ଆସନ୍ତୁ ଜାଣିବା କେଉଁ ଗ୍ରାମର ସମସ୍ତ ଲୋକଙ୍କ ସାଜ୍ଞା ସମାନ
ଯୋଧପୁର: ରାଜସ୍ଥାନର କରୌଲୀ, ଯୋଧପୁର ଓ ଭୀଲୱାଡା ଗ୍ରାମରେ ସାମ୍ପ୍ରଦାୟିକ ହିଂସା ବେଳେ ଏଠାରେ ଏପରି ଏକ ଗ୍ରାମ ଅଛି ଯାହାକି ସମସ୍ତ ଜାତିର ଲୋକଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଛି । ଏହି ଗ୍ରାମର ଲୋକମାନେ ନିଜ ନାମ ଆଗରେ କୌଣସି ଜାତିର ସାଜ୍ଞା ଲଗାନ୍ତି ନାହିଁ । ସମସ୍ତଙ୍କ ନାମ ଶେଷରେ ଗ୍ରାମର ଟାଇଟଲ ରହିଥାଏ । ଏହି ଗ୍ରାମର ନାମ ହେଲା ଇନାଣିଆ । ୧୩୫୮ରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କୁ ନେଇ ଇନ୍ଦର ସିଂ […]
Continue Reading
