ଅନ୍ତିମ ପ୍ରୟାସ: ୱାର ଜୋନ ଖାରକିଭ ରେଲୱେ ଷ୍ଟେସନରେ ପାଦ ରଖିବାକୁ ଜାଗା ନାହିଁ
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧର ଭୟଙ୍କର ପରିଣତି କେତେ ଯେ ଭୟଙ୍କର ହୋଇଥିବ ତାହା ଆପଣମାନେ ଏହି ଫଟୋଟିରୁ ଜାଣି ପାରୁଥିବେ । ୱାର ଜୋନରେ ପ୍ରାଣ ବିକଳରେ ଦୌଡ଼ୁଛନ୍ତି ଲୋକମାନେ । ୪.୪ କୋଟି ଜନସଂଖ୍ୟା ବିଶିଷ୍ଟ ୟୁକ୍ରେନ ଦେଶରୁ ମାତ୍ର ୧୨ ଦିନରେ ୧୫ ଲକ୍ଷ ଲୋକ ଦେଶ ଛାଡ଼ି ଚାଲିଯାଇଥିଲେ । ଏହି ଦୃଶ୍ୟଟି ହେଉଛି ୟୁକ୍ରେନର ଖାରକିଭ ରେଲୱେ ଷ୍ଟେସନର ଫଟୋ । ଲୋକଙ୍କର ଭିଡ଼ ଏତେମାତ୍ରାରେ ବୃଦ୍ଧି ପାଇଥିଲା ଯେ, ତଳେ […]
Continue Reading
