କାନ୍ଦୁଛି ପାକିସ୍ତାନ: ଭାରତ ପାଇଁ ପାକିସ୍ତାନର ହୋଇଗଲା ଏତେ ବଡ଼ କ୍ଷତି, ତଥାପି ସୁଧୁରୁନି

ଭାରତ ସହ ପଙ୍ଗା ପାକିସ୍ତାନକୁ ମହଙ୍ଗା ପଡ଼ିଲା। ମୁଣ୍ଡ ବାଡେଇ କାନ୍ଦିବା ଛଡ଼ା ଆଉ କିଛି ବାଟ ନାହିଁ। ତଥାପି ମୁହଁ ଟାଣ କରି ଶତ୍ରୁତା କରୁଛି ଧୋକବାଜ ପାକିସ୍ତାନ। ଭାରତର ରାସ୍ତା ଅବରୋଧ ପାକିସ୍ତାନକୁ ବଡ଼ ମହଙ୍ଗା ପଡ଼ିଛି । ଏଥିପାଇଁ ୪୧୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଯାହାର ମୂଲ୍ୟ ଭାରତୀୟ ଟଙ୍କାରେ ୧୨୭ କୋଟି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆଉ ପାକିସ୍ତାନ ସଂପର୍କ ଆଗ ଭଳି […]

Continue Reading

ରଜନୀକାନ୍ତ ପାଗଳ କରୁଛନ୍ତି ଫ୍ୟାନସଙ୍କୁ! ହଜାର ହଜାର ଟଙ୍କାରେ ବିକ୍ରି ହେଲା ଟିକେଟ

ଚେନ୍ନାଇର ରୋହିଣୀ ସିନେମା ହଲ ବାହାରେ ଦୃଶ୍ୟ କୌଣସି ପର୍ବପର୍ବାଣୀରୁ କମ୍ ନଥିଲା। ୧୪ ଅଗଷ୍ଟ ୨୦୨୫ରେ ମୁକ୍ତିଲାଭ କରୁଥିବା ଫିଲ୍ମ “କୁଲି”ର ପ୍ରଥମ ଦିନର ପ୍ରଥମ ଶୋ’ (FDFS) ଟିକେଟ୍ ପାଇଁ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଟିକେଟ୍ ମୂଲ୍ୟ ୪୫୦୦ ଟଙ୍କା ଥିଲା, ଯାହା ହେଲିକପ୍ଟରରୁ ଫୁଲ ବର୍ଷା ଉତ୍ସବ ପାଇଁ ନିର୍ଦ୍ଧାରିତ ହୋଇଥିଲା। କଲିଉଡ଼ରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଏଭଳି ଏକ ଭବ୍ୟ ଉତ୍ସବ ଦେଖାଯାଇଥିଲା। ପ୍ରଶଂସକଙ୍କ ଉତ୍ସାହପୂର୍ଣ୍ଣ ଭିଡ଼ ରାସ୍ତାକୁ […]

Continue Reading

ଅଧିକ ପେନ୍ କିଲର୍ ଖାଉଛନ୍ତି କି ? ହେଇଯାଆନ୍ତୃ ସାବଧାନ ହୋଇପାରେ ଗୁରୁତର ସମସ୍ୟା

ଅନେକ ଲୋକ ଅଳ୍ପ ଯନ୍ତ୍ରଣା କିମ୍ବା କ୍ଳାନ୍ତିରୁ ମୁକ୍ତି ପାଇବା ପାଇଁ ପେନ୍‌ କିଲର୍‌ ଔଷଧ ଉପରେ ନିର୍ଭର କରନ୍ତି। କିନ୍ତୁ ବହୁତ କମ୍‌ ଲୋକ ଜାଣନ୍ତି ଯେ ପେନ୍‌ କିଲର୍‌ର ଅତ୍ୟଧିକ ବ୍ୟବହାରରେ ଅନେକ ପ୍ରକାରର କ୍ଷତି ହୋଇପାରେ। ଯେଉଁମାନେ ରକ୍ତ ପତଳା କରିବା ପାଇଁ ଔଷଧ ସେବନ କରନ୍ତି, ସେମାନଙ୍କ ଉପରେ ପେନ୍‌ କିଲର୍‌ର ଆହୁରି ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ। ନିକଟରେ ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ ଯେଉଁମାନେ ରକ୍ତ ପତଳା […]

