‘ପୁଟିନଙ୍କୁ ବିଦେଶରେ ଗିରଫ କରିବା ଅର୍ଥ ଯୁଦ୍ଧ ଘୋଷଣା କରିବା’: ଚେତାବନୀ ଦେଲେ ଋଷର ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିମିନାଲ କୋର୍ଟ(ଆଇସିସି) ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିବା ପରେ ସମଗ୍ର ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଆଇସିସିର ଏହି ଅର୍ଡର ପରେ ଋଷ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଋଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ତଥା ଋଷର ପୁର୍ବତ୍ତନ ରାଷ୍ଟ୍ରପତି ଦିମିତ୍ରୀ ମେଡଭେଡେଭ ଆଇସିସି କାର୍ଯ୍ୟାଳୟରେ ମିସାଇଲ ମାଡ଼ କରିବାର ଧମକ ଦେଇଛନ୍ତି । ଏହା ସହିତ ସେ ୟୁରୋପୀୟ ଦେଶ […]

Continue Reading

ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ; ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ତୁରନ୍ତ ମିଳିଲା ଜାମିନ

ସୁରତ: ମୋଦୀ ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନରେ ଦୋଷୀ ସାବ୍ୟସ୍ତ ହଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜରାଟ ସୁରତର ଏକ କୋର୍ଟ ତାଙ୍କୁ  ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜେଲ୍ ଦଣ୍ଡ ହେବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ବି ମିଳିଯାଇଛି। ଗୁରୁବାର ସୁରତ କୋର୍ଟରେ ମୋଦୀ ସାଙ୍ଗିଆ ନେଇ ବିବାଦୀୟ ଟିପ୍ପଣୀ ଯୋଗୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲାର ଶୁଣାଣି ହୋଇଥିଲା। […]

Continue Reading

ସଲମାନଙ୍କୁ ଧମକ ମାମଲା: ଇଂଲଣ୍ଡରୁ ମିଳିଲା ଇମେଲର ଲିଙ୍କ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କୁ ହତ୍ୟା ଧମକ ଗୋଲ୍ଡି ବରାର ତରଫରୁ ମିଳିବା ପରେ ପୋଲିସ ସତର୍କ ହୋଇ ଉଠିଛି । ଏ ନେଇ ଯେଉଁ ଇ-ମେଲ କରାଯାଇଥିଲା ତାହାକୁ ଟ୍ରେସ କରିବାରେ ପୋଲିସ କିଛି ମାତ୍ରାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ଏହି ଇ-ମେଲର ଲିଙ୍କ ୟୁକେରୁ ପଠାଯାଇଛି । ଇ-ମେଲ ଏକ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବରରୁ ଆସିଥିବାରୁ, ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିଛି । ମାର୍ଚ୍ଚ ୧୮ରେ ସଲମାନଙ୍କ ମ୍ୟାନେଜର […]

Continue Reading

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ, ନୀତୁ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପର ଭାରତର ଦୁଇ ଷ୍ଟାର ବକ୍ସର ନିଖତ ଜରୀନ ଓ ନୀତୁ ଘଂଘାସା ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ଦୁଇ ବକ୍ସରଙ୍କ ଟାର୍ଗେଟ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା । ଗୁରୁବାର ୫୦ କିଗ୍ରା ସେମିଫାଇନାଲ ବିଭାଗରେ ଜବରଦସ୍ତ ଫର୍ମରେ ଥିବା ଚାମ୍ପିୟନ ନିଖତ ରିୟୋ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା କଲମ୍ବିଆର ଇଗ୍ରେଂଟ ଭାଲେନ୍ସିଆଙ୍କୁ ପରାସ୍ତ କରିଥିଲେ । ଏଥିସହ ନିଖତ କ୍ରମାଗତ ଦ୍ୱିତୀୟ ଥର […]

Continue Reading

ସହିଦ ଭଗତ ସିଂହଙ୍କୁ ଫାଶୀ ମିଳିଥିବା ସ୍ଥାନରେ ଏବେ କ’ଣ ଅଛି? ପାକିସ୍ତାନ ତିଆରି କରିଛି…

ନୂଆଦିଲ୍ଲୀ: ଆଜି ହେଉଛି ସହିଦ ଦିବସ । ଭାରତର ସ୍ୱାଧୀନତା ପାଇଁ ଲଢେଇ କରି ପ୍ରାଣ ବଳି ଦେଇଥିବା ବୀର ପୁରୁଷମାନଙ୍କୁ ସମ୍ମାନ କରିବାର ଏକ ଗୌରବ ମୁହୂର୍ତ୍ତ । ୧୯୩୧ ମସିହା ଆଜିର ଦିନରେ ୨୩ ବର୍ଷୀୟ ଜଣେ ବୀର ଯୋଦ୍ଧାଙ୍କୁ ଫାଶୀ ଦେଇ ହତ୍ୟା କରିଥିଲା ବ୍ରିଟିଶରାଜ୍ । କିନ୍ତୁ ମୃତ୍ୟୁ ପର୍ଯ୍ୟନ୍ତ ଇଂରେଜ ଆଗରେ ମୁଣ୍ଡ ନୁଆଁ ନଥିଲେ ସେହି ସାହସୀ ଯୁବକ । ଶେଷରେ କ୍ରୁରତାର ସୀମା ଟପି ତାଙ୍କୁ ଫାଶୀ […]

Continue Reading

ଲିଭଇନରେ ରହି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ

ଲିଭ୍ ଇନ୍ ରେ ରହିଲେ ଦୁଷ୍କର୍ମ କଲେ। ଏପରି ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ତାଙ୍କ ଅଭିଯୋଗ ମୁତାବକ ଯୁବକ ଜଣକ ତାଙ୍କ ବିନା ଅନୁମତିରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ସୁଟିଂ କରିଛନ୍ତି। ଖାଲି ସେତିକି ନୁହେଁ ଅଭିଯୁକ୍ତ ଯୁବକଙ୍କ ନିକଟରେ ତାଙ୍କର କିଛି ଜରୁରୀ କାଗଜପତ୍ର ରହିଥିବା ମଧ୍ୟ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

Continue Reading

Social Media ନିୟମ: ଏଣିକି ପିଲାମାନଙ୍କର ଫଟୋ କିମ୍ବା ଭିଡିଓ ସେୟାର କରିଲେ ଅଭିଭାବକମାନଙ୍କୁ ଯିବାକୁ ପଡିବ ଜେଲ!

