ଜାଣି ରଖନ୍ତୁ ଏଭଳି କଲେ,ପରିବାରରୁ ଚାଲିଯାଏ ସୁଖଶାନ୍ତି

ଚାଣକ୍ୟ କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ଟଙ୍କା ପାଇଥାଏ ସେ ନିଜର ଖରାପ ଦିନଗୁଡ଼ିକୁ ଭୁଲିଯାଏ। ଫଳରେ ଏପରି କିଛି ଭୁଲ କରନ୍ତି, ଯାହା ତାଙ୍କୁ ପୁନର୍ବାର ଦାରିଦ୍ର୍ୟ ଆଡକୁ ଟାଣି ନେଇଥାଏ। ସେଭଳି ଭୁଲ କରନ୍ତୁ ନାହିଁ। – ଚାଣକ୍ୟ କୁହନ୍ତି, ଖରାପ ସମୟରେ ଜଣେ ବ୍ୟକ୍ତି ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିଥାଏ, କିନ୍ତୁ ଯେତେବେଳେ ତାଙ୍କର ଇଚ୍ଛା ପୂରଣ ହୁଏ, ସେତେବେଳେ ସେ ଧର୍ମକୁ ଅଣଦେଖା କରନ୍ତି। […]

Continue Reading

ବାସ୍ତୁ କୁହେ ଧନ ପ୍ରାପ୍ତିର ଉପାୟ

ଭୁବନେଶ୍ୱର: ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ଦିଗର ଭିନ୍ନ ମହତ୍ତ୍ବ ଓ ଗୁରୁତ୍ବ ଅଛି। ଏହି ଧାରାରେ ଧନର ଦେବତା କୁବେର ଉତ୍ତର ଦିଗର ସ୍ବାମୀ । ତେଣୁ ଉତ୍ତର ଦିଗ ହେଉଛି ଧନଦାୟକ। ଧନଲାଭ ପାଇଁ ଘରର ଉତ୍ତର ଦିଗ ସମ୍ପର୍କିତ କିଛି ବାସ୍ତୁ ନିୟମକୁ ମାନିବା ଉଚିତ।ଘରର ଉତ୍ତର ଦିଗ କାନ୍ଥରେ ହାଲୁକା ନୀଳ ରଙ୍ଗ ବ୍ୟବହାର କରିବା ଉଚିତ। ଉତ୍ତର ଦିଗରେ ଆଇନା ଲଗାଇବା ଶୁଭ ଅଟେ। ଉତ୍ତର ଦିଗର କୌଣସି କୋଣ ଭଙ୍ଗା ବା […]

Continue Reading

ବାସ୍ତୁ କୁହେ ଧନ ପ୍ରାପ୍ତିର ଉପାୟ

ଭୁବନେଶ୍ୱର: ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ଦିଗର ଭିନ୍ନ ମହତ୍ତ୍ବ ଓ ଗୁରୁତ୍ବ ଅଛି। ଏହି ଧାରାରେ ଧନର ଦେବତା କୁବେର ଉତ୍ତର ଦିଗର ସ୍ବାମୀ । ତେଣୁ ଉତ୍ତର ଦିଗ ହେଉଛି ଧନଦାୟକ। ଧନଲାଭ ପାଇଁ ଘରର ଉତ୍ତର ଦିଗ ସମ୍ପର୍କିତ କିଛି ବାସ୍ତୁ ନିୟମକୁ ମାନିବା ଉଚିତ।ଘରର ଉତ୍ତର ଦିଗ କାନ୍ଥରେ ହାଲୁକା ନୀଳ ରଙ୍ଗ ବ୍ୟବହାର କରିବା ଉଚିତ। ଉତ୍ତର ଦିଗରେ ଆଇନା ଲଗାଇବା ଶୁଭ ଅଟେ। ଉତ୍ତର ଦିଗର କୌଣସି କୋଣ ଭଙ୍ଗା ବା […]

