WhatsAppରେ ଆସିଲା ଆଉ ଏକ ନୂଆ ଫିଚର, ଏଣିକି Lock ହେବ ନିର୍ଦ୍ଦିଷ୍ଟ ଚାଟ ବକ୍ସ

ନୂଆଦିଲ୍ଲୀ: ମେଟା ହ୍ୱାଟ୍ସଆପକୁ ନେଇ ଏକ ନୂଆ ଏବଂ ଦମଦାର ଫିଚରର ଘୋଷଣା କରିଛି । ଦୀର୍ଘ ଦିନରୁ ୟୁଜରଙ୍କୁ ଯେଉଁ ଫିଚରର ଅପେକ୍ଷା ରହିଥିଲା, ବର୍ତ୍ତମାନ ସେହି ଫିଚରକୁ ଆଣିଛି ହ୍ୱାଟ୍ସଆପ କମ୍ପାନୀ । ଏହି ନୂଆ ଫିଚରର ବ୍ୟବହାର କରି ଏଣିକି ୟୁଜର କୌଣସି ନିର୍ଦ୍ଦିଷ୍ଟ ଚାଟକୁ ଲକ୍ କରିପାରିବେ । କୌଣସି ବ୍ୟକ୍ତି ତଥା ଗ୍ରୁପକୁ ଲକ୍/ଅନଲକ୍ କରିବା ପାଇଁ ଏକ ନୂଆ ଅପ୍ସନ ଦେଇଛି ହ୍ୱାଟ୍ସଆପ୍ । ଗତ କିଛି ଦିନରୁ […]

Continue Reading

ଜୁନ ୪ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର: ଜୁନ ୪ ତାରିଖରେ କେରଳ ଛୁଇଁବ ମୌସୁମୀ । ଏ ନେଇ ମଙ୍ଗଳବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଆଇଏମଡି ତାର ଟୁଇଟରରେ ଏ ନେଇ ସୂଚନା ଦେଇଛି । ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ପୂର୍ବ ବର୍ଷମାନଙ୍କ ତୁଳନାରେ ସାମାନ୍ୟ ବିଳମ୍ବରେ ଆସିବ । ଜୁନ ୪ରେ କେରଳ ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ତେବେ ଏଥିରେ ୪ ଦିନ ଏପାଖ ସେପାଖ ହୋଇପାରେ ବୋଲି ଆଇଏମଡି […]

Continue Reading

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ନାମକୁ ନେଇ ସସପେନ୍ସ ଜାରି, ଗୁରୁବାର ଶପଥ ନେବେ ନୂତନ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ!

କର୍ଣ୍ଣାଟକ: କର୍ଣ୍ଣାଟକରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି, ଏହା ପରେ ଏହା ବର୍ତ୍ତମାନ ସରକାର ଗଠନ ପ୍ରକ୍ରିୟାରେ ଆରମ୍ଭ ହୋଇଛି। ତେବେ କିଏ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ପାର୍ଟିରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇ ନାହିଁ। ଆଜି ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ପାର୍ଟି ବୈଠକରେ ମୁଖ୍ୟମନ୍ତ୍ରୀ ନାମରେ ମୋହର ଲାଗିବ ବୋଲି କୁହାଯାଉଛି। ଏହି ସମୟରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ତଥା କ୍ୟାବିନେଟ ଗୁରୁବାର ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ଖବର […]

Continue Reading

ରାଜସ୍ଥାନ ବିପକ୍ଷରେ ବାଙ୍ଗାଲୋରର ବୃହତ ବିଜୟ

ଜୟପୁର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଥିଲା । ଫାପ ଡୁପ୍ଲେସି ୫୫ ଓ ଗ୍ଲେନ ମ୍ୟାକ୍ସୱେଲ ୫୪ ରନ କରିଥିଲେ । ବିରାଟ କୋହଲି ୧୮ ଏବଂ ଅନୁଜ ରାୱତ ଶେଷ ଭାଗରେ ଦ୍ରୁତ ୨୯ ରନ ସଂଗ୍ରହ କରିଥିଲେ । ଆଡାମ […]

Continue Reading

ମହାକାଶରେ ହେବ ହୋଟେଲ, ଉଡ଼ି ଉଡ଼ି ନେବେ ଖାଦ୍ୟର ମଜା

ଫ୍ରାନ୍ସ: ଆମେ ପ୍ରତ୍ୟେକ ଦିନ ଘରେ ଖାଇଥାଉ । ଆଉ କେବେ କେବେ ହୋଟେଲ ଯାଇ ଖାଇବାକୁ ବି ପସନ୍ଦ କରିଥାଉ । କିନ୍ତୁ ଏବେ ଉଡ଼ି ଉଡ଼ି ଖାଦ୍ୟର ମଜା ନେଇପାରିବେ । ଏମିତି ଏକ ନୂଆ ବିକଳ୍ପ ଏବେ ଆସିଛି, ଯେଉଁଥିରେ ଉଡ଼ାଣ ସମୟରେ ଖାଇବାରେ ସକ୍ଷମ ହୋଇପାରିବେ । ଫ୍ରାନ୍ସର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏହା ଘୋଷଣା କରିଛି । ଆଗକୁ କମ୍ପାନୀ ମହାକାଶରେ ଏକ ହୋଟେଲ ଖୋଲୁଛି, ଯେଉଁଠି ଲୋକେ ଖାଦ୍ୟ […]

