ବର୍ଡର ୨ର ହେଲା ଘୋଷଣା, ୨୦୨୬ରେ ରିଲିଜ ହେବ…ଦର୍ଶକ କହିଲେ ଫିଲ୍ମ ହେବ ସୁପରହିଟ

୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ବଲିଉଡ ଚଳଚ୍ଚିତ୍ର ‘ବର୍ଡର’ ଭାରତୀୟ ସିନେମା ଜଗତରେ ଏକ ଐତିହାସିକ ଚଳଚ୍ଚିତ୍ର ଭାବେ ପରିଚିତ। ନିର୍ଦ୍ଦେଶକ ଜେ.ପି. ଦତ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଭାରତ-ପାକିସ୍ତାନ ସୀମାରେ ଥିବା ଯୁଦ୍ଧର ପୃଷ୍ଠଭୂମିରେ ନିର୍ମିତ ଏକ ଦେଶଭକ୍ତିପୂର୍ଣ୍ଣ କାହାଣୀ ଥିଲା। ଏହାର ନାୟକ ସନି ଦେଓଲଙ୍କ ଅଭିନୟ, ତାଙ୍କର ଶକ୍ତିଶାଳୀ ସଂଳାପ ଓ ଦେଶପ୍ରେମରେ ଭରା ଦୃଶ୍ୟ ଦର୍ଶକଙ୍କ ମନରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲା। ଏବେ, ୨୭ ବର୍ଷ ପରେ, ସନି […]

Continue Reading

ଖୁବ ଶୀଘ୍ର ଫେରିବେ ତାରା ସିଂହ, ଆସିବ ଗଦର ୩ !

ଗଦର: ଏକ ପ୍ରେମ କଥା’ ଏବଂ ‘ଗଦର ୨’ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଐତିହାସିକ ସ୍ଥାନ ଅଧିକାର କରିଛି। ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଦୁଇଟି ଦର୍ଶକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛି। ଏହାର ପ୍ରେମ, ଦେଶଭକ୍ତି ଏବଂ ନାଟକୀୟ କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିଛି। ‘ଗଦର ୨’ର ବିପୁଳ ସଫଳତା ପରେ ଏବେ ସମସ୍ତେ ଏହାର ତୃତୀୟ ଭାଗ ‘ଗଦର ୩’ର ରିଲିଜକୁ ଅପେକ୍ଷା କରିଛନ୍ତି। […]

Continue Reading

ଲୋକପ୍ରିୟ ଅଭିନେତ୍ରୀଙ୍କ ଖୁଲାସା: ଅଡିସନ ବାହାନାରେ ମତେ ଛୁଇଁବାକୁ ଚେଷ୍ଟା କରିଥଲେ ଆଉ ମୁଁ…

ଗ୍ଲାମର ସହିତ ଜଡ଼ିତ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍‌ର ଅଭିଯୋଗରେ ପ୍ରାୟ ଆସିଥାଏ। ଜାସ୍ମିନ ଭସିନ ମଧ୍ୟ ଏହି ସମ୍ବନ୍ଧରେ ଏକ ଘଟଣା ସେୟାର କରିଛନ୍ତି। ଟିଭି ଅଭିନେତ୍ରୀ ଜାସ୍ମିନ ଭସିନ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନରେ ଘଟିଥିବା ଏକ ଦୁଃଖଦ ଘଟଣା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଅଡିସନର ବାହାନାରେ ଜଣେ ନିର୍ଦ୍ଦେଶକ ତାଙ୍କୁ ହୋଟେଲ ରୁମ୍‌ରେ ବନ୍ଦ କରି ଖରାପ ଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ। ସେବେଠୁ ସେ ନିଷ୍ପତ୍ତି ନେଇଥିଲେ ଯେ ସେ […]

