ବିସିସିଆଇ ଆବେଦନ ପରେ ଆଇସିସି ବଦଳାଇଲା ଇନ୍ଦୋର ପିଚ ରେଟିଂ

ଇନ୍ଦୋର: ଇନ୍ଦୋର ପିଚ ନେଇ ବିସିସିଆଇର ସମ୍ମାନ ରକ୍ଷା ହୋଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇନ୍ଦୋରରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପିଚକୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଖରାପ ପିଚ ଶ୍ରେଣୀରେ ସାମିଲ କରିବା ସହ ଡିମେରିଟ୍ସ ପଂଏଟ ଦେଇଥିଲା । ଏହା ପରେ ମାର୍ଚ୍ଚ ୧୪ରେ ବିସିସିଆଇ ଏ ନେଇ ଆବେଦନ କରିଥିଲା । ସୋମବାର ଆଇସିସି ପିଚ ରେଟିଂରେ ପରିବର୍ତନ କରିଛି । ବର୍ତମାନ ୩ ଡିମେରିଟି ପଂଏଟ ବଦଳରେ […]

Continue Reading

ତାଣ୍ଡବ ରଚିଛି ଘୂର୍ଣ୍ଣିବଳୟ ; ଭାଙ୍ଗିଲା ଘର-ଦ୍ୱାର, ୨୫ ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକାରରେ ଭୟଙ୍କର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମିସିସିପି ଏବଂ ଆଲାବାମାରେ ତାଣ୍ଡବ ରଚିଥିବାବେଳେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ମିସିସିପିରୁ ଆସିଥିବା ଚିତ୍ରଗୁଡ଼ିକରେ ବିନାଶର ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ପର‌୍ୟ୍ୟନ୍ତ ଘୂର୍ଣ୍ଣିବଳୟ ଯୋଗୁଁ ୨୫ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମିସିସିପି ଜରୁରୀକାଳୀନ ପରିଚାଳନା ଏଜେନ୍ସି ଅନୁଯାୟୀ ଘୂର୍ଣ୍ଣିବଳୟର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟରରୁ ଅଧିକ ଥିଲା। ଏଥିରେ ଶହ ଶହ […]

Continue Reading

ବଡ଼ ଖବର: ପୁଣି PM ମୋଦୀଙ୍କ ସୁରକ୍ଷାରେ ତ୍ରୁଟି, ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ମାଡ଼ି ଆସିଲେ ଜଣେ ଯୁବକ

ନୂଆଦିଲ୍ଲୀ: ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ଗସ୍ତ ଅବସରରେ ସୁରକ୍ଷା କାରଣରୁ ମୋଦୀଙ୍କ କାର କେଡକୁ ଏକ ଫ୍ଲାଏଓଭର ଉପରେ ଅଟକାଇବାକୁ ପଡ଼ିଥିଲା । ଏହି ଘଟଣାକୁ ନେଇ ସେ ସମୟରେ ସାରା ଦେଶରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲ । ଉକ୍ତ ଘଟଣା ଆଜି ପର୍ଯ୍ୟନ୍ତ ମଧ୍ୟ ବିଚାରାଧୀନ ରହିଛି । ଏଥିସହିତ ମୋଦୀଙ୍କ ନିକଟକୁ ଅନେକ ସମୟରେ କିଛି ଅଜଣା ବ୍ୟକ୍ତି ମଧ୍ୟ ଯିବାକୁ ପ୍ରୟାସ କରିଥାନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ […]

Continue Reading

ହଲିଉଡ ଫିଲ୍ମ ଅଫରକୁ ରୋକ୍‌ଠୋକ୍ ମନା କଲେ ରଣବୀର

ମୁମ୍ବାଇ: ଫିଲ୍ମ ‘ ତୁ ଝୁଠି ମୈ ମକ୍କାର’କୁ ନେଇ ବଲିଉଡ ଅଭିନେତା ରଣବୀର କପୁର ବେଶ୍ ଚର୍ଚ୍ଚାରେ । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଛି । ରଣବୀରଙ୍କ ଚମତ୍କାର ଅଭିନୟ ପାଇଁ ତାଙ୍କର ଅନେକ ହିଟ ଫିଲ୍ମ ହିଟ୍ ହେଉଛି । ଏବେ ରଣବୀରଙ୍କୁ ହଲିଉଡରେ ଏକ ବ୍ଲକବଷ୍ଟର ଫିଲ୍ମର ଅଫର ମିଳିଛି । ହେଲେ ସେ ଏହାକୁ କରିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି । ରଣବୀର କହିଛନ୍ତି, […]

Continue Reading

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ନୀତୁ

ନୂଆଦିଲ୍ଲୀ: ହରିୟାଣାର ନୀତୁମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୪୮ରୁ ୪୮ କିଗ୍ରା ବିଭାଗରେ ସେ ଚାମ୍ପିୟନ ହୋଇଛନ୍ତି । ଏହା ତାଙ୍କ କ୍ୟାରିୟରର ପ୍ରଥମ ଟାଇଟଲ । ଫାଇନାଲରେ ନୀତୁ ମଙ୍ଗୋଲିଆର ଲୁତ୍ସାଇଖାନଙ୍କୁ ୫-୦ରେ ପରାସ୍ତ କରିଥିଲେ । ଫାଇନାଲ ବେଶ ରୋମାଂଚପୂର୍ଣ୍ଣ ଥିଲା । ଏପରିକି ଦୁଇ ବକ୍ସର ବିଜେତା ହେବା ନେଇ ନିଶ୍ଚିତ ଥିଲେ । ଯେତେବେଳେ ନୀତୁ ବିଜେତା ଘୋଷିତ କରାଗଲା ମଙ୍ଗୋଲିଆ ବକ୍ସର […]