Continue Reading

୧୬୦୦ଟଙ୍କିଆ ଦାମୀ ଦୋସା

ଦୋସା ଖାଇବାକୁ ସମସ୍ତେ ପ୍ରାୟ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ କେବେ ୧୬୦୦ଟଙ୍କିଆ ଦୋସା ଖାଇଛନ୍ତି ?ଆମେରିକାର ନ୍ୟୁୟର୍କ,ସାନ୍‌ଫ୍ରାନସିସକୋ ଭଳି ଅଗ୍ରଣୀ ସହରରେ ଭାରତୀୟ ରେସ୍ତେରାଁ ସଂଖ୍ୟା ଦିନକୁଦିନ ବଢିବାରେ ଲାଗିଛି । ନ୍ୟୁୟର୍କରେ ୧୯୯୦ବେଳକୁ ଦକ୍ଷିଣ ଭାରତୀୟ ରେସ୍ତୋରାଁ ‘ପୋଙ୍ଗଲ’ର ଆରମ୍ଭ ହୋଇଥିଲା । ସେତେବେଳେ କେବଳ ଭାରତୀୟ ଲୋକେ ସେଠି ଭିଡ କରୁଥିଲେ । ସମୟକ୍ରମେ ବିଦେଶୀମାନେ ବି ଆମ ଭାରତୀୟ ଖାଦ୍ୟ ମୋହରେ ବାନ୍ଧିହେଲେ । ଖାଦ୍ୟ ତାଲିକାଠାରେ ସବୁଠୁ ଆଗରେ ଦୋସା […]

Continue Reading

ଟ୍ୱିଟରରେ ଲାଗୁ ହେଲା ନୂତନ ନିୟମ

ନୂଆଦିଲ୍ଲୀ: ଟ୍ୱିଟରର ମାଲିକ ହେବା ପରଠାରୁ ଏଲୋନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ସବୁଠାରୁ ବଡ ପରିବର୍ତ୍ତନ ହେଉଛି ବ୍ଲୁ ଟିକ୍ ସଦସ୍ୟତା ଯୋଜନାର ପରିଚୟ। ନିକଟରେ ସେ ଟ୍ୱିଟରରେ ଦୈନିକ ଟ୍ୱିଟ୍ ପଠନ ସୀମା ମଧ୍ୟ ସ୍ଥିର କରିଛନ୍ତି। ବର୍ତ୍ତମାନ ଏଲୋନ୍ ମସ୍କ ଟ୍ୱିଟର ପାଇଁ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି। ଏଣିକି ଟୁଇଟରରେ ସିଧାସଳଖ ମେସେଜିଂ ପାଇଁ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡିପାରେ। ଗତ କିଛି […]

Continue Reading

ରାଜଧାନୀରେ ଭୟଙ୍କର ହେଉଛି ଡେଙ୍ଗୁ

ଭୁବନେଶ୍ୱର: ରାଜଧାନରେ ଡେଙ୍ଗୁ ଭୟ ।  ଡେଙ୍ଗୁ ନେଇଗଲା ଜୀବନ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜଧାନୀରେ ଜଣେ ୭ ବର୍ଷ ଝିଅର ମୃତ୍ୟୁ ଘଟିଛି । ମୃତ ଶିଶୁ କନ୍ୟାଟି ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ସାଇସ୍ମିତା ସାହୁ ଓରଫ୍ ପିହୁ  । ଡେଙ୍ଗୁରେ ଆକ୍ରାନ୍ତ ହେବାପରେ ଝିଅଟିକୁ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା । ହେଲେ  ଚିକିତ୍ସାଧୀନ ଥିବା ବେଳେ  ତାହାର ମୃତ୍ୟୁ ଘଟିଥିଲା । କିଛି ଦିନ ତଳେ ପରୀକ୍ଷା […]

