ପଶ୍ଚିମବଙ୍ଗରେ ଭୟଙ୍କର ବିସ୍ଫୋରଣ; ୭ ଜଣଙ୍କ ମୃତ୍ୟୁ, ଅନେକ ଲୋକ ଆହତ
କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନପୁର ଜିଲ୍ଲା ଅନ୍ତର୍ଗତ ଏଗ୍ରା ଖାଦିକୁଲ ଗାଁରେ ଏକ ଭୟଙ୍କର ବିସ୍ଫୋରଣ ଘଟିଯାଇଛି । ବେଆଇନ ବାଣ କାରଖାନାରେ ହଠାତ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୭ ଜଣଙଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ସେଠାରେ ବାଣ ତିଆରି ନାଁରେ ବୋମା ଭିଡାଯାଉଥିଲା । ଅସାବଧାନତା ଯୋଗୁଁ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି ଏବଂ ୭ […]
Continue Reading