Continue Reading

ରଜନୀକାନ୍ତ ପାଗଳ କରୁଛନ୍ତି ଫ୍ୟାନସଙ୍କୁ! ହଜାର ହଜାର ଟଙ୍କାରେ ବିକ୍ରି ହେଲା ଟିକେଟ

ଚେନ୍ନାଇର ରୋହିଣୀ ସିନେମା ହଲ ବାହାରେ ଦୃଶ୍ୟ କୌଣସି ପର୍ବପର୍ବାଣୀରୁ କମ୍ ନଥିଲା। ୧୪ ଅଗଷ୍ଟ ୨୦୨୫ରେ ମୁକ୍ତିଲାଭ କରୁଥିବା ଫିଲ୍ମ “କୁଲି”ର ପ୍ରଥମ ଦିନର ପ୍ରଥମ ଶୋ’ (FDFS) ଟିକେଟ୍ ପାଇଁ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଟିକେଟ୍ ମୂଲ୍ୟ ୪୫୦୦ ଟଙ୍କା ଥିଲା, ଯାହା ହେଲିକପ୍ଟରରୁ ଫୁଲ ବର୍ଷା ଉତ୍ସବ ପାଇଁ ନିର୍ଦ୍ଧାରିତ ହୋଇଥିଲା। କଲିଉଡ଼ରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଏଭଳି ଏକ ଭବ୍ୟ ଉତ୍ସବ ଦେଖାଯାଇଥିଲା। ପ୍ରଶଂସକଙ୍କ ଉତ୍ସାହପୂର୍ଣ୍ଣ ଭିଡ଼ ରାସ୍ତାକୁ […]

Continue Reading

ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ କପିଲ ଶର୍ମା, କାହିଁକି ଜାଣନ୍ତୁ ଏହି ରିପୋର୍ଟରେ

ଏବେ କପିଲ ଶର୍ମାଙ୍କ ସମୟ ଭଲ ଚାଲିନଥିବା ବଲିଉଡରେ ଚର୍ଚ୍ଚା ହେଉଛି। କାରଣ ୪୦ ଦିନ ଭିତରେ ତାଙ୍କର କାନାଡା ସ୍ଥିତ କାଫେ ଉପରେ ଦୁଇଥର ଗୁଳିମାଡ଼ ହେଇଛି। ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ କପିଲ ଶର୍ମା ଖୋଲାଖୋଲି ଧମକ ଆଉ ଗୁଳିମାଡ଼ । କାନାଡାରେ ଥିବା କାଫେ ଉପରେ ଗୁଳିମାଡ଼ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ନିଜକୁ ଦାୟୀ କରିଛି । କେବଳ ସେତିକି ନୁହେଁ ଆକ୍ରମଣ ପଛରେ କପିଲଙ୍କ ସଲମାନ ଖାନଙ୍କ ସହ ବନ୍ଧୁତା ବୋଲି […]

Continue Reading

ବକ୍ସଅଫିସରେ ବିଗ୍ ଫାଇଟ୍: କୁଲି ନା ୱାର ୨ କିଏ ମାରିବ ବାଜି?

ଅଗଷ୍ଟ ୧୪ରେ ପରଦାକୁ ଆସିବ କୁଲି ଓ ୱାର ୨ । ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘କୁଲି’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଲୋକେଶ କନଗରାଜ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଆଶା ଓ ଉତ୍ସାହ ରହିଛି । କୁହାଯାଉଛି ଯେ ଏଥିରେ ରଜନୀକାନ୍ତ ତାଙ୍କ ଫ୍ୟାନସଙ୍କୁ ବଡ଼ ସରପ୍ରାଇଜ ଦେବେ। କୁଲି’ରେ ରଜନୀକାନ୍ତଙ୍କ ସହ ଶ୍ରୁତି ହାସନ ଓ ନାଗାର୍ଜୁନ […]

Continue Reading
Not only Nisha Maharana, Sahu Bhauj, Rani Priyadarsini, but many other artists cannot dance in Khandagiri.

ଖଣ୍ଡଗିରିରେ କେବଳ ନିଶା ମହାରଣା, ସାହୁ ଭାଉଜ, ରାଣୀ ପ୍ରିୟଦର୍ଶିନୀ ନୁହେଁ ନାଚି ପାରିବେ ନାହିଁ ଆହୁରି ଅନେକ କଳାକାର

ବ୍ୟୁରୋ : ଖଣ୍ଡଗିରିକୁ ଆସିବେ ନାହିଁ ୩ ନର୍ତ୍ତକୀ । ଖୋଲି ପାରିବେ ନାହିଁ ଅନ୍ତଃ ବସ୍ତ୍ର । କରିପାରିବେନି ଅଙ୍ଗ ପ୍ରଦର୍ଶନ । ଏପରି ଏକ ନିଷ୍ପତି ନେଇଛି ପୂଜା କମିଟି । ମୁଖ୍ୟତଃ ନିଶା ମହାରଣା, ସାହୁ ଭାଉଜ, ରାଣୀ ପ୍ରିୟଦର୍ଶିନୀଙ୍କ କଥା ସବୁଠି ଚର୍ଚ୍ଚା ହେଉଛି । ହେଲେ ସତ୍ୟ ଆଉ କିଛି ରହିଛି । ସତ କଥା ହେଉଛି ଆସନ୍ତା ଫେବୃଆରୀ ୬ ରୁ ୧୭ ଯାଏ ଖଣ୍ଡଗିରି କୁମ୍ଭ ମେଳା […]

