ଘୋର କଳିଯୁଗ: ମାଆକୁ ଦୁଷ୍କର୍ମ କଲା ପୁଅ!

ଜଣେ ୩୯ବର୍ଷୀୟ ଯୁବକ ତାଙ୍କ ନିଜ ମାଆଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଝିଅଙ୍କ ସହିତ ସାଉଦି ଆରବରୁ ତୀର୍ଥଯାତ୍ରାରୁ ଫେରିବା ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପୀଡିତା ତାଙ୍କ ୨୫ ବର୍ଷୀୟ ଝିଅ ସହିତ ହୌଜ କାଜି ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ପୁଅ ବିରୋଧରେ ଆକ୍ରମଣ ଏବଂ ଯୌନ ଶୋଷଣର ଗମ୍ଭୀର ଅଭିଯୋଗ ଆଣିଥିଲେ। ମହିଳା ଜଣକ କହିଛନ୍ତି ଯେ […]

Continue Reading

ସୃଷ୍ଟି ହେଲା ଲଘୁଚାପ: ୨୪ଘଣ୍ଟାରେ ଅବପାତ

ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ୨୪ ଘଣ୍ଟାରେ ଏହା ଅବପାତ ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ୩ ଜିଲ୍ଲାରେ ଭୀଷଣ ବର୍ଷା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ବିଜୁଳୀ ଘଡଘଡି ସହ ପବନର ବେଗ ୩୦ ରୁ ୪୦ କିମି ରହିବାର ଆଶଙ୍କା ରହିଛି । ଆସନ୍ତାକାଲି ଭୀଷଣ ବର୍ଷା […]

Continue Reading

ଚାଷୀଙ୍କ ପାଇଁ ଖୁସି ଖବର: ପଞ୍ଜିକରଣ ପାଇଁ ଆଉ ହେବନି ଝାମେଲା

ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ପଞ୍ଜିକରଣ ପାଇଁ ଆଉ ହେବନି ସମସ୍ୟା। ବଂଶାବଳୀ ପ୍ରମାଣପତ୍ର ବଦଳରେ ଦେବାକୁ ହେବ ଘୋଷଣାପତ୍ର। ୨୦୨୫-୨୬ ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣ ପ୍ରକିୟାକୁ ଆହୁରି ସରଳୀକରଣ କରିଛନ୍ତି ସରକାର। ପୂର୍ବରୁ ବଂଶାବଳୀ ପ୍ରମାଣ ପତ୍ର ପାଇଁ ଚାଷ ଜମିର ଉତ୍ତରାଧିକାରୀଙ୍କ ସମ୍ମତି ପତ୍ର ଆବଶ୍ୟକ ପଡୁଥିଲା। ଯେଉଁଥିପାଇଁ ଚାଷୀ ଆର ଆଇ ଅଫିସକୁ ଦୌଡିବାକୁ ବାଧ୍ୟ ହେଉଥିଲା। ଫଳରେ ବିଳମ୍ବିତ ପ୍ରକ୍ରିୟା ପାଇଁ ଚାଷୀ ସରକାରଙ୍କ ନିର୍ଦ୍ଧାରିତ ସମୟ ଭିତରେ […]

Continue Reading

ଅସୁସ୍ଥ ନବୀନ: ହସ୍ପିଟାଲରେ ଚାଲିଛି ଚିକିତ୍ସା

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ର ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ । ଏକ ଦୀର୍ଘ ରାଜନୈତିକ ଜୀବନରେ ନବୀନ ବାବୁ ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତେଣୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ସମସ୍ତଙ୍କୁ ଆନ୍ଦୋଳିତ କରିଛି। ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ, ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଡିହାଇଡ୍ରେସନ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି […]

Continue Reading

ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ  NDA ଉପରାଷ୍ଟ୍ରପତି ପ୍ରାର୍ଥୀ

ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ ।ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ରବିବାର ବିଜେପି ସଂସଦୀୟ ବୋର୍ଡ ବୈଠକ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେଇଥିଲେ […]

Continue Reading

“ଦ ବ୍ୟାଡସ୍ ଅଫ ବଲିଉଡ”ର ପ୍ରଥମ ଝଲକ, ଶାହାରୁଖଙ୍କ ପୁଅ କମାଲ କରିଦେଲେ… ଦର୍ଶକ କହୁଛନ୍ତି ସୁପରହିଟ

ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ନେଟଫ୍ଲିକ୍ସ ଫିଲ୍ମ “ଦ ଆର୍ଚିଜ” ସହିତ ଅଭିନୟରେ ଡେବ୍ୟୁ କରିସାରିଛନ୍ତି। କିନ୍ତୁ କିଙ୍ଗ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କର ଅଭିନୟ ଜଗତରେ ପାଦ ଥାପିବାର କୌଣସି ଇଚ୍ଛା ନାହିଁ। ତେବେ ସେ ଜଣେ ନିର୍ଦ୍ଦେଶକ ଭାବେ ବଲିଉଡରେ ପାଦ ଥାପିବାକୁ ପ୍ରସ୍ତୁତ ଅଛନ୍ତି, ଯାହାର ଚର୍ଚ୍ଚା ଆରମ୍ଭ ହୋଇଛି ଯେତେବେଳେ ଠାରୁ “ଦ ବ୍ୟାଡସ୍ ଅଫ ବଲିଉଡ”ର ପ୍ରଥମ ଝଲକ ସାମ୍ନାକୁ ଆସିଛି। ଏବେ ଆର୍ୟନ ଖାନଙ୍କର  […]

Continue Reading

ଭାରତରେ ସୁନା ପୁଅ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ… ତା ପରେ ଘରକୁ ଯିବେ..ଚାହିଁରହିଛନ୍ତି ବାପା ମାଆ

ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା। ଆକ୍ସିୟମ୍-4 ମିଶନ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆଜି ଭାରତରେ ପହଞ୍ଚିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସ୍ବାଗତ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଏହା ଭାରତ ପାଇଁ ଗର୍ବର ମୁହୂର୍ତ୍ତ। ଭାରତର ମହାକାଶ ଗୌରବ ଭାରତ ମାଟିକୁ ସ୍ପର୍ଶ କରିଛନ୍ତି। ଦିଲ୍ଲୀରେ ଶୁଭାଂଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ […]

Continue Reading

ଆଜିଠୁ ପ୍ରବଳ ବର୍ଷା, ବଢ଼ିବ ବର୍ଷା ପରିମାଣ…୨୪ ଜିଲ୍ଲାକୁ ୟେଲୋ ଆଲର୍ଟ

ଆଜିଠୁ ପ୍ରବଳ ବର୍ଷା । କିଛି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେଇପାରେ। ଆସୁଛି ଆଉ ଏକ ଲଘୁଚାପ । ଆସନ୍ତାକାଲି ଉତ୍ତରପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । କାଲି ଓ ମଙ୍ଗଳବାର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ।ଆଜି ରାଜ୍ୟର ୨୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ […]

Continue Reading

ଯୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼

ପ୍ରସିଦ୍ଧ ଯୁଟ୍ୟୁବର ଏଲଭିଶ ଯାଦବଙ୍କ ଘରେ ଅପରାଧୀମାନେ ଏକାଧିକ ରାଉଣ୍ଡ ଗୁଳିଚାଳନା କରିଛନ୍ତି। ଏହି ଗୁଳିଚାଳନା ଏଲଭିଶ ଯାଦବଙ୍କ ଗୁରୁଗ୍ରାମ ସ୍ଥିତ ଘରେ ହୋଇଛି। ଘଟଣାର ସୂଚନା ମିଳିବା ମାତ୍ରେ ଗୁରୁଗ୍ରାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡ଼ିଛି ଯେ, ଯୁଟ୍ୟୁବରଙ୍କ ଘରେ ପ୍ରାୟ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି। ଘଟଣାଟି ସକାଳ ୫ ରୁ ୬ ମଧ୍ୟରେ ଘଟିଛି। ଯେତେବେଳେ ଏଲଭିଶଙ୍କ ଘରେ ଗୁଳିଚାଳନା ହେଉଥିଲା, ସେତେବେଳେ ଏଲଭିଶ ଘରେ […]

Continue Reading

‘ଦି କାଶ୍ମୀର ଫାଇଲ୍ସ’ ପରେ ‘ଦି ବେଙ୍ଗଲ ଫାଇଲ୍ସ’ : ଆରମ୍ଭ ହେଲା ନୂଆ ବିବାଦ

‘ଦି କାଶ୍ମୀର ଫାଇଲ୍ସ’ ପରେ ଏବେ  ‘ଦି ବେଙ୍ଗଲ ଫାଇଲ୍ସ’ ।ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଯାହା ଆସିବା ମାତ୍ରେ ହିଁ ଚର୍ଚ୍ଚାରେ ରହିଛି। ଫିଲ୍ମର କାହାଣୀ ବଙ୍ଗଳା ବିଭାଜନ ଘଟଣା ଉପରେ ଆଧାରିତ, ଯେଉଁଥିରେ ହିନ୍ଦୁମାନଙ୍କ ନରସଂହାରକୁ ବଡ଼ ପରଦାରେ ଉପସ୍ଥାପନ କରାଯାଇଛି ଫିଲ୍ମର ଟ୍ରେଲରରେ ଅନୁପମ ଖେର, ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି  । ସେହିପରି ମିଥୁନ ଚକ୍ରବର୍ତୀ, ପଲ୍ଲବୀ ଯୋଶୀ ଏବଂ ଦର୍ଶନ କୁମାର ପରି କଳାକାର ବି ଫିଲ୍ମରେ […]

Continue Reading