କେନାଲରୁ ମିଳିଲା କଙ୍କାଳ, ମିଳୁନି ପରିଚୟ

ପିପିଲି: କେନାଲରୁ କଙ୍କାଳ ସହ ଖପୁରୀ ଉଦ୍ଧାର । ପିପିଲି କଢିମୂଳ କେନାଲ ସଫେଇବେଳେ ମଣିଷ କଙ୍କାଳ ସହ ଏକ ଖପୁରୀ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଓ କଙ୍କାଳକୁ ଉଦ୍ଧାର କରିଛି । ଏଗୁଡ଼ିକ ପୁରୁଷର କି ମହିଳାର ଜଣାପଡ଼ି ନାହିଁ । କେତେଦିନରୁ ଏହା କେନାଲ ଭିତରେ ପଡ଼ିଛି ତାହାମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । ସୂଚନା ଅନୁସାରେ, କଢିମୂଳ କେନାଲରେ କିଛି ଖପୁରୀ ଓ କଙ୍କାଳ ଭାସୁଥିବାର ସ୍ଥାନୀୟ […]

Continue Reading

ଫିଲ୍ମ ‘୮୩’ ପାଇଁ ପ୍ରଥମ ପସନ୍ଦ ଥିଲେ ଅର୍ଜୁନ!

ନୂଆଦିଲ୍ଲୀ: ଆଗାମୀ କ୍ରୀଡ଼ା ଚଳଚ୍ଚିତ୍ର ‘୮୩’ର ନିର୍ଦ୍ଦେଶକ କବୀର ଖାନ କହିଛନ୍ତି ଯେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ମୁଖ୍ୟ ଭୂମିକା ପାଇଁ ଅଭିନେତା ରଣବୀର ସିଂ ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ। କପିଲ ଦେବଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ କ୍ରିକେଟ୍ ଦଳ ୧୯୮୩ ମସିହାରେ ଦେଶର ପ୍ରଥମ ବିଶ୍ୱକପ ଜିତି ଇତିହାସ ରଚିଥିଲା ଏହାକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଏଥିରେ ୧୯୮୩ ବିଶ୍ବକପ୍‌ର ପ୍ରତିଟି ମୁହୂର୍ତ୍ତକୁ ଦର୍ଶକ ଆଉ ଥରେ ଅନୁଭବ କରିପାରିବେ। […]

Continue Reading

ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତ ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଏହି ମିଶାଇଲର ପରୀକ୍ଷଣ ଓଡ଼ିଶାର ବାଲେଶ୍ୱର ଠାରେ କରାଯାଇଥିଲା । ଅଗ୍ନି ପ୍ରାଇମ୍ ମିଶାଇଲ୍ ଅଗ୍ନି ସିରିଜର ଏକ ଆଧୁନିକ ମିସାଇଲ୍ ଅଟେ । ଜାତୀୟଗଣମାଧ୍ୟମ ସୂଚନା ଅନୁସାରେ ଏହା ୧୦୦୦ରୁ ୨୦୦୦ କିଲୋମିଟର ମଧ୍ୟରେ ଆକ୍ରମଣ କରିପାରିବ । ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ର ଅଗ୍ନି ସିରିଜର ଷଷ୍ଠ କ୍ଷେପଣାସ୍ତ୍ର ଅଟେ । ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ଦ୍ୱାରା ବିକଶିତ […]

Continue Reading

ଭଦ୍ରକ ନଳାଙ୍ଗ ଠାରେ ଉଦଘାଟନ ହେଲା ନୂତନ ଜିଲ୍ଲା କୋର୍ଟ

ଭଦ୍ରକ : ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ବହୁ ବାଦ ବିବାଦ ପରେ ଶେଷରେ ଆଜି ଭଦ୍ରକ ଜିଲ୍ଲା ନ୍ୟାୟଳୟର ନୂତନ କୋର୍ଟ ନଳାଙ୍ଗ ଠାରେ ଉଦଘାଟିତ ହୋଇଯାଇଛି ।ମାନ୍ୟବର ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତି ଏସ ମୁରଲିଧରନ ଭର୍ଚ୍ୟୁଆଲ ମାଧ୍ୟମରେ କୋର୍ଟକୁ ଉଦଘାଟନ କରିଛନ୍ତି । ୨୦୧୬ ଭଦ୍ରକ ନଳାଙ୍ଗ ଅଞ୍ଚଳରେ ଏହି ନୂତନ ଜିଲ୍ଲା କୋର୍ଟ ବିଲ୍ଡିଂ କାମ ଆରମ୍ଭ ହୋଇଥିଲା । ହେଲେ ଏହି କାମକୁ ଭଦ୍ରକ ଓକିଲ ସଂଙ୍ଘ ୨ ବର୍ଷ […]

Continue Reading

କୋହଲିଙ୍କ ସପକ୍ଷରେ କୀର୍ତି ଆଜାଦଙ୍କ ବଡ ବୟାନ

ମୁମ୍ବାଇ: ୧୯୮୩ ବିଶ୍ୱକପ ବିଜେତା ଭାରତୀୟ କ୍ରିକେଟ ଦଳର ସଦସ୍ୟ କୀର୍ତି ଆଜାଦ ଆଜି ବିରାଟ କୋହଲିଙ୍କ ସପକ୍ଷରେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ବର୍ତମାନ ଚୟନ କମିଟିର ସମସ୍ତ ସଦସ୍ୟ ମିଳିତ ଭାବେ ଯେତିକି ମ୍ୟାଚ ଖେଳି ନ ଥିବେ ଏକୁଟିଆ କୋହଲି ସେତିକି ମ୍ୟାଚ ଖେଳିଛନ୍ତି । ତାଙ୍କର ଏହି ମନ୍ତବ୍ୟ ବିସିସିଆଇ ଚୟନ କମିଟି ସଦସ୍ୟଙ୍କୁ ଖରାପ ଲାଗିପାରେ ବୋଲି ଅନୁମାନ କରାଯାଉଛି । ମୁଁ ସେମାନଙ୍କୁ ଅପମାନ କରିବାକୁ […]