Continue Reading

୧୨ରୁ ବଢ଼ିବ ବର୍ଷା, ଦକ୍ଷିଣ ଓଡିଶାରେ ଅଧିକ ବର୍ଷିବ

ରାଜ୍ୟରେ ୧୨ରୁ ବଢିପାରେ ବର୍ଷା। ୧୨ରୁ ୧୪ ଯାଏ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଅଛି। ମୁଖ୍ୟତଃ ଦକ୍ଷିଣ ଓଡିଶାରେ ବର୍ଷା ଅଧିକ ରହିବ। ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି। ଆସନ୍ତା ୧୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ୧୨ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ […]

Continue Reading

ଘରେ ଲାଉ ଅଛି କି: ତିଆରି କରି ପିଅନ୍ତୁ ଜୁସ… ମିଳିବ ଅନେକ ସମସ୍ୟାରୁ ମୁକ୍ତି , ଓଜନ ବି କମିବ

ଲାଉ ଶରୀର ପାଇଁ ବହୁତ ଉପକାରୀ।ଆପଣ ମାନେ ଲାଉକୁ ସାଧାରଣତଃ ଖାଦ୍ୟରେ ବ୍ୟବହାର କରିଥାନ୍ତି। ଏହା ସହିତ ଲାଉରେ ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥାନ୍ତି। କିନ୍ତୁ ଲାଉରେ ଥିବା ପୋଷକ ତତ୍ତ୍ୱ ଏବଂ ଫାଇବର ଥିବାରୁ ଶରୀରକୁ ସୁସ୍ଥ ରଖିଥାଏ। ଲାଉ ଜୁସ ଫାଇବରରେ ପରିପୂର୍ଣ୍ଣ ଏବଂ ଏଥିରେ କ୍ୟାଲୋରୀ ବହୁତ କମ୍ ଥାଏ । ଏହା ଶରୀରକୁ ଡିଟକ୍ସ କରେ ଏବଂ ଭୋକକୁ ନିୟନ୍ତ୍ରଣ କରେ, ଯାହା ଫଳରେ ଓଜନ ନିୟନ୍ତ୍ରଣରେ ରହେ। ଯେଉଁମାନଙ୍କୁ […]

Continue Reading

ପଣ୍ଟିଂ କହିଲେ ଟେଷ୍ଟ କ୍ରିକେଟର ୫ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ନାମ, ଦେଖନ୍ତୁ ରିପୋର୍ଟ

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (Ricky Ponting) ଟେଷ୍ଟ କ୍ରିକେଟର ଶୀର୍ଷ ୫ ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କୁ ବାଛିଛନ୍ତି, ଯେଉଁଥିରେ ସେ ଭାରତରୁ ଦୁଇଜଣ, ୱେଷ୍ଟଇଣ୍ଡିଜରୁ ଜଣେ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡରୁ ଜଣେ ଜଣେ ବ୍ୟାଟସମ୍ୟାନଙ୍କୁ ଚୟନ କରିଛନ୍ତି। ଏକ ସାକ୍ଷାତକାରରେ ପଣ୍ଟିଂ ବିଶ୍ୱର ଶ୍ରେଷ୍ଠ ପାଞ୍ଚ ବ୍ୟାଟସମ୍ୟାନଙ୍କ ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି। ପ୍ରଥମ ନମ୍ବରରେ ପଣ୍ଟିଂ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ ବ୍ରାୟାନ ଲାରାଙ୍କୁ ଚୟନ କରିଛନ୍ତି। ଲାରାଙ୍କ ବିଷୟରେ ପଣ୍ଟିଂ କହିଛନ୍ତି, “ସେ […]