Continue Reading

JE ସିଭିଲ୍ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ JE ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଲେ OSSC ଚେୟାରମ୍ୟାନ ଅଭୟ। ବାଲେଶ୍ୱର ଏସପିଙ୍କ ରିପୋର୍ଟ ଅନୁସାରେ ପରୀକ୍ଷା ରଦ୍ଦ ହୋଇଛି। ଏଥିସହ ସେପ୍ଟେମ୍ବର ୩ରେ ସାନି ପରୀକ୍ଷା ନେଇ ସୂଚନା ଜାରି କରାଯାଇଛି। ସେପଟେ ବାଲେଶ୍ୱର ଏସପି ସାଗରିକା ନାଥ ଆଜି ସୂଚନା ଦେଇଛନ୍ତି ଯେ, […]

Continue Reading

ଦ୍ରୁତ ବେଗରେ ଫିଟ ହେଉଛନ୍ତି ବୁମରାହ, ପନ୍ତ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ୫ଜଣ ଷ୍ଟାର ଖେଳାଳି ଏନସିଏରେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଏହି ୫ଜଣ ଖେଳାଳି ହେଲେ ଯଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ଶ୍ରେୟାସ ଆୟାର, କେଏଲ ରାହୁଲ ଓ ରିଷଭ ପନ୍ତ । ବୁମରାହ ଏବେ ଫିଟ ହେବା ସହ ରିହ୍ୟାବ କ୍ୟାମ୍ପରେ ବୋଲିଂ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ସମ୍ପୂର୍ଣ୍ଣ ରନଅପ ସହ ବୋଲିଂ କରୁଥିବାରୁ ଖୁବ ଶୀଘ୍ର ଜାତୀୟ ଦଳକୁ ଫେରିବେ ବୋଲି ଆଶା କରାଯାଉଛି […]

Continue Reading

ବୋରୱେଲ ଭିତରେ ମରଣ ସହ ସଂଘର୍ଷ କରୁଛି ୩ ବର୍ଷର ଶିଶୁ: ଜାରି ରହିଛି ରେସକ୍ୟୁ ଅପରେସନ୍

ନୂଆଦିଲ୍ଲୀ: ପୁଣି ଥରେ କାଳ ସାଜିଛି ଖୋଲା ବୋରୱେଲ । ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଖୋଲା ବୋରକେଲରେ ପଡ଼ି ଅନେକ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ଘଟିଛି । ବିହାରରେ ଗୋଟିଏ ୩ ବର୍ଷର ଶିଶୁ ଏକ ୪୦ ଫୁଟର ଗଭୀର ବୋରୱେଲ ଭିତରେ ଖସି ପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପ୍ରଶାସନିକ ଟିମ୍ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିବା ସହିତ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା […]

Continue Reading

ବିଶ୍ୱକପ୍‌ ପ୍ରମୋସନ୍‌ରେ ଶାହାରୁଖ

ନୂଆଦିଲ୍ଲୀ: ଦିନକୁ ଦିନ କ୍ରିକେଟକୁ ନେଇ କ୍ରେଜ୍‌ ବଢିବାରେ ଲାଗିଛି । ଏହି ଖେଳ ଏତେ ମାତ୍ରାରେ ଲୋକପ୍ରିୟତା ହାସଲ କଲାଣି ଯେ ବିଶ୍ୱସ୍ତରରେ ମଧ୍ୟ ଏହାକୁ ନେଇ ଦମଦାର୍‌ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । କ୍ରିକେଟ୍‌ ବିଶ୍ୱକପ୍‌ ସମୟ ଯେତିକି ପାଖେଇ ଆସେ  ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ସେତିକି ବୃଦ୍ଧିପାଏ । । ଭାରତରେ ଅକ୍ଟୋବର- ନଭେମ୍ବର ମାସରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଯେତିକି ପାଖେଇ ଆସୁଛି କ୍ରିକେଟ୍‌ ପ୍ରେମୀଙ୍କ ଆଗ୍ରହ ସେଭଳି ବଢିିବାରେ […]

Continue Reading