Continue Reading

ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଦଶମ ଆଇସିଏସଇ ଏବଂ ଦ୍ୱାଦଶ (ଆଇଏସସି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଆଜି ଅପରାହ୍ନ ୩ ଟା ବେଳକୁ ପ୍ରକାଶ ପାଇବ । ଏନେଇ ସିଆଇଏସସିଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରିକ୍ଷାର୍ଥୀ ମାନେ ୱେବସାଇଟ (www.cisce.org/results. cisce. org)କୁ ଲଗଇନ କରି ପରୀକ୍ଷା ଫଳ ପାଇପାରିବେ କିମ୍ବା ଏସଏମଏସ୍ ଜରିଆରେ ମଧ୍ୟ ଆଇସିଏସଇ ଏବଂ ଆଇଏସସି ପରୀକ୍ଷା ଫଳ […]

Continue Reading

କଂଗ୍ରେସର ବିଜୟ ଟ୍ରେଣ୍ଡ କାମ ଦେଲାନି; ହାରିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ବାଙ୍ଗାଲୋର: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ । ସ୍ପଷ୍ଟ ବହୁମତ ଆଡକୁ ଆଗେଇ ଚାଲିଛି କଂଗ୍ରେସ । ଏକ୍ଗିଟ ପୋଲର ଆକଳନଠାରୁ ଯଥେଷ୍ଟ ଅଧିକ ବହୁମତ ପାଇଁ ଆଗେଇଛି କଂଗ୍ରେସ । ହେଲେ ବିଜୟର ଏହି ମହାସ୍ରୋତରେ କେମିତି ବାଦ ପଡିଗଲେ କର୍ଣ୍ଣାଟକର ଏହି ହେଭିୱେଟ ନେତା ? ଦଳ ଛାଡିବା କ’ଣ ତାଙ୍କ ପାଇଁ ମହଙ୍ଗା ପଡିଲା କି ? କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ହୁବଲୀ-ଧରୱାଡ ସେଣ୍ଟ୍ରାଲ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ […]

Continue Reading

ମ୍ୟାଚ ମଝିରେ କୋହଲି..କୋହଲି ଚିଲାଇ ଗୌତମ ଗମ୍ଭୀରଙ୍କ ଉପରକୁ ଚପଲ ପକାଇଲେ ଦର୍ଶକେ, ଅଟକିଲା ଖେଳ

ହାଇଦ୍ରାବାଦ: ଶନିବାର ହାଇଦ୍ରାବାଦରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ମଧ୍ୟରେ ଚାଲିଥିବା ଆଇପିଏଲ୍ ମ୍ୟାଚ୍ ରେ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଏଲଏସଜି ଡଗଆଉଟରେ ଦର୍ଶକମାନେ କିଛି ଜିନିଷ ଫିଙ୍ଗିବାରୁ, ଏଭଳି ଅଭାବନୀୟ ଆଚରଣ ଯୋଗୁଁ ମ୍ୟାଚକୁ ପ୍ରାୟ ୧୦ ମିନିଟ ପାଇଁ ବନ୍ଦ କରିବାକୁ ପଡିଥିଲା। ତୁରନ୍ତ ଅନ୍ ଫିଲ୍ଡ ଅମ୍ପାୟାର ଅକ୍ଷୟ ଟୋଟ୍ରେ, ଜେ ମାଡଙ୍ଗୋପାଲଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା ​​କାରଣ LSG ଖେଳାଳି ଏବଂ […]

Continue Reading

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ଡରାଉଛନ୍ତି ଉଦ୍ଧବ !

ଭୁବନେଶ୍ୱର: ଶିବସେନା ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ରାଜନୀତି ଉଗ୍ର ରୁପ ନେବାରେ ଲାଗିଛି। ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ବୋଲି ବିରୋଧୀ ଆଶା ରଖିଥିବା ବେଳେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପ୍ରିମକୋର୍ଟ ଏ ପ୍ରସଙ୍ଗରେ ତତ୍କାଳୀନ ରାଜ୍ୟପାଳଙ୍କ ଉପରେ ବର୍ଷିବା ସହ ବାଚସ୍ପତିଙ୍କ ଉପରେ ମଧ୍ୟ ବର୍ଷିଥିଲେ। ଏପରିକି ଯେଉଁ ଢଙ୍ଗରେ ସିନ୍ଦେ ସରକାର ଗଢ଼ା ହେଲା ତାହା ଆଇନସମ୍ମତ ନୁହେଁ […]

Continue Reading

ପୂରନଙ୍କ ବିସ୍ପୋରକ ବ୍ୟାଟିଂ: ହାଇଦ୍ରାବାଦ୍‌କୁ ହରାଇ ପ୍ଲେ ଅଫ୍ ଆଶା ବଞ୍ଚାଇ ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍

ହାଇଦ୍ରାବାଦ୍‌: ଚଳିତ ଆଇପିଏଲ୍ ସିଜିନ୍‌ର ୫୮ ତମ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଲକ୍ଷ୍ନୌ। ଏହି ମ୍ୟାଚ୍ ଦୁଇ ଟିମ୍ ପାଇଁ ଗୁରୁତ୍ୱପୁର୍ଣ୍ଣ ଥିବା ବେଳେ ବାଜି ମାରି ନେଇଛି ଲକ୍ଷ୍ନୌ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍ ଲକ୍ଷ୍ନୌ ଆଗରେ ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ଟିମ୍ ୩ ଉଇକେଟ୍ ହରାଇ ହାସଲ କରି ନେଇଥିଲା। ଲକ୍ଷ୍ନୌ ପାଇଁ ପ୍ରେରକ ମଙ୍କଡ଼ ସର୍ବାଧିକ ରନ୍ ସ୍କୋର କରିଥିବା ବେଳେ […]

Continue Reading