ଲିଭଇନରେ ରହି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ

ଲିଭ୍ ଇନ୍ ରେ ରହିଲେ ଦୁଷ୍କର୍ମ କଲେ। ଏପରି ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ତାଙ୍କ ଅଭିଯୋଗ ମୁତାବକ ଯୁବକ ଜଣକ ତାଙ୍କ ବିନା ଅନୁମତିରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ସୁଟିଂ କରିଛନ୍ତି। ଖାଲି ସେତିକି ନୁହେଁ ଅଭିଯୁକ୍ତ ଯୁବକଙ୍କ ନିକଟରେ ତାଙ୍କର କିଛି ଜରୁରୀ କାଗଜପତ୍ର ରହିଥିବା ମଧ୍ୟ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

Continue Reading

Social Media ନିୟମ: ଏଣିକି ପିଲାମାନଙ୍କର ଫଟୋ କିମ୍ବା ଭିଡିଓ ସେୟାର କରିଲେ ଅଭିଭାବକମାନଙ୍କୁ ଯିବାକୁ ପଡିବ ଜେଲ!

ନୂଆଦିଲ୍ଲୀ: ଯଦି ଆପଣ ସୋସିଆଲ ମିଡିଆ ନିଜ ପିଲାଙ୍କ ଫଟୋ ସେୟାର କରୁଛନ୍ତି ତେବେ ଏହା ପାଇଁ ଆପଣଙ୍କୁ ଦଣ୍ଡ ମିଳିପାରେ। ଏବେ ସୋସିଆଲ ମିଡିଆ ଯୁଗରେ ଗୋପନୀୟତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏଭଳି ପରିସ୍ଥିତିରେ ଏକ ନୂତନ ସୋସିଆଲ ମିଡିଆ ଆଇନ ଆବଶ୍ୟକ। ନୂତନ ସୋସିଆଲ ମିଡିଆ ଆଇନ ଯାହା ୨୬ ମଇ ୨୦୨୧ ରେ ଭାରତରେ ଲାଗୁ ହେଇଛି । ଏଥିରେ ବିନା ଅନୁମତିରେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର […]

Continue Reading

ଛାତ୍ରଛାତ୍ରୀମାନେ କରନ୍ତୁ ନାହିଁ ଚିନ୍ତା, IGNOU ଜାନୁଆରୀ ସେସନ ପାଇଁ ବଢିଲା ଆବେଦନ କରିବାର ଡେଟ୍ ଲିଷ୍ଟ

ନୂଆଦିଲ୍ଲୀ: ଯେଉଁ ଛାତ୍ରଛାତ୍ରୀମାନେ IGNOU ଜାନୁଆରୀ ସେସନ ପାଇଁ ଆବେଦନ କରିନାହାଁନ୍ତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସି ପହଁଚିଛି। ଯେଉଁ ଛାତ୍ରମାନେ ଏହି ଅଧିବେଶନ ପାଇଁ ଆବେଦନ କରିନାହାଁନ୍ତି, ସେମାନେ ବର୍ତ୍ତମାନ ଚିନ୍ତା କରନ୍ତୁ ନାହିଁ, କାରଣ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭର୍ସିଟି, ଆଇଜିଏନୟୁ ପୁନଃ ପଞ୍ଜିକରଣ ପାଇଁ ଶେଷ ତାରିଖ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ପ୍ରାର୍ଥୀମାନେ ଏହି ଅଧିବେଶନ ପାଇଁ ମାର୍ଚ୍ଚ ୨୭, ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ […]

Continue Reading

ଭାରତ 6G ଭିଜନ ଡକ୍ୟୁମେଣ୍ଟ ଲଞ୍ଚ କଲେ PM ମୋଦୀ: ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଆଗକୁ ବଢ଼ିବାରେ ଲାଗିଛି । ଗତ ବର୍ଷ ଦେଶରେ ୫ଜି ଟେକ୍ନୋଲୋଜି ଲଞ୍ଚ ହୋଇଥିଲା । ଦେଶରେ ୫ଜି ବିଳମ୍ବରେ ଲଞ୍ଚ ହୋଇଥିଲେ ହେଁ ୬ଜି’କୁ ନେଇ ଦେଶ ବହୁତ ଆଗରେ ରହିଛି । ଏନେଇ ବର୍ତ୍ତମାନଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ୬ଜି ଭିଜନ ଡକ୍ୟୁମେଣ୍ଟ ଲଞ୍ଚ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ୬ଜି ରିସର୍ଚ୍ଚ ଓ ଡେଭଲପମେଣ୍ଟ ଟେଷ୍ଟ ବେଡ୍ […]

