ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ: ଗର୍ଜିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର: ବିଜେଡିର ଜିଲ୍ଲା ପରିସଦ ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବିରେ ଛାତ୍ର କଂଗ୍ରେସ ଭିକ୍ଷୋପ କରିଛନ୍ତି । ଏଥିସହିତ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ତାଙ୍କ ବାସଭବନକୁ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି । ଏଥିସହିତ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି । ଏହାପରେ ପୋଲିସ ଓ ଛାତ୍ର କଂଗ୍ରେସକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାପରେ ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି […]

Continue Reading

ଅନୀଲ ଚୌହ୍ୱାନ ନୂଆ CDS : କେନ୍ଦ୍ର ସରକାର ଦେଲେ ନିଯୁକ୍ତି

ନୂଆଦିଲ୍ଲୀ: ନିଯୁକ୍ତି ପାଇଲେ ନୂଆ ସିଡିଏସ। ଅବସରପ୍ରାପ୍ତ ସେନାଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ ଚୌହାନଙ୍କୁ ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ସେ ସିଡିଏସ୍ ସହିତ ସେନା ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟକରିବେ। ଅନୀଲ ୧୯୮୧ରେ ୧୧-ଗୋର୍ଖା ରାଇଫଲ୍ସରେ ଯୋଗ ଦେଇଥିଲେ ଏବଂ ୨୦୨୧ ମେ’ ରେ ଅବସର ଗ୍ରହଣ କରିଥିଲେ। ୪ ଦଶନ୍ଧିର ସେନା କ୍ୟାରିୟର ଭିତରେ, ଜମ୍ମୁ ଓ କଶ୍ମୀରରେ ଏବଂ ଉତ୍ତର-ପୂର୍ବ […]

Continue Reading

ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ମିଳିଲା NQAS ସାର୍ଟିଫିକେଟ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜାତୀୟସ୍ତରର ପ୍ରମାଣପତ୍ର ମିଳିଛି । ଚିକିତ୍ସାଳୟର ଗୁଣାବତ୍ତା ମାନ ରଖିବା କ୍ଷେତ୍ରରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ରାୟଗଡ଼ା ଜିଲ୍ଲା ସଦରମହକୁମାର ମୁଖ୍ୟ ଚିକିତ୍ସାଳୟକୁ ଜାତୀୟ ଗୁଣାବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର (NQAS) ପ୍ରଦାନ କରାଯାଇଛି । ଯାହାକି ସ୍ୱାସ୍ଥ୍ୟସେବା କ୍ଷେତ୍ରର ସର୍ବୋତ୍ତମ ପ୍ରମାଣପତ୍ର । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୮୯ ପ୍ରତିଶତ ଅଙ୍କ ସହିତ ଗୁଣାବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର ନିର୍ଦ୍ଧାରିତ […]

Continue Reading

ଜାମିନ ପାଇଲେ ଆପ ବିଧାୟକ ଅମାନତୁଲ୍ଲା ଖାନ

ନୂଆଦିଲ୍ଲୀ: ଜାମିନ ପାଇଲେ ଆପ ବିଧାୟକ। ୱାକଫ ବୋର୍ଡ଼  ସ୍କାମ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ୱାକଫ ବୋର୍ଡ ଅଧ୍ୟକ୍ଷ ଅମାନତୁଲ୍ଲା ଖାନଙ୍କୁ ଆଜି  ଦିଲ୍ଲୀ କୋର୍ଟ ଜାମିନ ଦେଇଛନ୍ତି।  ଗତ ସେପ୍ଟମ୍ବର ୧୬ରେ ଆଣ୍ଟି କରପ୍ସନ୍‌ ବ୍ୟୋରୁ(ଏସିବି) ପକ୍ଷରୁ ଖାନଙ୍କୁ  ଗିରଫ କରାଯାଇଥିଲା। ଚଢ଼ାଉ ବେଳେ ଏସିବି ଅନେକ ଆପତ୍ତିଜନକ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅମାନତୁଲ୍ଲାଙ୍କ ନାମରେ ୭/୧୩ ପିସି ଆକ୍ଟ ୧୯୮୮ (ସଂଶୋଧିତ ୨୦୧୮), ଧାରା ୪୦୯ ଏବଂ ୧୨୦ବି […]

Continue Reading

ହକି ବିଶ୍ୱକପ ମ୍ୟାଚ୍‌ସୂଚୀ: ସ୍ପେନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ: ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଆଜି ମ୍ୟାଚ୍‌ସୂଚୀ ପ୍ରକାଶ ପାଇଛି। ଆୟୋଜକ ଭାରତ ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧୩ରେ ସ୍ପେନ ବିପକ୍ଷ ମ୍ୟାଚ୍‌ରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ ହେବ। ହେଲେ ଏହା ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ନାହିଁ। ଭାରତ ଓ ସ୍ପେନ ମଧ୍ୟରେ ପ୍ରଥମ ଲିଗ୍‌ ମ୍ୟାଚ୍‌ ରାଉରକେଲାରେ ନୂଆ କରି ତିଆରି ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। […]

