ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର: ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ଏମ୍ସ ଠାରେ କରୋନା ଟିକା କୋଭାକ୍ସିନ୍ ଗ୍ରହଣ କରିଛନ୍ତି। ଏହା ସହିତ ସମସ୍ତେ ନିଶ୍ଚିତ ଭାବେ ଟିକା ଗ୍ରହଣ କରି ସୁରକ୍ଷିତ ରହିବା ପାଇଁ ସେ କହିଛନ୍ତି। ଏହା ସହ ସଶକ୍ତ ଭାବେ କରୋନା ସହ ଲଢ଼ିବା ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
Continue Reading