Continue Reading

ଅମ୍ରିତପାଲ ସମର୍ଥନରେ ବାହାରିଲା ଗୁରପତୱନ୍ତ ପନ୍ନୁ, ଦିଲ୍ଲୀ ପାୱାର ହାଉସ ବନ୍ଦ କରିବାକୁ ଧମକ

ନୂଆଦିଲ୍ଲୀ: ଆତଙ୍କବାଦୀ ତଥା ଖଲିସ୍ତାନ ସମର୍ଥକ ଗୁରପତୱନ୍ତ ସିଂ ପନ୍ନୁ ବୁଧବାର ଖୋଲାଖୋଲି ଭାବେ ଅମ୍ରିତପାଲ ସିଂ ସମର୍ଥନରେ ବାହାରିଛି । ସେ ଏକ ଅଡିଓ ମେସେଜ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚେତାବନୀ ଦେଇଛି । ସିଖ ଫର ଜଷ୍ଟିସର ମୂଖ୍ୟ କହିଛି ଅମ୍ରିିତପାଲ ସିଂ ଘଟଣାରେ ଯଦି କେନ୍ଦ୍ର ସରକାର ପଞ୍ଜାବରେ କୌଣସି ଭୂଲ ପଦକ୍ଷେପ ନିଅନ୍ତି ତାହାହେଲେ ସେମାନେ ଏଥିପାଇଁ ଦାୟୀ ରହିବେ । ଏପରିକି ଆମେ […]

Continue Reading

ପାର୍କରେ ବୁଲିଲେ, ସାଙ୍ଗ ହୋଇ ଗୁପଚୁପ ଖାଇଲେ ଦୁଇ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁପଚୁପର ଲୋଭ ଏଡାଇ ହେବନି । ପୁଣି ଦୁଇ ସାଙ୍ଗ ଏକାଠି ହୋଇ ଗୁପଚୁପ ଖାଇବାର ସ୍ୱାଦ ଆହୁରି ନିଆରା । ସେ ସାଧାରଣ ମଣିଷ ହୁଅନ୍ତୁ ବା ହୁଅନ୍ତୁ ହାଇ ପ୍ରୋଫାଇଲ ନେତା ! ସମସ୍ତଙ୍କୁ ଟାଣିଆଣେ ଗୁପଚୁପର ସ୍ୱାଦ । ଏଇ ଦେଖନ୍ତୁ କେମିତି ଏକାଠି ହୋଇ ଗୁପଚୁପ ଖାଉଛନ୍ତି ଦୁଇ ପ୍ରଧାନମନ୍ତ୍ରୀ । ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଭାରତ ଗସ୍ତରେ ଆସିଛନ୍ତି । ସୋମବାର ସେ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ […]

Continue Reading

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଦ୍ରକ ଗସ୍ତ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଭଦ୍ରକ ଗସ୍ତ ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ତେବେ ଶାହଙ୍କ ଭଦ୍ରକ ଗତ କାହିଁକି ସ୍ଥଗିତ ରଖାଗଲା ସେ ନେଇ କୌଣସି କାରଣ କୁହାଯାଇ ନାହିଁ । ଅମିତ ଶାହଙ୍କ ଗସ୍ତ ସ୍ଥଗିତ ନେଇ ଦିଲ୍ଲୀର କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ରାଜ୍ୟ ବିଜେପି […]

