ରାଜ୍ୟରେ ୧୮୪୦ ଡାକ୍ତର ଓ ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ୍ ଷ୍ଟାଫ୍ ନିଯୁକ୍ତି ପାଇବେ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ରାଜ୍ୟରେ ଖୁବଶୀଘ୍ର  ୧୮୪୦ ଡାକ୍ତର ଓ ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ୍ ଷ୍ଟାଫ୍ ନିଯୁକ୍ତି ପାଇବେ। ମେଡିକାଲ କଲେଜରେ ପ୍ରଫେସର ପଦବୀ ପୂରଣ କରାଯିବ । ଆଦିବାସୀ ଅଧୁଷିତ ଅଂଚଳରେ ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ଦିଆଯିବ । ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିବା ସହ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀ ରାଜ୍ୟ […]

Continue Reading

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା: ଆଗକୁ ଆହୁରି ବର୍ଷିବ

ରାଜ୍ୟରେ ଲାଗି ରହିଛି ବର୍ଷା। ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେଉଛି। ଆଗକୁ ଆହୁରି ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଅବପାତରେ ପରିଣତ ହୋଇ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଏହା ଦକ୍ଷିଣ ଓଡିଶା – ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ୭ […]

Continue Reading

କଣ ଏ ବିଷ ଯୋଗ: କାହିଁକି ସାବଧାନ ରହିବେ ଏହି ରାଶିର ଲୋକ

ସୌରମଣ୍ଡଳରେ ଗ୍ରହମାନେ ସବୁବେଳେ ଗତିଶୀଳ ଥାଆନ୍ତି। ଗୋଚର ସମୟରେ ଏହି ଗ୍ରହମାନେ ଅନ୍ୟ ଗ୍ରହଙ୍କ ସହିତ ମିଶି ବିଭିନ୍ନ ଯୋଗ ସୃଷ୍ଟି କରନ୍ତି। ଶୁଭ ଗ୍ରହମାନଙ୍କ ପ୍ରଭାବରୁ ଶୁଭ ଯୋଗ ସୃଷ୍ଟି ହୁଏ, କିନ୍ତୁ ଅନେକ ସମୟରେ ଏହି ଗ୍ରହମାନଙ୍କ ଯୋଗରୁ କିଛି ଅଶୁଭ ଯୋଗର ମଧ୍ୟ ସୃଷ୍ଟି ହୁଏ। ଅଶୁଭ ଯୋଗର ଜାତକଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ଅଗଷ୍ଟ ୨୦୨୫ରେ ଏକ ବିପଜ୍ଜନକ ବିଷ ଯୋଗ ସୃଷ୍ଟି ହେବ। ବର୍ତ୍ତମାନ ଶନି ଦେବ […]

Continue Reading

ଭିଜିଲାନ୍ସ ଜାଲରେ ଆଉ ଜଣେ ଇଞ୍ଜିନିୟର: ୮ଟି ଠିକଣାରେ ଚାଲିଛି ରେଡ୍

ଭିଜିଲାନ୍ସ ଜାଲରେ ଆଉ ଜଣେ ଇଞ୍ଜିନିୟର। ଇଞ୍ଜିନିୟରଙ୍କ ଘରେ ରେଡ୍ । ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଥିବା ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଠିକଣାରେ ଭିଜିଲାନ୍ସ ଚଢାଉ କରିଛି । ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ଠିକଣାରେ ଚାଲିଛି ରେଡ୍। ଭୁବନେଶ୍ବରରୁ ସୁନ୍ଦରଗଡ଼ ଖୋଳତାଡ଼ ଚାଲିଛି। ସୁନ୍ଦରଗଡ଼ରେ ତିନି ମହଲା ଘର, ରାଉରକେଲା ଛେଣ୍ଡରେ ଦୁଇ ମହଲା ଘର, ଭୁବନେଶ୍ବର ଘାଟିକିଆ ଅରୋଭିଲାରେ […]

Continue Reading

ଜମ୍ମୁ କାଶ୍ମୀର କଠୁଆରେ ବାଦଲଫଟା ବର୍ଷା: ୭ଜଣକ ମୃତ୍ୟୁ ଅନେକ ଆହତ

ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ସୀମାନ୍ତ ଜୋଧଘାଟି ଗ୍ରାମରେ ଗତରାତିରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ  ଭୀଷଣ କ୍ଷୟକ୍ଷତି ଘଟିଛି। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଜୋଧଘାଟିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜାଙ୍ଗଲୋଟେରେ ଭୂସ୍ଖଳନରେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ କିସ୍ତୱାଡ଼ ଜିଲ୍ଲାର ଚିସୋଟି ଗ୍ରାମରେ ମଧ୍ୟ ଗତ ଗୁରୁବାର ଘଟିଥିବା ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ  ଆସିଥିବା ବିପର୍ଯ୍ୟୟର ମୁକାବିଲା ପାଇଁ […]

