‘ବିଶ୍ବକପ୍ ପରେ ଆଇପିଏଲ୍ ଶ୍ରେଷ୍ଠ’ ଇଲିଂସ୍ କ୍ରିକେଟ୍ର ଉନ୍ନତିରେ ସହାୟକ ହୋଇଛି
ଲଣ୍ଡନ: ଇଂଲିସ୍ କ୍ରିକେଟ୍ ଆଗକୁ ବଢ଼ିବାରେ ହେଉ ବା ଉନ୍ନତି କରିବାରେ ସବୁଥିପାଇଁ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ହିଁ ସହାୟକ ହୋଇଛି। ଏହି ଲୋଭନୀୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ସଂଖ୍ୟାଧିକ ଇଲିଂସ୍ କ୍ରିକେଟର୍ ଖେଳିବାର ସୁଯୋଗ ପାଇ ଆର୍ଥିକ ଦୃଷ୍ଟିକୋଣରୁ ବେଶ୍ ଲାଭବାନ ହୋଇପାରିଛନ୍ତି। ଆଇପିଏଲ୍ ମଧ୍ୟ ଆଇସିସି ବିଶ୍ବକପ୍ ପରେ ଶ୍ରେଷ୍ଠ ପ୍ରତିଯୋଜିତା ବୋଲି ନିଜ ଅନୁଭବ ବଖାଣିଛନ୍ତି ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟ୍ଟଲର୍। କୋଭିଡ୍-୧୯ ମହାମାରୀ ଯୋଗୁଁ ଅନିର୍ଦିଷ୍ଟ ସମୟ ଲାଗି ସ୍ଥଗିତ […]
Continue Reading