Continue Reading

୩୨୫ ଗ୍ରାମ ବ୍ରାଉନ ସୁଗାର ଜବତ ,ଜଣେ ଗିରଫ

ପିପିଲି : ପୋଲିସ ହାତରେ ଧରାପଡିଲା ବ୍ରାଉନ ସୁଗାର ବ୍ୟବସାୟୀ । ପିପିଲି କାକୁଡିଆ ଛକରୁ ୩୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଅବିନାସ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ । ଅଭିଯୁକ୍ତ ଅବିନାସକୁ ଗିରଫ କରିବା ସହ କୋର୍ଟ ଚାଲଣ କରିଛି ପୋଲିସ । ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ […]

Continue Reading

ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡିର ଛାତ୍ର ଓ ଯୁବନେତା

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ବିଜେଡିର ରଣନୀତି । ଘରେ ପହଁଞ୍ଚିବ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ।ଏହାକୁ ଲୋକଙ୍କ ପହଞ୍ଚାଇବ ବଜେଡି ଯୁବଛାତ୍ର ସଂଗଠନର କର୍ମକର୍ତ୍ତା । ଏନେଇ ରାଜଧାନୀ ଭୁବନେଶ୍ୱର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ୱ ସମ୍ମିଳନୀରେ ସାମିଲ ହୋଇ ଶପଥ ନେଇଛନ୍ତି ଛାତ୍ର ଓ ଯୁବ ନେତା। ଆଜି ବରମୁଣ୍ଡା ପଡ଼ିଆରେ ଚାଲିଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଜେଡିର ଆଗଧାଡିର କର୍ମକର୍ତ୍ତା । […]

Continue Reading

ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଲେ କଂଗ୍ରେସ ବିଧାୟକ ରମେଶ କୁମାର

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭାରେ ଦୁଷ୍କର୍ମଜନିତ ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଛନ୍ତି କଂଗ୍ରେସ ବିଧାୟକ କେଆର ରମେଶ କୁମାର । ବିଧାନସଭାରେ ମୁଁ କୌଣସି ଉଦ୍ଦେଶ୍ୟ ନ ଥାଇ ଏ ଭଳି ମନ୍ତବ୍ୟ ଦେଇଛି । ଆଗକୁ ଏଥିପ୍ରତି ଯତ୍ନବାନ ହେବି । ଦୁଷ୍କର୍ମ ବେଳେ ଖସିବାର ଯଦି କୌଣସି ଉପାୟ ରହି ନ ଥାଏ, ତାହାହେଲେ ଏହାର ମଜା ଉଠାଇବା ବୁଦ୍ଧିମାନର କାମ ବୋଲି ସେ ବିଧାନସଭାରେ କହିଥିଲେ । ମୋର ଏହି ମନ୍ତବ୍ୟ ଯଦି […]

Continue Reading

ବିଶ୍ୱ ଚାମ୍ପିୟନ୍ସ ଟ୍ରଫି ବ୍ୟାଡମିଂଟନ: ସେମିରେ ଶ୍ରୀକାନ୍ତ, ସିନ୍ଧୁ ବିଦା

ନୂଆଦିଲ୍ଲୀ: ବିଡବ୍ଲ୍ୟୁଏଫ ବିଶ୍ୱ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତର ଷ୍ଟାର ଖେଳାଳି କିଦାମ୍ବି ଶ୍ରୀକାନ୍ତ । କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ନେଦରଲାଣ୍ଡର ମାର୍କ କ୍ୟାଲଜାଉଙ୍କୁ ୨୧-୮ ଓ ୨୧-୭ରେ ପଂଏଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ ପାଇଁ ସେ ମାତ୍ର ୨୬ ମିନିଟ ସମୟ ନେଇଥିଲେ । ପୂର୍ବରୁ ଏହି ଇଭେଂଟର ପୁରୁଷ ସେମିଫାଇନାଲରେ ଭାରତ ପକ୍ଷରୁ କେବଳ ପ୍ରକାଶ ପାଦୁକୋନ ଓ ବିସାଇ ପ୍ରଣୀଥ ପ୍ରବେଶ କରିଥିଲେ । ମହିଳା ସିଙ୍ଗଲ୍ସରେ ଭାରତର […]

Continue Reading

ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ବାଇସିଙ୍ଗା ଗାଁରେ ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା । ଆଉ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ଗିରଫ ଅଭିଯୁକ୍ତ ହେଲେ କାମାକ୍ଷାନଗର ଥାନା ମହୁଲପାଳ ଗାଁର ଦେବବ୍ରତ ଲେଙ୍କା ।ଦେବବ୍ରତ ନକଲି ଆଧାର କାର୍ଡ଼ ତିଆରି କରି ଜମି ବିକ୍ରୟ କାର୍ଯ୍ୟରେ ସମ୍ପୃକ୍ତ ଥିଲେ । ତାଙ୍କ ଦୋକାନରେ ଥିବା ଗୋଟିଏ ଲାପଟପ, ପ୍ରିଣ୍ଟର ବହୁ ନକଲି ଆଧାର କାର୍ଡ଼ ଓ ଦସ୍ତାବିଜକୁ ଜବତ କରିଛି ପୋଲିସ […]

Continue Reading