ରୋବର୍ଟର ଚକ ପାଲଟୁଛି ଡେଣା

ଲୋକପ୍ରିୟ ହଲିଉଡ୍‌ ସିନେମା ‘ଟ୍ରାନ୍ସଫର୍ମର୍ସ’ରେ ଯନ୍ତ୍ର କିପରି ଜୀବରେ ରୂପାନ୍ତରିତ ହୋଇ ବିଭିନ୍ନ ଅସମ୍ଭବ କାର୍ଯ୍ୟ ସାଧନ କରିପାରୁଛି, ତାହା ଆମେ କେବଳ ମନୋରଞ୍ଜନକାରୀ ଦୃଶ୍ୟ ଭାବରେ ଉପଭୋଗ କରିଥିଲେ । ତେବେ ଗବେଷକମାନେ ଏକ ପ୍ରକାର ବାସ୍ତବ ‘ଟ୍ରାନ୍ସଫର୍ମର’ ନିର୍ମାଣ କରିଛନ୍ତି ଯାହା ଗଡ଼ିବା ସହ ଉଡ଼ିବା ସମେତ ଆଠ ପ୍ରକାରର ଶୈଳୀରେ ଗତି କରିପାରୁଛି । ଏହା ସ୍ୱୟଂକ୍ରିୟ ଭାବେ ପରିବେଶକୁ ତର୍ଜମା କରି ତାହାକୁ ଖାପ ଖାଇଲା ପରି ନିଜର ଗତିର ପ୍ରକାର […]

Continue Reading

ନିର୍ମାଣ ହେଲା କୃତ୍ରିମ ସମୁଦ୍ର ବେଳାଭୂମି

ସମୁଦ୍ର ବେଳାଭୂମି ଦେଖିବାକୁ ଯେତିକି ସୁନ୍ଦର ଲାଗେ,ବୁଲିବାକୁ ମଧ୍ୟ ଠିକ୍‌ ସେତିକି ଆନନ୍ଦପୂର୍ଣ୍ଣ । କିନ୍ତୁ କୃତ୍ରିମ ସମୁଦ୍ର ଉପକୂଳ ତିଆରି କରିବା କଥା କେହି କେବେ ଚିନ୍ତା କରି ନଥିବେ । ଏବେ ଏଭଳି କିଛି ହୋଇଛି ସ୍ପେନ୍‌ର କାନାରି ଦ୍ୱୀପରେ । ଏଠାରେ କୃତ୍ରିମ ଉପାୟରେ ଏକ ସମୁଦ୍ର ଉପକୂଳ ତିଆରି କରାଯାଇଛି । ‘ପ୍ଲାୟା ଡି ଲାସ୍‌ ଟେରେସିଟାସ୍‌’ ନାମକ ଏହି ଲୋକପ୍ରିୟ ଉପକୂଳଟି ଅତୀତରେ ପଥରଖଣ୍ଡ ଓ କୃଷ୍ଣକାୟ ଆଗ୍ନେୟ ବାଲୁକାରେ […]

Continue Reading

ବ୍ୟାୟାମ ନୁହେଁ,ଖାଦ୍ୟରେ କମିବ ଚର୍ବି

ଭୁବନେଶ୍ୱର : ପ୍ରାୟ ଲୋକଙ୍କର ଓଜନ ବଢିବାର ପ୍ରମୁଖ କାରଣ ହେଉଛି ଭୁଲ୍ ଜୀବନଶୈଳୀ ଓ ଖାଦ୍ୟପାନୀୟ । ଓଜନ ଥରେ ବଢିବା ପରେ ଏହାକୁ କମ୍ କରିବା ଏତେ ସହଜ ହୁଏନା । ତେଣିକି ଆମେ ଯେତେ ରୁଟିନ୍ ସେଟ୍ କରିଥାଉନା କାହିଁକି । ଓଜନ ଉପରେ ଏହାର ପ୍ରଭାବ ଖୁବ୍ କମ୍ ପଡିଥାଏ ।ଅଫିସ୍ କାମରେ ଚାପ ଏତେ ଯେ ନିୟମିତ ବ୍ୟାୟାମ କରିବା ପ୍ରାୟ ଲୋକଙ୍କ ପାଇଁ ଆଦୌ ସମ୍ଭବ ହୋଇନଥାଏ । […]

