SEBIର ବଡ଼ ନିଷ୍ପତ୍ତି: ବଦଳିଯିବ ଷ୍ଟକ୍ ମାର୍କେଟ ଟାଇମିଂ, ଏଣିକି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଶେୟାର ବଜାର!
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଷ୍ଟକ ଏକ୍ସଚେଞ୍ଜ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଇକ୍ୱିଟି ସେଗମେଣ୍ଟର କାରବାର ସମୟ ବୃଦ୍ଧି କରିବା ନେଇ ପ୍ଲାନିଂ କରୁଛି । ଶେୟାର ମାର୍କେଟରେ ଟ୍ରେଡିଂ ଟାଇମିଂକୁ ବୃଦ୍ଧି ନେଇ ଏହା ପୂର୍ବରୁ ମଧ୍ୟ ଚର୍ଚ୍ଚା ହୋଇଥିଲା । ମାର୍କେଟର କାରବାର ସମୟ ଏବେ ୩.୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଖୁବଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଶେୟାର ବଜାର ଟ୍ରେଡିଂ ସମୟରେ ପରିବର୍ତ୍ତନ […]
Continue Reading