Continue Reading

ଗାଜାକୁ ପୁରା କବଜା କରିବ ଇସ୍ରାଏଲ, ହୋଇପାରେ ମୃତ୍ୟୁର ତାଣ୍ଡବ

ଇସ୍ରାଏଲ ଓ ଗାଜା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଶିଶୁ ଓ ମହିଳାଙ୍କ ସଂଖ୍ୟା ବେଶୀ। ଇସ୍ରାଏଲ ଫୋର୍ସ ନିରନ୍ତର ଗାଜା ଉପରେ ଆକ୍ରମଣ ଜାରି ରଖିଛି, ଯେଉଁଥିରେ ନିରୀହ ଲୋକମାନେ ମଧ୍ୟ ମରୁଛନ୍ତି। ଏବେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଏକ ବଡ଼ ଓ ବିପଜ୍ଜନକ ନିଷ୍ପତ୍ତି ନେଇଛି, ଯେଉଁଥିରେ ଗାଜା ସିଟିକୁ ଅଧିକାର କରିବାର ଯୋଜନାକୁ ଅନୁମୋଦନ କରାଯାଇଛି। ଏହି ପଦକ୍ଷେପକୁ ବିନାଶକାରୀ ବୋଲି ବିବେଚନା କରାଯାଉଛି, […]

Continue Reading

ନବମ ଦିନରେ ଅପରେସନ ଅଖଲ: ଦୁଇ ଯବାନ ସହିଦ

ଜମ୍ମୁକାଶ୍ମୀରରେ ଜଣେ ଆତଙ୍କବାଦୀ ନିପାତ। ଦୁଇ ଯବାନ ସହିଦ, ୧୦ ଗୁରୁତର । ଅପରେସନ୍ ଅଖଲ ନବମ ଦିନରେ ପହଞ୍ଚିଛି। ଗତକାଲି ରାତିରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଘନ ଜଙ୍ଗଲ ଭିତରେ ଏକାଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଥିବା ସୂଚନା ମିଳିଛି। ୧ ଅଗଷ୍ଟ ୨୦୨୫ରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଅଖଲର ଜଙ୍ଗଲରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ […]

Continue Reading

ପତଳା ଓ ଫିଟ ରହିବାକୁ ଚାହୁଁଛନ୍ତି କି, ପିଅନ୍ତୁ ବ୍ଲାକ କଫି… ମିଳିବ ଫାଇଦା

ଅନେକ ଲୋକ ବ୍ଲାକ କଫି ପିଇବାକୁ ଭଲ ପାଆନ୍ତି। କୁହାଯାଏ ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ। ଜାଣନ୍ତୁ କାହିଁକି ବ୍ଲାକ କଫି ଶରୀର ପାଇଁ ହିତକର ବ୍ଲାକ କଫିରେ ସର୍ବନିମ୍ନ କ୍ୟାଲୋରୀ ଥାଏ, ଯାହା ଫଳରେ ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଭଲ ଅପ୍ସନ୍। ଏହା ଆପଣଙ୍କୁ ତାଜା ରଖିବା ସହ ଓଜନକୁ ବି ନିୟନ୍ତ୍ରଣରେ ରଖିଥାଏ। ବ୍ଲାକ କଫିରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ଅଧିକ ରହିଥାଏ, ଚାପ ହ୍ରାସ କରିବାରେ […]

Continue Reading

ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ କପିଲ ଶର୍ମା, କାହିଁକି ଜାଣନ୍ତୁ ଏହି ରିପୋର୍ଟରେ

ଏବେ କପିଲ ଶର୍ମାଙ୍କ ସମୟ ଭଲ ଚାଲିନଥିବା ବଲିଉଡରେ ଚର୍ଚ୍ଚା ହେଉଛି। କାରଣ ୪୦ ଦିନ ଭିତରେ ତାଙ୍କର କାନାଡା ସ୍ଥିତ କାଫେ ଉପରେ ଦୁଇଥର ଗୁଳିମାଡ଼ ହେଇଛି। ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ କପିଲ ଶର୍ମା ଖୋଲାଖୋଲି ଧମକ ଆଉ ଗୁଳିମାଡ଼ । କାନାଡାରେ ଥିବା କାଫେ ଉପରେ ଗୁଳିମାଡ଼ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ନିଜକୁ ଦାୟୀ କରିଛି । କେବଳ ସେତିକି ନୁହେଁ ଆକ୍ରମଣ ପଛରେ କପିଲଙ୍କ ସଲମାନ ଖାନଙ୍କ ସହ ବନ୍ଧୁତା ବୋଲି […]

Continue Reading