Continue Reading

୩ ଦିନ ପ୍ରବଳ ବର୍ଷା: ମାଲକାନଗିରି ଓ ନବରଙ୍ଗପୁରରେ ସ୍କୁଲ ଛୁଟି

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଆହୁରି ୩ ଦିନ ପ୍ରବଳ ବର୍ଷା । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି । ଏହା ଆସନ୍ତା ୨୪ ଘଣ୍ଟାରେ ଅଧିକା ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଅତି ପ୍ରବଳରୁ […]

Continue Reading

ନୀଳ ଡ୍ରମରେ ସ୍ବାମୀର ଶବ: ଘର ମାଲିକ ପୁଅ ସହ ସ୍ତ୍ରୀ ଫେରାର

ଉତ୍ତର ପ୍ରଦେଶର ମେରଠ ସହରରେ ଘଟିଥିବା ଚର୍ଚ୍ଚିତ “ନୀଳ ଡ୍ରମ୍ ମୁସ୍କାନ କାଣ୍ଡ” ଭଳି ଆଉ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ନୂଆ ଘଟଣା ରାଜସ୍ଥାନର ଖୈରଥଲ-ତିଜାରାରୁ ସାମ୍ନାକୁ ଆସିଛି। ଯେଉଁଠାରେ ରବିବାର ଦିନ ଏକ ଘରର ଛାତ ଉପରେ ରଖାଯାଇଥିବା ନୀଳ ପ୍ଲାଷ୍ଟିକ ଡ୍ରମ୍‌ରୁ ୩୫ ବର୍ଷୀୟ ଯୁବକ ହଂସରାମଙ୍କ ମୃତଦେହ ଉଦ୍ଧାର ହୋଇଛି। ଡ୍ରମ୍ ମିଳିବା ମାତ୍ରେ ସମଗ୍ର ଅଞ୍ଚଳରେ ସନ୍ଦିହାନ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସନ୍ଦିହାନ ଘଟଣା ଲୋକଙ୍କୁ ମେରଠର […]

Continue Reading

ଘୋର କଳିଯୁଗ: ମାଆକୁ ଦୁଷ୍କର୍ମ କଲା ପୁଅ!

ଜଣେ ୩୯ବର୍ଷୀୟ ଯୁବକ ତାଙ୍କ ନିଜ ମାଆଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଝିଅଙ୍କ ସହିତ ସାଉଦି ଆରବରୁ ତୀର୍ଥଯାତ୍ରାରୁ ଫେରିବା ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପୀଡିତା ତାଙ୍କ ୨୫ ବର୍ଷୀୟ ଝିଅ ସହିତ ହୌଜ କାଜି ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ପୁଅ ବିରୋଧରେ ଆକ୍ରମଣ ଏବଂ ଯୌନ ଶୋଷଣର ଗମ୍ଭୀର ଅଭିଯୋଗ ଆଣିଥିଲେ। ମହିଳା ଜଣକ କହିଛନ୍ତି ଯେ […]

Continue Reading

ସୃଷ୍ଟି ହେଲା ଲଘୁଚାପ: ୨୪ଘଣ୍ଟାରେ ଅବପାତ

ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ୨୪ ଘଣ୍ଟାରେ ଏହା ଅବପାତ ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ୩ ଜିଲ୍ଲାରେ ଭୀଷଣ ବର୍ଷା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ବିଜୁଳୀ ଘଡଘଡି ସହ ପବନର ବେଗ ୩୦ ରୁ ୪୦ କିମି ରହିବାର ଆଶଙ୍କା ରହିଛି । ଆସନ୍ତାକାଲି ଭୀଷଣ ବର୍ଷା […]

Continue Reading

ଚାଷୀଙ୍କ ପାଇଁ ଖୁସି ଖବର: ପଞ୍ଜିକରଣ ପାଇଁ ଆଉ ହେବନି ଝାମେଲା

ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ପଞ୍ଜିକରଣ ପାଇଁ ଆଉ ହେବନି ସମସ୍ୟା। ବଂଶାବଳୀ ପ୍ରମାଣପତ୍ର ବଦଳରେ ଦେବାକୁ ହେବ ଘୋଷଣାପତ୍ର। ୨୦୨୫-୨୬ ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣ ପ୍ରକିୟାକୁ ଆହୁରି ସରଳୀକରଣ କରିଛନ୍ତି ସରକାର। ପୂର୍ବରୁ ବଂଶାବଳୀ ପ୍ରମାଣ ପତ୍ର ପାଇଁ ଚାଷ ଜମିର ଉତ୍ତରାଧିକାରୀଙ୍କ ସମ୍ମତି ପତ୍ର ଆବଶ୍ୟକ ପଡୁଥିଲା। ଯେଉଁଥିପାଇଁ ଚାଷୀ ଆର ଆଇ ଅଫିସକୁ ଦୌଡିବାକୁ ବାଧ୍ୟ ହେଉଥିଲା। ଫଳରେ ବିଳମ୍ବିତ ପ୍ରକ୍ରିୟା ପାଇଁ ଚାଷୀ ସରକାରଙ୍କ ନିର୍ଦ୍ଧାରିତ ସମୟ ଭିତରେ […]

Continue Reading