୨୦୨୨ ଦୀପାବଳୀରେ ରିଲିଜ ହେବ ସଲମାନଙ୍କ ଭାଇଜାନ

ମୁମ୍ବାଇ: ସଲମାନ ଖାଁ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆଗାମୀ ୨୦୨୨ ଦୀପାବଳୀରେ ତାଙ୍କର ବହୁ ପ୍ରତୀକ୍ଷିତ ଭାଇଜାନ ଫିଲ୍ମ ରିଲିଜ ହେବ । ପ୍ରଥମେ ଏହି ଫିଲ୍ମର ନାମ କଭି ଇଦ କଭି ଦିୱାଲୀ ରଖା ଯାଇଥିଲା । ତେବେ ସଲମାନଙ୍କ ନିକଟରେ କେତେ ଗୁଡିଏ ଫିଲ୍ମ ବକ୍ସ ଅଫିସରେ ଅର୍ଥ ରୋଜଗାର କରିଥିଲେ ମଧ୍ୟ ପ୍ରଶଂସକଙ୍କ ମନ କିଣି ପାରି ନ ଥିଲା । ସେଥିପାଇଁ ସଲମାନ ତାଙ୍କ ଚିରାଚରିତ ଫ୍ୟାମିଲି ଡ୍ରାମାକୁ […]

Continue Reading

ସେପ୍ଟେମ୍ବର ସୁଦ୍ଧା ଭାରତରେ ଲଞ୍ଚ୍‌ ହୋଇପାରେ ‘କୋଭୋଭାକ୍ସ’ ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର କରୋନା ବିରୋଧରେ ଆଉ ଏକ ଟିକା ଆଣିବ ସେରମ୍‌। କରୋନା ବିରୋଧରେ ‘କୋଭୋଭାକ୍ସ’ ଟିକା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଘୋଷଣା ହେବାର ଦୁଇ ଦିନ ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ସେପ୍ଟେମ୍ବର ସୁଦ୍ଧା ଭାରତରେ ଏହାକୁ ଲଞ୍ଚ୍‌ କରାଯିବା ନେଇ ସେରମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସେରମ୍‌ ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଯଦି କେନ୍ଦ୍ରରୁ ନିର୍ଦ୍ଦେଶ ମିଳେ ତେବେ ଏହି […]

Continue Reading

ପରଲୋକରେ ବଲିଉଡ୍‌ ଅଭିନେତା ଚନ୍ଦ୍ରଶେଖର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚନ୍ଦ୍ରଶେଖରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। “ଚା ଚା ଚା”, “ସୁରଙ୍ଗ” ଭଳି ଚଳଚ୍ଚିତ୍ରରେ ଅଭିନୟ ପ୍ରଦର୍ଶନ କରି ଅନେକ ପ୍ରଶଂସା ସାଉଁଟିଥିଲେ ଚନ୍ଦ୍ରଶେଖର। ଲୋକପ୍ରିୟ ଟିଭି ଧାରାବାହିକ “ରାମାୟଣ” ରେ ଆର୍ଯ୍ୟ ସୁମନ୍ତଙ୍କ ଭୂମିକାରେ ସେ ଅଭିନୟ କରିଥିଲେ।

Continue Reading

ଆଗକୁ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇପାରେ ଦେଶ; କିମ୍‌ଙ୍କ ଚେତାବନୀ

ସିଓଲ: ଉତ୍ତରକୋରିଆରେ ଆଗକୁ ଦେଖାଦେଇପାରେ ଘୋର ଖାଦ୍ୟ ସଙ୍କଟ। ଏ ନେଇ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଚେତାବନୀ ଦେଇଛନ୍ତି। ଭୁଶୁଡି ଯାଇଥିବା ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସୂଚନା ଅନୁଯାୟୀ କିମ୍‌ ବର୍ତ୍ତମାନର ‘ଅନ୍ତର୍ଜାତୀୟ ପରିସ୍ଥିତି’କୁ କିପରି ମୁକାବିଲା କରିହେବ ସେ ସମ୍ପର୍କରେ ଆଲୋଚନା କରିବାକୁ ଆହ୍ବାନ ଦେଇଛନ୍ତି। ଏହି ସମୟ ମଧ୍ୟରେ କରୋନା ଯୋଗୁ ଚୀନ୍ ସହିତ ବାଣିଜ୍ୟ କାରବାର ବନ୍ଦ କରିଦେଇଥିବା ବେଳେ ଉତ୍ତର […]

Continue Reading

ଇନ୍ଦୋରରେ ଗ୍ରୀନ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ୩୪ ବର୍ଷୀୟ ବ୍ୟକ୍ତି ଗ୍ରୀନ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ ବରିଷ୍ଠ ଡାକ୍ତର ମଙ୍ଗଳବାର କହିଛନ୍ତି। ହସ୍ପିଟାଲ୍‌ କର୍ତ୍ତୁପକ୍ଷଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି କରୋନାରୁ ଆରୋଗ୍ୟ ଲାଭ କରିବା ପରେ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ତାଙ୍କର ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କଠାରେ ଗ୍ରୀନ୍‌ ଫଙ୍ଗସ୍‌ ଚିହ୍ନଟ ହୋଇଥିଲା।