Continue Reading

ସ୍କୁଲ୍ ଫି ବଦଳରେ ପ୍ଲାଷ୍ଟିକ ବୋତଲ

ନୂଆଦିଲ୍ଲୀ : ଆଜିର ଏଇ ମହଙ୍ଗା ଦୁନିଆରେ ସବୁକିଛି କିଣା ପଡିଲାଣି । ପାଣିଠାରୁ ନେଇ ବିଜୁଳି ପର୍ଯ୍ୟନ୍ତ, ସବୁ ପାଇଁ ଦେୟ ବାଧ୍ୟତାମୂଳକ। ହେଲେ ଗାଜିଆବାଦର ଇନ୍ଧିରାପୁରମରେ ଗତ ଦୁଇ ବର୍ଷ ହେଲା ଚାଲିଛି ଏକ ନିଆରା ଫୁଟପାଥ୍ ସ୍କୁଲ୍ । ଯେଉଁଠି ୪୦ ଜଣ ପିଲା ପଢିବାକୁ ଆସିଥାନ୍ତି । ଏଠାରେ ପିଲାଙ୍କୁ ପଢାପଢି ସହ ଖାଇବା, ୟୁନିଫର୍ମ ଓ ବିଭିନ୍ନ ପଢା ସାମଗ୍ରୀ ମଧ୍ୟ ମିଳିଥାଏ । କିନ୍ତୁ ଅଜବ କଥା ହେଉଛି […]

Continue Reading

ସାପ ଚାଷ: ପୋଷା ହେଉଛି ୪୦୦ପ୍ରକାର ସାପ

ନୂଆଦିଲ୍ଲୀ: ଭାଇରାଲ ସାପ ଉଦ୍ୟାନ କଥା ଜାଣନ୍ତି? ସୋସିଆଲ ମିଡିଆରେ ଏକ ସାପ ଉଦ୍ୟାନର ଭିଡିଓ ଭାଇରାଲ ହୋଇଛି। ଯେଉଁ ଉଦ୍ୟାନଟି ୧୨ଏକର ପର୍ଯ୍ୟନ୍ତ ବିସ୍ତୃତ ରହିଛି ଏବଂ ଏହା ସାପ ପାଳନ ଓ ଔଷଧୀୟ ସାମଗ୍ରୀ ପ୍ରସ୍ତୁତି ପାଇଁ ବେଶ ପରିଚିତ। ଏହା ଏକ ସ୍ବତନ୍ତ୍ର ପ୍ରକାର ଉଦ୍ୟାନ। ଏହି ଉଦ୍ୟାନର ପ୍ରତିଟି ଶାଖାରେ ଫଳ ଫୁଲ ବ୍ୟତୀତ ସାପ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ଉଦ୍ୟାନରେ ପାଖାପାଖି ୪୦୦ରୁ ଅଧିକ ପ୍ରଜାତିର ବିଷଧର ସାପ […]

Continue Reading

ଏହି ଦେଶରେ ଜନସଂଖ୍ୟା ମାତ୍ର ୨୭

ଇଂଲଣ୍ଡ : ପୃଥିବୀର ସବୁଠାରୁ କ୍ଷୁଦ୍ରତମ ଦେଶ ଭାବେ ଭାଟିକାନ୍‌ ସିଟିକୁ ମାନ୍ୟତା ମିଳିଛି। କିନ୍ତୁ ଏବେ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଇଂଲଣ୍ଡର ଉତ୍ତର ସାଗରରେ ଅବସ୍ଥିତ ‘ସିଲ୍ୟାଣ୍ଡ’ ନାମକ ଏକ ସମୁଦ୍ର ପରିବେଷ୍ଟିତ ଇଲାକାର ଅଧିବାସୀମାନେ । ଏମାନେ ତାଙ୍କର ଇଲାକାକୁ। ପୃଥିବୀର କ୍ଷୁଦ୍ରତମ ଦେଶ ବୋଲି ଦାବି କରିଛନ୍ତି । ଇଂଲଣ୍ଡ ଉପକୂଳରୁ ୧୨ କି.ମି. ଦୂରରେ ଅବସ୍ଥିତ ‘ପ୍ରିନ୍‌ସିପାଲିଟି ଅଫ୍‌ ସିଲ୍ୟାଣ୍ଡ’ ନାମକ ଇଲାକାର ସ୍ଥିତି ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ […]

Continue Reading

ନିର୍ବାଚନ ପାଇଁ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର : ଆସନ୍ତା ୨୨ ତାରିଖରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏପ୍ରିଲ ୨୪ ତାରିଖରେ କଂଗ୍ରେସର ଏକ୍‌ଜିକ୍ୟୁଟିଭ୍ କମିଟି ଗଠନ ହେବା ‌ପରେ ଏହା ହେଉଛି ପ୍ରଥମ ବୈଠକ। ଆସନ୍ତା ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ କାର୍ଯ୍ୟକାରିଣୀ ବୈଠକରେ ବିଶେଷ ଆଲୋଚନା ହେବ ବୋଲି ଜଣାପଡ଼ିଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିରେ ୩ଟି ବୈଠକ ଅନୁଷ୍ଠିତ ହେବ। କାର୍ଯ୍ୟକାରିଣୀ, ରାଜନୈତିକ ବ୍ୟାପାର ଓ କର୍ମକର୍ତା କମିଟି ବୈଠକ ବସିବ। ଓଡ଼ିଶା ପ୍ରଭାରୀ […]

