ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ: ୧୦ ପିଲା ଗୁରୁତର
ଦେଗବଡ଼: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ଦେବଗଡ଼ରୁ ଆସିଛି ଏକ ବଡ଼ ଖବର । ସ୍କୁଲରେ ବଜ୍ରପାତ ହେବାରୁ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ତିଲେଇବଣି ବ୍ଲକ ପୁଟୁରାପଣି ୟୁପି ସ୍କୁଲରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି । ସ୍କୁଲରେ ପାଠପଢ଼ା ଚାଲିଥିବା ବଜ୍ରପାତ ହୋଇଥିବା ଜଣାପଡିଛି । ବଜ୍ରପାତରେ ସ୍କୁଲ ଘର ଛାତ କଣା ହୋଇଯାଇଥିବା ସୂଚନା ମିଳିଛି । ତେବେ ବଙ୍ଗୋପସାଗ ଅଞ୍ଚଳରେ ସୃଷ୍ଟି […]
Continue Reading