Continue Reading

ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ତାଜମହଲ

ନୂଆଦିଲ୍ଲୀ: ଆଜି ଖୋଲୁଛି ଐତିହାସିକ ଐତିହ୍ୟ ସ୍ଥଳୀ ତାଜମହଲ। ତାଜମହଲରେ ପର୍ଯ୍ୟଟକଙ୍କ ପ୍ରବେଶ ପୁଣି ମିଳିଲା ଅନୁମତି। ଏ ନେଇ ଆଗ୍ରା ଏଏସ୍‌ଆଇ ମଙ୍ଗଳବାର ସୂଚନା ଦେଇଥିଲେ। ପର୍ଯ୍ୟଟକଙ୍କ ଲାଗି ସ୍ବତନ୍ତ୍ର କୋଭିଡ୍‌ ପ୍ରୋଟୋକଲ୍‌ ରହିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିପାରିବେ ବୋଲି କହିଛନ୍ତି ଏଏସ୍‌ଆଇ। ସେ କହିଛନ୍ତି, “କେବଳ ଅନଲାଇନ୍ ଟିକେଟ୍ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ। ବିନା ମାସ୍କରେ କାହାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।”

Continue Reading

ମିଆଁମାରରେ ୩ଟି ନୂତନ ପ୍ରକାରର କରୋନା ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ: ମିଆଁମାରରେ ୩ଟି ନୂତନ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଆଲଫା, ଡେଲଟା ଏବଂ କାପା ଷ୍ଟ୍ରେନ୍‌ର ୧୧ ଟି ମାମଲା ରିପୋର୍ଟ ହୋଇଛି। ୧୧ ଟି ମଧ୍ୟରୁ ଗୋଟିଏ ୟାଙ୍ଗନ୍ ଏବଂ କାଲେରେ, ଚାରିଟି ମାନ୍ଦାଲେ, ତିନୋଟି ଦକ୍ଷିଣ ମାଇକେ ଏବଂ ଦୁଇଟି ଉତ୍ତର-ପଶ୍ଚିମ ତମୁରେ ରେକର୍ଡ କରାଯାଇଥିଲା। ଦୁଇ ଜଣ ଆଲଫା ଭାରିଆଣ୍ଟରେ, ପାଞ୍ଚ ଜଣ ଡେଲଟା ଭାରିଆଣ୍ଟରେ ଏବଂ ଚାରି ଜଣ କାପାରେ […]

Continue Reading

ଭୁବନେଶ୍ୱରରେ ରାସ୍ତା ମଝିରେ ଜଳିଗଲା ସ୍କୁଟି

ଭୁବନେଶ୍ୱର: ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ସ୍କୁଟି । ଚାହୁଁ ଚାହୁଁ କିଛି ସମୟ ଭିତରେ ସ୍କୁଟି ଜଳି ପୋଡ଼ି ଛାରଖାର ହୋଇଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମନାରେ । ସ୍କୁଟି ଆରୋହୀ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ଆସଥିଲେ । ଏତିକିବେଳେ ହଠାତ ସ୍କୁଟିରେ ଲାଗିଥିଲା ନିଆଁ । ସେ ସଙ୍ଗେ ସଙ୍ଗେ ଓହ୍ଲାଇ ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ […]

Continue Reading

କେମିତି ହେବ +୨ ମୂଲ୍ୟାୟନ ? ଆଜି ବିଶେଷଜ୍ଞ କମିଟିର ଶେଷ ବୈଠକ

ଭୁବନେଶ୍ୱର: ରାଜ୍ୟରେ କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ ? ବିକଳପ୍ ମୂଲ୍ୟାନ ନେଇ ଏଯାଏ କୌଣସି ନିଷ୍କର୍ଷ ବାହାରି ପାରିନି । ଏଥିପାଇଁ ରାଜ୍ୟ ସରକାର ଏକ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଏହି କମିଟି ୧୦ ଦିନ ଭିତରେ ରିପୋର୍ଟ ଦେବ ବୋଲି ସମୟସୀମା ଥିଲା । ତେବେ କଣ୍ଟ ପୂରିଥିଲେ ବି ଏଯାଏ କମିଟି କୌଣସି ପ୍ରସ୍ତାବ ଦେଇ ନାହିଁ । ଆଜି ବସୁଛି ବିଶେଷଜ୍ଞ କମିଟିର ଶେଷ ବୈଠକ […]

Continue Reading

ଅନ୍‌ଲକ୍‌ ନୁହେଁ, ଆହୁରି କୋହଳ ହେଲା ଲକ୍‌ଡାଉନ୍‌ କଟକଣା!

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ କୋହଳ କରିଛନ୍ତି । ରାଜ୍ୟର ୧୭ଟି ଜିଲ୍ଲାରେ ଦୋକାନ, ବଜାର ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ଅବଶିଷ୍ଟ ୧୩ଟି ଜିଲ୍ଲାରେ ଦୋକାନ, ବଜାର ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଏକ ବିଶେଷ ସୂତ୍ରରୁ ଏହି ରିପୋର୍ଟ ହସ୍ତଗତ ହୋଇଥିବା ଜଣାପଡ଼ିଛି । ଆଂଶିକ ଲକଡାଉନ ଆସନ୍ତା ଜୁଲାଇ ମାସ ୧ ତାରିଖ ସକାଳ ୫ଟା […]

Continue Reading