Continue Reading
Annie Sprinkle and Beth Stephens married the Earth in 2008

ପ୍ରେମ ପାଇଁ ଗଛ ସହ ଶାରୀରିକ ସମ୍ପର୍କ ରଖିଲେ ମହିଳା

ପ୍ରେମ, ଏପରି ଏକ ଶବ୍ଦ ଯାହା ବିଶ୍ଵାସର ଅନ୍ୟ ଏକ ପରିଭାଷା କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରେମ ପାଇଁ କିଏ ନଦୀ ଡେଇଁ ଯାଏ ଆଉ କିଏ ପାହାଡ ପାର ହେଇଯାଏ। ପ୍ରେମରେ ପଡିଲେ କଣ ଠିକ୍ କଣ ଭୁଲ୍ ତାହା ଜଣା ପଡେ ନାହିଁ। ପ୍ରେମ ଥରେ ହେଲେ ତାହା ଲୁଚି ରୁହେ ନାହିଁ। ଯାହା ସହ ଥରେ ପ୍ରେମ ହୁଏ ସେ ଦୁନିଆର ସବୁଠାରୁ ସୁନ୍ଦର ଲାଗେ। ଏପରି ଏକ ପ୍ରେମରେ ପଡ଼ିଛନ୍ତି ଆମେରିକାର ରହୁଥିବା ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସ । ୨୦୦୪ରେ ସେମାନେ ଅନୁଭବ କଲେ ଯେ, ସେମାନଙ୍କୁ ଗଛକୁ ଭଲ ପାଆନ୍ତି ଓ ଏହି ପ୍ରେମ ଅନ୍ୟମାନଙ୍କ ଠାରୁ ଟିକେ ଅଲଗା । ଫଳରେ ସେ ଦୁହେଁ ୨୦୦୮ ମସିହାରେ ଗଛ ସହିତ ବିବାହ କରିଥିଲେ । ଏବେ ସେ ଦୁହେଁ ନିଜ ରିଲେସନସିପ ବିଷୟରେ ଲୋକଙ୍କ ସାମ୍ନାରେ ଖୁଲାସା କରିଛନ୍ତି ।

Continue Reading

ମାର୍ଚ୍ଚରେ ୟୁ ଟର୍ଣ୍ଣ ମାରି ଆସୁଛି ଥଣ୍ଡା: ନିର୍ଧୁମ ତାତି ପରେ ଫେରିବ ମୌସୂମୀ

ନୂଆଦିଲ୍ଲୀ: ପ୍ରବଳ ଖରା ଏବଂ ତାତି ପରେ ଏବେ ଦେଶରେ ମୌସୂମୀ ପୁଣି ଥରେ ୟୁ ଟର୍ଣ୍ଣ ନେଇଛି । ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଗତ ସପ୍ତାହ ପର୍ଯ୍ୟନ୍ତ ଦେଶରେ ତାତିକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ବର୍ଷା ପରେ ବଦଳିଯାଇଛି ପାଣିପାଗ । ଏହାବ୍ୟତୀତ ଆଗାମୀ ଦିନମାନଙ୍କ ପାଇଁ ମଧ୍ୟ ପୂର୍ବାନୁମାନ କରି ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ମାର୍ଚ୍ଚରେ ଅଚାନକ ଏମିତି ପରିବର୍ତ୍ତନ […]

Continue Reading

ଆଜି ପଖାଳ ଦିବସ: ବିଶ୍ୱ ଦରବାରରେ ଓଡ଼ିଆର ପରିଚୟ, ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ଲାଗି ହୁଏ ଅନେକ କିସମର ପଖାଳ

ଭୁବନେଶ୍ୱର: କଥାରେ ଅଛି ନଇକେ ବାଙ୍କ୍ ଦେଶକେ ଫାଙ୍କ୍ । ବିଶାଳ ଭାରତ ବର୍ଷରେ ଭାଷାରେ ଯେପରି ଭିନ୍ନତା ରହିଛି ଖାଦ୍ୟରେ ମଧ୍ୟ ବିବିଧତା ଭରି ରହିଛି । ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟରେ ଥାଏ ସେହି ରାଜ୍ୟର ଭିନ୍ନ ଏକ। ମହକ ଓ ଭିନ୍ନ ଏକ ସ୍ୱାଦ । ବିଶ୍ୱ ଦରବାରରେ ଓଡିଆ ମାନଙ୍କର ଯଦି କିଛି ସ୍ୱତନ୍ତ୍ର ପରିଚୟ ଥାଏ ତାହା ହେଉଛି ବଡଦେଉଳ ଆଉ ଓଡିଆମାନଙ୍କର ଅତି ପ୍ରିୟ ପଖାଳକୁ […]

Continue Reading