Continue Reading

30 ବର୍ଷ ପରେ ପୁଣି ସିନେମା ହଲକୁ ଆସିବାକୁ ଯାଉଛି ଫିଲ୍ମ ‘କରଣ ଅର୍ଜୁନ’ , ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ହେଲେ ଉତ୍ସାହିତ |

ବଲିଉଡର 1995 ବ୍ଲକବଷ୍ଟର ଚଳଚ୍ଚିତ୍ର ‘କରଣ ଅର୍ଜୁନ’ ପୁଣି 22 ନଭେମ୍ବର 2024 ରେ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ | ଚଳଚ୍ଚିତ୍ରଟି ଆକ୍ସନ୍, ଆବେଗ ଏବଂ ଜବରଦସ୍ତ ଡ୍ରାମାରେ ପରିପୂର୍ଣ୍ଣ ଏବଂ ଏହାକୁ ଏକ ନୂଆ ରିଲିଜ୍ ଭାବରେ ଦେଖାଯିବ | ଆଜି ଫିଲ୍ମର ଟ୍ରେଲର ଲଞ୍ଚ କରାଯାଇଛି, ପ୍ରଶଂସକମାନେ ଏହା ଦେଖିବା ପରେ ବହୁତ ଉତ୍ସାହିତ ଅଛନ୍ତି | ଫିଲ୍ମର ନିର୍ଦ୍ଦେଶକ ତଥା ନିର୍ମାତା ରାକେଶ ରୋଶନ ତାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ […]

Continue Reading

୪ ଡିସେମ୍ବରରେ ନାଗା ଚୈତନ୍ୟଙ୍କ ଧର୍ମପତ୍ନୀ ହେବେ ଶୋଭିତା ଧୁଲିପାଲା। ହାଇଦ୍ରାବାଦରେ ହେବ ବାହାଘର।

ସାଉଥ୍ ଅଭିନେତା ନାଗା ଚୈତନ୍ୟ ନିଜର ଲଭ୍ ଲାଇଫ୍ କୁ ନେଇକି ଚର୍ଚ୍ଚାରେ ଅଛନ୍ତି । ସାମନ୍ଥା ଋତୁପ୍ରଭାଙ୍କ ସହ ଛାଡପତ୍ର ହେଲାପରେ ନାଗାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ଶୋଭିତା ଧୁଲିପାଲା ।  ଦୁହିଁଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଗୋଟେ ପ୍ରକାରର ଏକ୍ସସାଇଟମେଣ୍ଟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି କପଲ୍ ଡେଷ୍ଟିନେସନ ବାହାଘର ନ କରିକି ହାଇଦ୍ରାବାଦରେ ଏକ ରାଜକୀୟ ଅନ୍ଦାଜରେ ବିବାହ କରିବେ । ଦୁହିଁଙ୍କ ବିବାହ ପରମ୍ପରା ଅନୁସାରେ […]

Continue Reading

କଂଗ୍ରେସ ନେତା ଅର୍ଜୁନ ପ୍ରତାପ ବାଜୱାଙ୍କୁ ଡେଟ କରୁଛନ୍ତି ସାରା ଅଲି ଖାନ । ପ୍ରେମିକଙ୍କ ସହିତ ନଜର ଆସିଲେ କେଦାରନାଥ ଧାମରେ ।

ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଝିଅ ଅର୍ଥାତ୍ ଅଭିନେତ୍ରୀ ସାରା ଅଲି ଖାନ ବର୍ତ୍ତମାନ ତାଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି।  ସାରା ବର୍ତ୍ତମାନ କଂଗ୍ରେସ ନେତା ଅର୍ଜୁନ ପ୍ରତାପ ବାଜୱାଙ୍କୁ ଡେଟ କରୁଛନ୍ତି। ଏହି ଅଭିନେତ୍ରୀଙ୍କୁ କେଦାରନାଥ ଧାମରେ ମଧ୍ୟ ଦେଖିବାକୁ ମିଳିଥିଲା ନିଜ ବଏଫ୍ରେଣ୍ଡ୍ ସହ। ସାରା ଅଲି ଖାନ କିଛି ଦିନ ପୂର୍ବରୁ କେଦାରନାଥ ଧାମକୁ ଦର୍ଶନ କରିବାକୁ ଯାଇଥିଲେ। ସେଠାରୁ ସେ କିଛି ଫୋଟୋ ସେୟାର କରିଥିଲେ ଯେଉଁଥିରେ […]

Continue Reading