲକ୍‌ଡାଉନ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ପିଲାଏ ବିରକ୍ତ ହୋଇଗଲେଣି । ସେପଟେ ବାପା ମାଆ ବି ସବୁ ବେଳେ କାମରେ ବ୍ୟସ୍ତ । ତେଣୁ ସେମାନଙ୍କୁ ଘରୁ ବେଶୀ ବାହାରିବାର ସୁଯୋଗ ବି ନାହିଁ । ସେମାନଙ୍କୁ ଟିକେ ବୁଲାବୁଲିର ମଜ୍ଜା ଦେବା ପାଇଁ ରବିବାର ଉଦ୍ୟମ କରିଥିବା ‘ଶ୍ରୀ’ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) । ଗତ କାଲି ରବିବାରରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ପାଣିଟାଙ୍କି ବସ୍ତିର କୁନିକୁନି ପିଲାମାନଙ୍କୁ ଏକ ବସ୍ […]

Continue Reading

ଉନ୍ମୋଚିତ ହେବ ଦିବଂଗତ ଚିତ୍ରଶିଳ୍ପୀଙ୍କ ତୈଳଚିତ୍ର

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳନ କାରାଯିବ ବୋଲି ଏକାଦେମୀ ତରଫରୁ ସୂଚନା ଦିଆଯାଇଛି। ଏହି ଅବସରରେ ଆଜି ଅପରାହ୍ନରେ ଓଡ଼ିଶାର ପୂର୍ବତନ ବିଶିଷ୍ଟ ଦିବଂଗତ ଚିତ୍ରଶିଳ୍ପୀ ମାନଙ୍କ ତୈଳଚିତ୍ର ଏକାଡେମୀର ଏକ କକ୍ଷରେ ଉନ୍ମୋଚିତ ହେବ ବୋଲି ଏକାଡେମୀର ସଚିବ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

Continue Reading