ନୂଆଦିଲ୍ଲୀ: ଯଦି ଆପଣ ସୋସିଆଲ ମିଡିଆ ନିଜ ପିଲାଙ୍କ ଫଟୋ ସେୟାର କରୁଛନ୍ତି ତେବେ ଏହା ପାଇଁ ଆପଣଙ୍କୁ ଦଣ୍ଡ ମିଳିପାରେ। ଏବେ ସୋସିଆଲ ମିଡିଆ ଯୁଗରେ ଗୋପନୀୟତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏଭଳି ପରିସ୍ଥିତିରେ ଏକ ନୂତନ ସୋସିଆଲ ମିଡିଆ ଆଇନ ଆବଶ୍ୟକ। ନୂତନ ସୋସିଆଲ ମିଡିଆ ଆଇନ ଯାହା ୨୬ ମଇ ୨୦୨୧ ରେ ଭାରତରେ ଲାଗୁ ହେଇଛି । ଏଥିରେ ବିନା ଅନୁମତିରେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର […]

Continue Reading

ଛାତ୍ରଛାତ୍ରୀମାନେ କରନ୍ତୁ ନାହିଁ ଚିନ୍ତା, IGNOU ଜାନୁଆରୀ ସେସନ ପାଇଁ ବଢିଲା ଆବେଦନ କରିବାର ଡେଟ୍ ଲିଷ୍ଟ

ନୂଆଦିଲ୍ଲୀ: ଯେଉଁ ଛାତ୍ରଛାତ୍ରୀମାନେ IGNOU ଜାନୁଆରୀ ସେସନ ପାଇଁ ଆବେଦନ କରିନାହାଁନ୍ତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସି ପହଁଚିଛି। ଯେଉଁ ଛାତ୍ରମାନେ ଏହି ଅଧିବେଶନ ପାଇଁ ଆବେଦନ କରିନାହାଁନ୍ତି, ସେମାନେ ବର୍ତ୍ତମାନ ଚିନ୍ତା କରନ୍ତୁ ନାହିଁ, କାରଣ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭର୍ସିଟି, ଆଇଜିଏନୟୁ ପୁନଃ ପଞ୍ଜିକରଣ ପାଇଁ ଶେଷ ତାରିଖ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ପ୍ରାର୍ଥୀମାନେ ଏହି ଅଧିବେଶନ ପାଇଁ ମାର୍ଚ୍ଚ ୨୭, ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ […]

Continue Reading

ଭାରତ 6G ଭିଜନ ଡକ୍ୟୁମେଣ୍ଟ ଲଞ୍ଚ କଲେ PM ମୋଦୀ: ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଆଗକୁ ବଢ଼ିବାରେ ଲାଗିଛି । ଗତ ବର୍ଷ ଦେଶରେ ୫ଜି ଟେକ୍ନୋଲୋଜି ଲଞ୍ଚ ହୋଇଥିଲା । ଦେଶରେ ୫ଜି ବିଳମ୍ବରେ ଲଞ୍ଚ ହୋଇଥିଲେ ହେଁ ୬ଜି’କୁ ନେଇ ଦେଶ ବହୁତ ଆଗରେ ରହିଛି । ଏନେଇ ବର୍ତ୍ତମାନଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ୬ଜି ଭିଜନ ଡକ୍ୟୁମେଣ୍ଟ ଲଞ୍ଚ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ୬ଜି ରିସର୍ଚ୍ଚ ଓ ଡେଭଲପମେଣ୍ଟ ଟେଷ୍ଟ ବେଡ୍ […]

Continue Reading

ଅମ୍ରିତପାଲ ସମର୍ଥନରେ ବାହାରିଲା ଗୁରପତୱନ୍ତ ପନ୍ନୁ, ଦିଲ୍ଲୀ ପାୱାର ହାଉସ ବନ୍ଦ କରିବାକୁ ଧମକ

ନୂଆଦିଲ୍ଲୀ: ଆତଙ୍କବାଦୀ ତଥା ଖଲିସ୍ତାନ ସମର୍ଥକ ଗୁରପତୱନ୍ତ ସିଂ ପନ୍ନୁ ବୁଧବାର ଖୋଲାଖୋଲି ଭାବେ ଅମ୍ରିତପାଲ ସିଂ ସମର୍ଥନରେ ବାହାରିଛି । ସେ ଏକ ଅଡିଓ ମେସେଜ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚେତାବନୀ ଦେଇଛି । ସିଖ ଫର ଜଷ୍ଟିସର ମୂଖ୍ୟ କହିଛି ଅମ୍ରିିତପାଲ ସିଂ ଘଟଣାରେ ଯଦି କେନ୍ଦ୍ର ସରକାର ପଞ୍ଜାବରେ କୌଣସି ଭୂଲ ପଦକ୍ଷେପ ନିଅନ୍ତି ତାହାହେଲେ ସେମାନେ ଏଥିପାଇଁ ଦାୟୀ ରହିବେ । ଏପରିକି ଆମେ […]

Continue Reading