Continue Reading

ଭଗତ ସିଂହଙ୍କ ଜୟନ୍ତୀରୁ ଆପର ରକ୍ତ ଦାନ ଦିବସ

ଭୁବନେଶ୍ୱର : ଭଗତ ସିଂଙ୍କ ଜୟନ୍ତୀ ଉପଲକ୍ଷେ ତଥା ଆମ୍ ଆଦମୀ ପାର୍ଟୀର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କ ଆହ୍ଵାନ କ୍ରମେ ତା.୨୮.୦୯.୨୦୨୨ରିଖ ଦିନଟିକୁ “ରକ୍ତ ଦାନ ଦିବସ”ଭାବେ ସମଗ୍ର ଭାରତରେ ପାଳନ କରାଯିବ। ଓଡ଼ିଶାରେ ମଧ୍ୟ ରାଜ୍ୟ ଆପ ତରଫରୁ ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଅଛି । ଜିଲ୍ଲା ମୁଖ୍ୟାଳୟ ଓ ବ୍ଲକ ମୁଖ୍ୟାଳୟ ମାନଙ୍କରେ ମଧ୍ୟ ଭଗତ ସିଂହଙ୍କ ଜୟନ୍ତୀ ତଥା ରକ୍ତ ଦାନ ଦିବସ ପାଳନ କରାଯିବ […]

Continue Reading

ଉଦ୍ଧବ ଦଳକୁ ଝଟକା;ଉଦ୍ଧବଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କଲା ସୁପ୍ରିମକୋର୍ଟ

ମୁମ୍ବାଇ: ଉଦ୍ଧବ ଦଳ କୁ ଝଟକା। ସୁପ୍ରିମକୋର୍ଟଙ୍କ ଉଦ୍ଧବ ଙ୍କ ଦଳ ବିପକ୍ଷ ରେ ଏକ ପ୍ରତିକାର ଦେଇଛନ୍ତି। ଯାହା ଏକନାଥ ସିନ୍ଦେ ଦଳ ପାଇଁ ଏକ ଆରାମ ଭଳି ସୂଚନା ମିଳୁଛି । ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକୃତ ଶିବସେନା ଉଦ୍ଧବ ଦଳ କିମ୍ବା ସିନ୍ଦେ ଦଳର ବୋଲି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବାକୁ ପଡିବ। ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିବାକୁ ଉଦ୍ଧବ […]

Continue Reading

ଭାଙ୍ଗୁଛି ଗେହଲଟଙ୍କ ଗଡ, ଧିରେ ଧିରେ ବଢୁଛି ପାଇଲଟଙ୍କ ବଳ

ନୂଆଦିଲ୍ଲୀ  : ରାଜସ୍ଥାନ ରାଜନୀତିରେ ପାଇଲଟ ଓ ଗେହଲଟଙ୍କ ଯୁଦ୍ଧ ଏବେ ରୋଚକ ମୋଡରେ ପହଂଚିଛି । ସେପଟେ ଗେହଲଟ ଉଭୟ ମୁଖ୍ୟମନ୍ତ୍ରୀ ଓ ଦଳର ଜାତୀୟ ଅଧ୍ୟକ୍ଷ ହେବାକୁ କୁଟନୀତି ଚଳାଇଥିବା ବେଳେ ଏବେ ଗେହଲଟଙ୍କ ସମର୍ଥିତ ବିଧାୟକମାନେ ଜଣଙ୍କ ପରେ ଜଣେ ପାଇଲଟଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି । ଗତକାଲି ଗେହଲଟଙ୍କ କ୍ୟାମ୍ପର ବିଧାୟକ ଇନ୍ଦିରା ମିଣା, ମଦନ ପ୍ରଜାତି ଓ ଜିତେନ୍ଦ୍ର ସିଂ ପାଇଲଟଙ୍କୁ ସମର୍ଥନ କରି ବୟାନ ଦେଇଥିବା ବେଳେ […]

Continue Reading

ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ‘ଖେଲା’ କରିବ କି ବିଜେପି ?

ଜୟପୁର: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ବିରୋଧୀ ବିଜେପି ନିରବ ରହିଛି। ଯଦିଓ କଂଗ୍ରେସକୁ ନେଇ ବିଜେପି ନେତା କଡା ପ୍ରତିକ୍ରିୟା ରଖୁଛନ୍ତି ହେଲେ ସରକାର ଗଢିବା ନେଇ କୌଣସି ଗୋଟି ଚଳାଉଥିବା ଦେଖିବାକୁ ମିଳୁନି। ଯାହା ଅନ୍ୟ ସମୟରେ ବିଜେପି କରିଥିବାର ନଜିର ରହିଛି। କିନ୍ତୁ ସାଧାରଣରେ ଗୋଟିଏ ପ୍ରଶ୍ନ ଉଠୁଛି କଂଗ୍ରେସରେ ବିଦ୍ରୋହର ଫାଇଦା ଉଠାଇବ କି ବିଜେପି ? ରାଜସ୍ଥାନ ସରକାରର ମଙ୍ଗ ଧରିବାକୁ ଆବଶ୍ୟକ ପଦକ୍ଷେପ ନେବ କି ବିଜେପି? ରାଜନୈତିକ […]

Continue Reading

ମୁଖ୍ୟମନ୍ତ୍ରୀ କହିଲେ ଆସ୍ଥା ପରୀକ୍ଷା ଦେବୁ, ବିରୋଧୀ ମନା କରି ନାରାବାଜୀ କଲେ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭାରେ ଆଜି କ୍ଷମତାସୀନ ଆପ୍‌ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି। ଆଜି ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ଆରମ୍ଭରୁ ଆପ୍‌ ପକ୍ଷରୁ ଆସ୍ଥା ଭୋଟ ପ୍ରସ୍ତାବ ଅଣାଯାଇଥିଲା। ଏହାକୁ ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ବିରୋଧ କରିଥିଲେ। ବିଧାନସଭାରେ […]

Continue Reading