Continue Reading

ଦେଶରେ ସିଙ୍ଗଡା ଖାଇବା ମନା

ଭୁବନେଶ୍ୱର : ମନପସନ୍ଦର ଜଳଖିଆ କଥା କହିଲେ ପ୍ରଥମେ ଆସେ ସିଙ୍ଗଡ଼ା । ସନ୍ଧ୍ୟାବେଳେ ଗୋଟେ କପ୍ ଚା ସାଙ୍ଗକୁ ଦୁଇ ଚାରୋଟି ସିଙ୍ଗଡ଼ା ମିଳିଗଲେ ମଜା ଆସିଯାଏ । ତେବେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ସିଙ୍ଗଡ଼ାର ସ୍ୱାଦ ସମସ୍ତେ ଚାଖିଛନ୍ତି । କିନ୍ତୁ ଆଫ୍ରିକାରେ ଏଭଳି ଏକ ଦେଶ ରହିଛି ଯେଉଁଠି ସିଙ୍ଗଡ଼ାର ସ୍ୱାଦ କଥା ଛାଡ଼ନ୍ତୁ ସେ ଦେଶର ମାଟିରେ ଏହାର ବାସ୍ନା ବି ପହଁଚିପାରେନି । ଏଠାକାର ସୋମାଲିଆରେ ସିଙ୍ଗଡ଼ା […]

Continue Reading

ସୁବିଧା ଲୋନ୍ ପାଇଁ ଯାଆନ୍ତୁ HDFC

ଭୁବନେଶ୍ବର: ଭାରତର ଅଗ୍ରଣୀ ଘରୋଇ ବ୍ୟାଙ୍କ ପୂର୍ବ ଭାରତରେ ଏକ ମେଗା ଦୁଇ ଚକିଆ ଯାନ ଋଣ କାର୍ନିଭାଲ’ ଡ୍ରାଇଭ ଆୟୋଜନ କରୁଛି। ଏହି କର୍ନିଭାଲ ଜୁଲାଇ ୧୮ରୁ ଆରମ୍ଭ ହୋଇ ୨୦ରେ ଶେଷ ହେବ। ପୂର୍ବ ଭାରତର ୯୪୦ ରୁ ଅଧିକ ଶାଖା ଏବଂ ଓଡିଶାର ୧୩୦ ଟି ବ୍ୟାଙ୍କ ଶାଖା ଏହି ଡ୍ରାଇଭ ଆୟୋଜନ କରିବେ। ଦୁଇ ଚକିଆ ଡିଲର ଶାଖାଗୁଡିକରେ ଗ୍ରାହକଙ୍କୁ ସେମାନଙ୍କ ଗାଡି ପ୍ରଦର୍ଶନ କରିବାକୁ ଉପସ୍ଥିତ ଥିବାବେଳେ ବ୍ୟାଙ୍କ ସମସ୍ତ […]

Continue Reading

ପୃଥିବୀର ସବୁଠୁ ବଡ଼ ଫିଲିଙ୍ଗ୍ ଷ୍ଟେସନ

ଆମେରିକା : ଦେଶରେ ଥିବା ସବୁଠୁ ବଡ଼ ଫିଲିଙ୍ଗ ଷ୍ଟେସନ କଥା ଶୁଣିଲେଣି? ଆମେରିକାର ଟେନେସି ପ୍ରଦେଶ ଅନ୍ତର୍ଗତ ସେଭିର୍ଭିଲେରେ ରହିଛି ଏକ ଫିଲିଂ ଷ୍ଟେସନ୍ ଯାହା ହେଉଛି ପୃଥିବୀର ବୃହତ୍ତମ ଫିଲିଙ୍ଗ ଷ୍ଟେସନ। ବକ୍‌-ଇ କମ୍ପାନି ଦ୍ବାରା ଉନ୍ମୋଚିତ ଏହି କେନ୍ଦ୍ର ବିଶ୍ବର ବୃହତ୍ତମ ଫିଲିଂ ଷ୍ଟେସନର ମାନ୍ୟତା ହାସଲ କରିଛି। ଏଠାରେ ଏକା ସଙ୍ଗରେ ୧୨୦ଟି କାର୍‌ରେ ତେଲ ଭର୍ତ୍ତି କରିବାର ବ୍ୟବସ୍ଥା ରହିଛି।ଦୀର୍ଘ ୭୪,୦୦୦ ବର୍ଗ ଫୁଟ ପରିମିତ ଏହି କେନ୍ଦ୍ରରେ ଗ୍ରାହକଙ୍କ […]

Continue Reading