Continue Reading

ପୁଣି କାୟା ବିସ୍ତାର କଲାଣି କରୋନା; ୧୪୬ ଦିନ ପରେ ଆଜି ସର୍ବାଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ସରଗରମ ଥିବା ରାଜନୈତିକ ମାହୋଲ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏପଟେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି କୋଭିଡ୍-୧୯। ଶନିବାର ଦେଶରେ ୧୫୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ୧୪୬ ଦିନ ଭିତରେ ସର୍ବାଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ବର୍ତ୍ତମାନ କରୋନା ସକ୍ରିୟ ସଂଖ୍ୟା ୮୬୦୧ରେ ପହଞ୍ଚିଛି। ଗତ କିଛିଦିନ ହେଲା ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ […]

Continue Reading

କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ଏବେ ଜୋରସୋରରେ ଲାଗିପଡିଛନ୍ତି । ତେବେ କଂଗ୍ରେସ ଆଜି ପାଦେ ଆଗେଇ ୧୨୪ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକା ମୁତାବକ କଂଗ୍ରେସ ପିସିସି ସଭାପତି ଡିକେ ଶିବକୁମାର କନକପୁରାରୁ ନିର୍ବାଚନ ଲଢ଼ିବେ । ଅନ୍ୟପଟେ ବରୁଣାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଟିକେଟ ଦିଆଯାଇଛି । କୁହାଯାଉଛି ଯେ ସିଦ୍ଧରମେୟା କୋଲାରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ […]

Continue Reading
Staff Selection Commission (SSC) has invited online applications for Ladakh Post

ବାହାରିଲା SSCରେ ନିଯୁକ୍ତି, ୨୦୫ ପଦବୀରେ ପାଇବେ ଚାକିରି

କର୍ମଚାରୀ ଚୟନ ଆୟୋଗ (SSC) ଲଦାଖ ପୋଷ୍ଟ୍‌ ପାଇଁ ଅନ୍‌ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ଆଗ୍ରହୀ ପ୍ରାର୍ଥୀମାନେ SSCର ଅଫିସିଆଲ୍ ୱେବସାଇଟ୍ ssc.nic.in କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Continue Reading
Application started to fulfill the dreams of CRPF aspirants, more than 9 thousand recruitments will be available

CRPF ଆଶାୟୀଙ୍କ ସ୍ଵପ୍ନ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ, ୯ ହଜାରରୁ ଉର୍ଦ୍ଧ ପାଇବେ ନିଯୁକ୍ତି

ସିଆରପିଏଫ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ପୂରଣ ହେବ ସ୍ଵପ୍ନ। ପାଖାପାଖି ୧୦ ହଜାର ଆଶାୟୀ ପାଇବେ ନିଯୁକ୍ତି। ସିଆର୍‌ପିଏଫ୍‌ ତଥା Central Reserve Police Force-CRPFରେ ୯ ହଜାରରୁ ଅଧିକ କନଷ୍ଟେବଲ୍ (ଟେକ୍ନିକାଲ୍‌ ଓ ଟ୍ରଡ୍‌ସ୍‌ମେନ୍‌) ପଦବୀ ପୂରଣ ପାଇଁ ଖୁବ୍‌ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୭ରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହାର ଶେଷ ତାରିଖ ଏପ୍ରିଲ ୨୫ ରହିଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ସାଇଟ୍‌-crpf.gov.in କୁ ଯାଇ ଆବେଦନ କରିପାରିବେ। ଜୁଲାଇ ୧ ରୁ ୧୩ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ।

Continue Reading

ବାଜା ବାଣ ଫୁଟିଲା ବାହାଘର ହେଲା ହେଲେ ଚତୁର୍ଥୀ ଅନ୍ୟଜଣେ କଲା

ଡିଜେ ବାଜିଲା ଧୂଆଁ ଧୂଳି ଉଡେଇ ଧୁମ୍ ଧାମରେ ବାହାଘର ସରିଲା। ପରିବାର ସହ ଭୋଜିଭାତ ବି ବେଶ୍ ଜମିଲା। ଠିକ୍ ପରଦିନ ହନିମୁନ୍ ପାଇଁ ପ୍ଲାନ୍ ଚାଲିଥିଲା। ସ୍ଥାନ ବି ଠିକ୍ ହେଲା। ମାତ୍ର ତା ପୂର୍ବରୁ ସବୁ ଏପରି ହେଲା କେହି ବିଶ୍ବାସ କରି ପାରିଲେ ନାହିଁ। ଚତୁର୍ଥୀ ଦିନ ନିଜ ସ୍ତ୍ରୀ ଶୋଇଛି ଅନ୍ୟ ଏକ ପୁରୁଷ ସହ। ତାଙ୍କ ଭିତରେ ଏପରି କିଛି ଚାଲିଛି ଯାହା ଦେଖିବା ଯୋଗ୍ୟ ନଥିଲା। ଇନ୍ଦୋର ସହରରେ ଘଟିଛି ଏପରି ଏକ ଘଟଣା । ଦୁହ୍ଲନ ଓ ତାଙ୍କ ଗ୍ୟାଙ୍ଗର ଲୋକ ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଛି ।

Continue Reading